ନିଜର ଷ୍ଟାରଡମ ପାଇଁ କେବେ ବି ଗର୍ବ କରନ୍ତି ନାହିଁ Bollywood ର ଏହି 4 ଜଣ ହୀରୋ, କେଉଁଠି ବି କିଛି ବି ଖାଇ ନିଅନ୍ତି, ବଞ୍ଚନ୍ତି ଏକ ସାଧାରଣ ଜୀବନ

ବନ୍ଧୁଗଣ ଆପଣ ମାନେ ସମସ୍ତେ କେତେକ ବଲିଉଡ ଅଭିନେତା ମାନଙ୍କୁ ଦେଖିଥିବେ । ଏହି ବଲିଉଡ ଅଭିନେତା ମାନେ ନିଜ କଷ୍ଟ ଓ ସଂଘର୍ଷ ଦ୍ଵାରା ବହୁତ ଟଙ୍କା ଏବଂ ନାମ ଅର୍ଜନ କରିଛନ୍ତି । ବନ୍ଧୁଗଣ ବଲିଉଡରେ ଏପରି କିଛି ସୁପର ଷ୍ଟାର ଅଛନ୍ତି ଯେଉଁମାନେ ବହୁତ ଧନୀ ହୋଇଥିଲେ ମଧ୍ୟ ନିଜ ଷ୍ଟାରଡମରେ କେବେ ହେଲେ ଗର୍ବ ଅନୁଭବ କରନ୍ତି ନାହିଁ । ଆଜି ଆମେ ଆପଣ ମାନଙ୍କୁ ଏହିପରି କିଛି ଦିଗଜ ଅଭିନେତା ମାନଙ୍କ ବିଷୟରେ କହିବୁ ଯେଉଁମାନେ ବହୁତ ବଡ ନାମ ଓ ବହୁତ ଟଙ୍କା ଅର୍ଜନ କରିଥିଲେ ମଧ୍ୟ କେବେହେଲେ ଗର୍ବ ଅନୁଭବ କରନ୍ତି ନାହିଁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଅଭିନେତା ମାନଙ୍କ ବିଷୟରେ ।

ନାନା ପାଟେକର- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ବଲିଉଡର ଦିଗଜ ଅଭିନେତା ନାନା ପାଟେକର । ନାନା ପାଟେକର ବଲିଉଡର ବହୁତ ସୁପର ହିଟ ଫିଲ୍ମରେ ଅଭିନୟ କରି ସୁନାମ ଅର୍ଜନ କରିଛନ୍ତି । ନାନା କୋଟି କୋଟି ଟଙ୍କାର ମାଲିକ ହୋଇଥିଲେ ମଧ୍ୟ ଆଜି ମଧ୍ୟ ଏକ ଛୋଟ ଘରେ ରହି ନିଜ ଜୀବନ ଅତିବାହିତ କରୁଛନ୍ତି ।

ନାନାଙ୍କ ଲାଇଫ ଷ୍ଟାଇଲକୁ ଆପଣ ମାନେ ଦେଖିଲେ ଜାଣିପାରିବେ ନାହିଁ ଯେ ନାନା ଏତେ ବଡ ଲୋକ । ସେ ସବୁବେଳେ ଦରିଦ୍ର ଓ ଦୁଃଖି ଲୋକ ମାନଙ୍କର ସହାୟତା କରିଥାନ୍ତି । ନାନା ସବୁବେଳେ ସାଧାରଣ ମଣିଷ ପରି ଜୀବନ ଅତିବାହିତ କରନ୍ତି । ନାନା କେବେହେଲେ ନିଜ ଷ୍ଟାରଡମର ଗର୍ବ କରି ନାହାନ୍ତି ।

ରଜନୀକାନ୍ତ- ବନ୍ଧୁଗଣ ଆମ ଲିଷ୍ଟର ଦୁତୀୟ ସ୍ଥାନରେ ଅଛନ୍ତି ହିନ୍ଦୀ ଓ ତାମିଲ ଫିଲ୍ମର ସୁପର ଷ୍ଟାର ରଜନୀ କାନ୍ତ । ରଜନୀଙ୍କୁ ତାଙ୍କ ଫ୍ୟାନ୍ସ ମାନେ ଭଗବାନଙ୍କ ସହ ତୁଳନା କରନ୍ତି, କାରଣ ରଜନୀ ଏହି ଅଭିନୟ ଜଗତରେ ବହୁତ ବଡ ବଡ ଫିଲ୍ମ କରି ସୁନାମ ଅର୍ଜନ କରିଛନ୍ତି । ରଜନୀ କେବେହେଲେ ନିଜ ଷ୍ଟାରଡମର ଗର୍ବ କରିନାହାନ୍ତି । ରଜନୀ ଆଜି ମଧ୍ୟ ସମସ୍ତ ସ୍ଥାନରେ ବସି ଏକ ସାଧାରଣ ଲୋକଙ୍କ ପରି ଖାଦ୍ଯ ଖାଆନ୍ତି । କେବେଳ ସାଉଥ ନୁହେଁ ରଜନୀ ଭାରତର ଏକ ଦିଗଜ ସୁପର ଷ୍ଟାର ରୂପେ ପରିଚିତ ଅଛନ୍ତି ।


ଧର୍ମେନ୍ଦ୍ର- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ବଲିଉଡର ଦିଗଜ ଅଭିନେତା ଧର୍ମେନ୍ଦ୍ର । ନିଜ ସମୟରେ ଏକ ଦିଗଜ ଅଭିନେତା ହୋଇଥିଲେ ମଧ୍ୟ ଆଜି ମଧ୍ୟ ଧର୍ମେନ୍ଦ୍ର ଏକ ସାଧାରଣ ଲୋକଙ୍କ ପରି ନିଜ ଗାଁରେ ଜୀବନ ଅତିବାହିତ କରୁଛନ୍ତି । ଧର୍ମେନ୍ଦ୍ର ମଧ୍ୟ ଏତେ ବଡ ସୁପର ଷ୍ଟାର ହୋଇ କେବେ ହେଲେ ଗର୍ବ କରନ୍ତି ନାହିଁ ।

ଅକ୍ଷୟ କୁମାର- ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ବଲିଉଡର ଦିଗଜ ଅଭିନେତା ଅକ୍ଷୟ କୁମାର । ଅକ୍ଷୟ ବହୁତ ନାମ ଓ ଟଙ୍କା ଅର୍ଜନ କରିଥିଲେ ମଧ୍ୟ କେବେହେଲେ କୌଣସି କଥା ପାଇଁ ଗର୍ବ କରନ୍ତି ନାହିଁ । ଅକ୍ଷୟ କୁମାର ବହୁତ ଗରିବ ଓ ଦେଶର ଯବାନ ମାନଙ୍କର ସହୟତା କରିଛନ୍ତି । ଅକ୍ଷୟ ସବୁବେଳେ ଏକ ସାଧାରଣ ମଣିଷ ପରି ଜୀବନ ଅତିବାହିତ କରନ୍ତି ଓ କେବେ ହେଲେ ଗର୍ବ କରନ୍ତି ନାହିଁ ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଏହାକୁ ଲାଇକ ଓ ଶେୟାର କରନ୍ତୁ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *