ଗରିବ ବୃଦ୍ଧ ମହିଳାଙ୍କ ଝୁପୁଡିରେ ଅଚାନକ ପହଞ୍ଚିଲେ କଲେକ୍ଟର, ଆଉ ତା’ ପରେ ଯାହା ହେଲା ଆପଣ ଶୁଣିଲେ ପ୍ରଶଂସା ନ କରି ରହି ପାରିବେନି

ବନ୍ଧୁଗଣ ଏହି ଦୁନିଆରେ ଏପରି ସବୁ ମାମଲା ସାମ୍ନାକୁ ଆସୁଛି ଯାହା ସମସ୍ତ ସ୍ଥାନରେ ଚର୍ଚାର ବିଷୟ ପାଳଟୁଛି । ବନ୍ଧୁଗଣ ଏହି ସମସ୍ତ ମାମଲା ବିଷୟରେ ଆପଣ ମାନେ ଜାଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ସାଧାରଣତଃ ଏହି ସମସ୍ତ ମାମଲା ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି ।

ବନ୍ଧୁଗଣ ଏହିପରି ଏକ ମାମଲା ତାମିଲନାଡୁରେ ହୋଇଛି ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ଏହି ମାମଲାଟି ହେଉଛି ତାମିଲନାଡୁର କରୁଲ ଜିଲ୍ଲାର କଲେକ୍ଟର ଏକ ଗରିବ ମହିଳାଙ୍କ ଝୁପୁଡି ଘରକୁ ଯାଇ ଭୋଜନ କରିଛନ୍ତି ।

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ସଂପୂର୍ଣ୍ଣ ମାମଲା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ତାମିଲନାଡୁର କରୁଲ ଜିଲ୍ଲାର କଲେକ୍ଟର ହେଉଛନ୍ତି ଅମ୍ବ ଲାଗିନ । ଅମ୍ବ ଲାଗିନଙ୍କୁ ଏକ ସୂଚନା ମିଳିଥିଲା ଯେ, ସେହି ସ୍ଥାନରେ ଏକ ଅଞ୍ଚଳରେ ଜଣେ ବୃଦ୍ଧ ମହିଳା ନିଜ ଝୁପୁଡି ଘରେ ରହୁଛନ୍ତି ଓ ତାଙ୍କ ଭାଗ୍ୟରେ ଖାଦ୍ୟ ନାହିଁ । ସେହି ମହିଳା ଜଣକ ଠିକ ଭାବରେ ଛିଡା ମଧ୍ୟ ହୋଇପାରୁ ନାହାନ୍ତି । ବୃଦ୍ଧ ମହିଳା ଜଣକ ନିଜ ମୃତ୍ୟୁକୁ ଚାହିଁ ରହିଛନ୍ତି । ଠିକ ଭାବରେ ଠିଆ ହୋଇ ନପାରିବାରୁ ମହିଳା ଜଣକ ନିଜ ପାଇଁ ଖାଦ୍ୟ ସଂଗ୍ରହ କରିପାରୁ ନାହାନ୍ତି ।


ବନ୍ଧୁଗଣ ଏହି ଖବର ଯେତେବେଳେ କଲେକ୍ଟର ଅମ୍ବ ଲାଗିନଙ୍କୁ ଜଣା ପଡିଥିଲା ସେତେବେଳେ ସେ ନିଜ ପତ୍ନୀଙ୍କ ହାତରୁ ତିଆରି ହୋଇଥିବା ଖାଦ୍ୟକୁ ନେଇ ସେହି ବୃଦ୍ଧ ମହିଳାଙ୍କ ଘର ବାହାରେ ଛିଡା ହୋଇଯାଇଥିଲେ । ଜଣେ ୮୦ ବର୍ଷ ବୟସର ବୃଦ୍ଧ ମହିଳାଙ୍କ ଘର ସାମ୍ନାରେ ବଡ ବଡ ଗାଡିକୁ ଦେଖି ସେଠାକାର ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ସେହି ସମୟରେ ଅମ୍ବ ଲାଗିନ ବୃଦ୍ଧ ମହିଳାଙ୍କୁ କହିଲେ, ‘ମା ଆସନ୍ତୁ ଆମେ ମିଶିକି ଭୋଜନ କରିବା’ । ଏହା ଶୁଣି ବୃଦ୍ଧ ମହିଳା ଜଣକ ବହୁତ ମର୍ମାହତ ଚାହାଣିରେ ଅମ୍ବ ଲାଗିନଙ୍କୁ ଚାହିଁ କହିଥିଲା, ‘ପୁଅ ମୋ ଘରେ ଭୋଜନ କରିବା ପାଇଁ ବାସନ ନାହିଁ, ମୁ କଦଳୀ ପତ୍ରରେ ଭୋଜନ କରେ’ ।

ଏହା ଜାଣିବା ପରେ ଅମ୍ବ ଲାଗିନ ମଧ୍ୟ ସେହି କଦଳୀ ପତ୍ରରେ ଭୋଜନ କରିଥିଲେ । ଅମ୍ବ ଲାଗିନ ଖାଦ୍ୟ ସେବନ କରିବା ପରେ ପେନସନର ପେପର ମହିଳାଙ୍କୁ ଦେଇଥିଲେ ଓ କହିଥିଲେ, ଆପଣଙ୍କୁ ବ୍ଯାଙ୍କ ଆସିବାର କୌଣସି ଆବଶ୍ୟକତା ନାହିଁ । ଆପଣଙ୍କ ପାଖକୁ ପ୍ରତି ମାସରେ ଟଙ୍କା ଆସିଯିବ । ବନ୍ଧୁଗଣ ଏହି ମାମଲାଟି ବର୍ତ୍ତମାନ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ଅଛି । ବନ୍ଧୁଗଣ ଯଦି ଆପଣ କୌଣସି ଲୋକର ସହାୟତା କରିବାକୁ ଚାହୁଁଛନ୍ତି ତା ହେଲେ ଆପଣ ଜଣେ ସାଧାରଣ ମଣିଷ ହୋଇ ମଧ୍ୟ କରିପାରିବେ, ଏଥିପାଇଁ ଆପଣ ମାନଙ୍କୁ କୌଣସି ବଡ ପଦବୀର ଆବଶ୍ୟକତା ନାହିଁ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *