ଝିଅର ଏପରି ଅବସ୍ଥା ଦେଖି ସହି ପାରୁନି, ବିକଳ ହେଇ ମାଗୁଛି ଇଚ୍ଛାମୃତ୍ୟୁ, ଥରେ ଶୁଣନ୍ତୁ ସେ କଣ କହୁଛନ୍ତି ଆପଣଙ୍କ ଆଖିରେ ବି ଲୁହ ଆସିଯିବ…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ମୁଁ ଆଉ ବଞ୍ଚିବାକୁ ଚାହୁଁନି ମୋତେ ମୃ-ତ୍ୟୁ ଦେଇଦିଅ । ତେବେ ଏପରି କିଛି କଥା ସାରଥି ବେହେରା ନାମକ ଜଣେ ରୋଗରେ ପୀଡ଼ିତା ଯୁବତୀ ଜଣଙ୍କ କହିଛନ୍ତି । ତେବେ ଯାଜପୁର ଜିଲ୍ଲା କୋରେଇ ବ୍ଲକ ଅନ୍ତର୍ଗତ ଆଲିଆ ଗ୍ରାମରେ ଏପରି କିଛି ଦୃଶ୍ୟ ଦେଖିବାକୁ ମିଳିଛି । ଯେଉଁଠାରେ ସାରଥି ନାମକ ଯୁବତୀ କହିଛନ୍ତି । ଜୀବନ ପାଇଁ ବହୁ ସଂଘର୍ଷ କରି ସାରିଲିଣି । ଏ ହସ୍ପିଟାଲରୁ ସେ ହସ୍ପିଟାଲକୁ ଯାଇ ଯାଇ ଥକି ଥକି ମଧ୍ୟ ପଡିଲିଣି ।

ଆଉ ମୋର ଦେହରେ ବଳ କି ମନରେ ବଞ୍ଚିବାର ଇଛା ବି ନାହିଁ । ଯଦି ପାରିବେ ସରକାର ମୋତେ ସହଜ ମରଣ ଟିକେ ଦେଇଦିଅନ୍ତୁ । ତେବେ ସାରଥି ବେହେରାଙ୍କର ୪ ବର୍ଷ ତଳେ ଦେହ ସଂପୂର୍ଣ୍ଣ ସୁସ୍ଥ ଥିବା ସହ ଯୁବତୀ ଜଣଙ୍କ ଚାକିରି ମଧ୍ୟ କରୁଥିଲେ । ତେବେ ହଟାତ ଦେହ ଅସୁସ୍ଥ ଲାଗିବାରୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଦେଖେଇଲା ପରେ ଡାକ୍ତର କହିଥିଲେ । କି ତାଙ୍କୁ ଟ୍ଯୁମର ହୋଇଛି ।

ତାପରେ ଅପରେସନ କରିଲା ପରେ ସାରଥି ବେହେରା ଆଉ ଭଲ ହୋଇ ପୂର୍ବବସ୍ତାକୁ ଫେରି ନଥିଲେ । ତେବେ ଶରୀରରେ ଅନାବଶ୍ୟକ ମାଂସପେଶୀ ବୃଦ୍ଧି ହେବା ସହ ଝାଡା, ମୁତ୍ର ଦ୍ଵାର ବନ୍ଦ ହୋଇଯାଇଛି । ଦିନମାନ ଘରେ ଦୁଃଖ ଓ ଶରୀର ଯନ୍ତ୍ରଣାରେ ଘରେ ଛଟପଟ ହୋଇ ପଡିରହୁଛନ୍ତି ରୋଗରେ ପୀଡ଼ିତା ଯୁବତୀ ସାରଥି ବେହେରା । ତେବେ ଯୁବତୀଙ୍କ ମା’ ଙ୍କ କହିବ ଅନୁଯାଇ ବଞ୍ଚିବା ପାଇଁ ମନରେ କାହାର ଅବା ଇଛା ନଥାଏ ।

ସେତିକି ମୋ ଝିଅକୁ କଷ୍ଟ ହେଉଛି ବୋଲି ସେ ମରିଯିବାକୁ ଚାହୁଁଛି । ତେଣୁ ମୁଁ ସରକାରଙ୍କୁ ଅନୁରୋଧ କରୁଛି । ଯଦି କିଛି ବିଶେଷ ଉପଚାର ଦ୍ଵାରା ମୋ ଝିଅର ଗୁହାରୀ ଶୁଣିକି ତା’ ର ସ୍ଵାସ୍ଥବସ୍ତା ଭଲ କରିଦେବେ । ତେବେ ମୋ ଝିଅ ପୂର୍ବ ପରି ସୁସ୍ଥ ଜୀବନଟିଏ ବଞ୍ଚିପାରିବ । ତେବେ ଗ୍ରାମଲୋକଙ୍କର ମଧ୍ୟ ସରକାରଙ୍କ ନିକଟରେ ଏତିକି ଅନୁରୋଧ ରହୁଛି ।

ଏହା କି ଯେ ସାରଥି ବେହେରା ବହୁ କଷ୍ଟ ସହିଲେଣି । ତାଙ୍କ ଉପରେ ସରକାର ଟିକେ ଦୟା କରନ୍ତୁ । ଯେପରି ଏହି ଆଜୀବନ ରୋଗଯନ୍ତ୍ରଣାରୁ ସେ ଆରୋଗ୍ଯ ହୋଇପାରିବେ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *