ରାତିରେ କାନରେ ରଖନ୍ତୁ 1 ପାଖୁଡା ରସୁଣ, ତା ପରେ ଦେଖନ୍ତୁ ଚମତ୍କାର- Baba Ramdev Health Tips

ବନ୍ଧୁଗଣ ଆପଣ ମାନେ କେବେ କାନ ରେ ରସୁଣ ରଖିଛନ୍ତି କି, ଏହା ଅତ୍ୟନ୍ତ ଲାଭଦାୟକ । ବହୁତ ଲୋକ ଏହି ଘରୋଇ ଉପାୟ ସହ ଅବଗତ ହୋଇନାହାନ୍ତି , କିନ୍ତୁ ତଥ୍ୟ ଏହା କି ରସୁଣ ର କୋଲା କୁ ଯଦି ଆପଣ ନିଜ କାନ ରେ ରଖିବେ ଆପଣଙ୍କୁ ଅସଂଖ୍ୟ ଲାଭ ପ୍ରାପ୍ତି ହୋଇଥାଏ ଏବଂ ଏହା ଆପଣଙ୍କୁ ବହୁ ପ୍ରକାରର ବେମାରୀ ରୁ ମଧ୍ୟ ବଞ୍ଚାଇ ଥାଏ । ଏହା ଅତ୍ୟନ୍ତ ଲାଭଦାୟକ ସାବ୍ୟସ୍ତ ହେଇଥାଏ । ବନ୍ଧୁଗଣ ତେବେ ଆସନ୍ତୁ ଜାଣିବା କାନ ରେ ରସୁଣ ରଖିଲେ କଣ ଉପକାର ମିଳିଥାଏ ।

ବନ୍ଧୁଗଣ ଯଦି ଆପଣ କାନ ରେ ହେଉଥିବା ଯନ୍ତ୍ରଣା ର ଶୀକାର ହୋଇଛନ୍ତି ତେବେ କାନ ରେ ରସୁଣର କୋଲା କୁ ରଖିଲେ ଆପଣ କାନରେ ହେଉଥିବା ଯନ୍ତ୍ରଣାରୁ ମୁକ୍ତି ପାଇ ପାରିବେ , ଏହା ଅତ୍ୟନ୍ତ ଲାଭଦାୟକ ଅଟେ । ଏହା କରିବା ପାଇଁ ଆପଣଙ୍କୁ କୌଣସି ପରିଶ୍ରମ କରିବାକୁ ପଡ଼ିବ ନାହିଁ , ସର୍ବ ପ୍ରଥମେ ଆପଣ କାନ ରେ ରସୁଣ କୋଲା ରଖିବା ଦ୍ଵାରା ଆପଣଙ୍କ କାନ ଟିକିଏ ଉଷୁମ ଲାଗିବ ଏବଂ ଏହା ଆପଣଙ୍କୁ ଯନ୍ତ୍ରଣା ମୁକ୍ତ କରିବ । ଏମିତି କିଛି ନାହିଁ ଯେ ଆପଣ ଔଷଧ ର ବ୍ୟବହାର କରି ପାରିବେନି , କିନ୍ତୁ ରସୁଣ ର କିଛି ସାଇଡ୍ ଇଫେକ୍ଟ୍ କିମ୍ବା ନକରାତ୍ମକ ପ୍ରଭାବ ନାହିଁ ।

ବନ୍ଧୁଗଣ ରସୁଣର କୋଲାକୁ ଯଦି ଆପଣ ରାତ୍ରି ସମୟରେ ଶୋଇବା ପୁର୍ବରୁ ଲଗେଇ କି ଶୋଇବେ ତେବେ ଏହା ଆପଣଙ୍କ ପ୍ରତି ଲାଭଦାୟକ ସାବ୍ୟସ୍ତ ହେଇଥାଏ । ବନ୍ଧୁଗଣ ଯଦି ଆପଣଙ୍କ କାନରେ କୌଣସି ପ୍ରକାରର ଇନ୍ଫେକ୍ସନ୍ ହୋଇଥାଏ ତେବେ ଆପଣ ରସୁଣ ର କୋଲାକୁ କାନ ରେ ଲଗାଇ ରଖନ୍ତୁ , କାରଣ ଏଥିରେ ଆଣ୍ଟି ବ୍ୟାକ୍ଟେରିଆଲ ପ୍ରପର୍ଟି ରହିଥାଏ । ଯାହା କି ଇନ୍ଫେକ୍ସନ୍ କୁ ରୋକିଥାଏ ।

କିନ୍ତୁ ବନ୍ଧୁଗଣ ଆପଣମାନଙ୍କୁ ଏହା ଅବଗତ କରିଦିଆ ଯାଉଅଛି ଯେ ଯଦି ଯନ୍ତ୍ରଣା ଅଧିକ ହୋଇଥାଏ ଏବଂ କାରଣ ଜଣା ନଥାଏ ତେବେ ବିଳମ୍ବ ନ କରି ଡାକ୍ତର ଙ୍କ ପରାମର୍ଶ ନିଅନ୍ତୁ , ଅଥଚ ଇନ୍ ଫେକ୍ସନ୍ ପାଇଁ ମଧ୍ୟ ରସୁଣ ଅତ୍ୟନ୍ତ ଲାଭଦାୟକ ହୋଇଥାଏ ।

ବନ୍ଧୁଗଣ ଆପଣମାନେ ଜାଣନ୍ତି ଯେ ରସୁଣ ଖାଇବା ରେ ଭିଷଣ ଗରମ୍ ହୋଇଥାଏ , ତେଣୁ ବନ୍ଧୁଗଣ ବିଶେଷଜ୍ଞ ମାନେ ଶୀତ ଋତୁ ରେ ପ୍ରତ୍ୟେକ ଦିନ ସକାଳ ବେଳା ରସୁଣ ର ଗୋଟେ କୋଲାକୁ ପାଣି ସହ ଖାଇବାକୁ ପରାମର୍ଶ ଦେଇଥାନ୍ତି । କିନ୍ତୁ ଯଦି ଆପଣ ରସୁଣ ଖାଇବାକୁ ପସନ୍ଦ କରୁନାହାଁନ୍ତି , ଯାହାକି ପ୍ରାଏ ବହୁତ୍ ଲୋକ ମାନେ ପସନ୍ଦ କରନ୍ତି ନାହିଁ , ଏହା ପଛରେ ଏଥିରୁ ଆସୁଥିବା ଦୁର୍ଗନ୍ଧ ଅଟେ ।

ବନ୍ଧୁଗଣ ଯଦି ଆପଣ ମଧ୍ୟ ଏହା ଖାଇବାକୁ ପସନ୍ଦ କରନ୍ତିନି ତେବେ ଆପଣ ଏହାକୁ କାନ ରେ ଲଗାଇପାରିବେ । ବିଶେଜ୍ଞଙ୍କ କହିବା ଅନୁସାରେ ଫ୍ଲୁ ହୋଇଥିଲେ ବହୁ ସମୟ ଧରି କାନ ରେ ଯନ୍ତ୍ରଣା ହୋଇଥାଏ । କାନ ରେ ରସୁଣ ରଖିଲେ ବହୁତ୍ ଶୀଘ୍ର ଆରାମ ମିଳିଥାଏ । ଔଷଧ ଉପରେ ସମ୍ପୂର୍ଣ ଭାବେ ନିର୍ଭର କରିବାର ଅବଶକ୍ୟତା ନାହିଁ ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଏମିତି କିଛି ସୁନ୍ଦର ସୁନ୍ଦର ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *