‘ରାଜା ଆମକୁ ଅଫର ଦେଉଥିଲା ଶାରୀରିକ ସମ୍ପର୍କ ରଖିଲେ ଗୋଟେ ରାତିକୁ ୧୦୦୦୦ ମିଳିବ, ନହେଲେ ସେମାନେ ଆମକୁ…’

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ  ଆଜି କାଲି ଦୁନିଆରେ ନାରୀ ନିର୍ଯ-ଆତନା ଧୀରେ ଧୀରେ ବଢିବାକୁ ଲାଗୁଛି । ଛୋଟ ଠାରୁ ଆରମ୍ଭ କରି ଯବାନ ଝିଅ ପର୍ଯ୍ୟନ୍ତ କେହି ମଧ୍ୟ ସମାଜରେ ନିଜକୁ ସୁରକ୍ଷିତ ମନେ କରୁନାହାନ୍ତି । ଏହି ନାରୀ ନିର୍ଯ-ଆତନା କଥାକୁ ନେଇ ପୁଣି ଉଠିଛି ଆଉ ଏକ ପ୍ରସଙ୍ଗ । ଯେଉଁଥିରେ ଝିଅ ମାନଙ୍କୁ କାମ ଦେବା ବାହାନାରେ ତାଙ୍କୁ ଖରାପ କାମ କରିବା ପାଇଁ ବାଧ୍ୟ କରାଯାଉଥିଲା । ଯେଉଁ କାମରେ ଗୋଟିଏ ରାତି ଶା-ରଇରିକ ସ-ଅମ୍ପର୍କ ରଖିଲେ ମିଳିଥାଏ ୧୦, ୦୦୦ ଟଙ୍କା ।

କାମ କରିବାକୁ ବାରଣ କରିଲେ ମିଳୁଥିବା ବହୁ କଷ୍ଟ, ଯନ୍ତ୍ରଣା ଓ ନିର୍ଯ-ଆତନା । ଏହି ଘଟଣାରେ ପୀଡିତ ଝିଅ ଜଣଙ୍କ କିଛି ଏପରି ଲୋମହ-ର୍ଷଣ-କାରୀ ମନ୍ତବ୍ୟ ଦେଇଛନ୍ତି । ଇଭେଣ୍ଟ କାର୍ଯ୍ୟ ଦେବାକୁ ଯାଇ ଶା-ରଇରିକ ସ-ଅମ୍ପର୍କ ରଖିବାକୁ ବାଧ୍ୟ କରାଉଥିଲେ । ପୀଡ଼ିତା ଯୁବତୀ ଜଣଙ୍କ କହିଛନ୍ତି । କାମ କରିବା ଉଦ୍ଧେଶ୍ୟରେ ସେ ସେଠାକୁ ଯାଇଥିଲେ ।

ସେଠାକୁ ଗଲା ପରେ ତାଙ୍କୁ ଆଇଟମ ଗାର୍ଲ ଭାବରେ ନାଚିବାକୁ ମନ୍ତ୍ରଣା ଦିଆଗଲା । ଯେଉଁ ନାଚ ଦେଖିବା ପାଇଁ ଯମୁଥିଲା କେତେ କେତେ ପୁଅଙ୍କର ଭିଡ ! ନାଚ ଦେଖୁଥିବା ପୁଅ ମାନେ ନାଚ ଦେଖି ଖୁସି ହୋଇ ନାଚୁଥିବା ଝିଅଙ୍କ ଉପରେ ଟଙ୍କା ବର୍ଷଣ କରୁଥିଲେ । ତେବେ ଏହି ଘଟଣାର ମୁଖ୍ୟ ଥିବା ଲୋକ ଉଠାଉଥିଲା ଏହାର ବହୁତ କିଛି ଫାଇଦା ।

ଏହିପରି କେତେ ଜଣ ଝିଅଙ୍କୁ ନଚାଇବା ସହ ଖରାପ କାର୍ଯ୍ୟ କରାଇବା ପାଇଁ ମଧ୍ୟ ରାଜା ନାମକ ଯୁବକ ପ୍ରବର୍ତ୍ତାଉଥିଲା । କେତେ ଗୁଡିଏ ଝିଅଙ୍କ ମଧ୍ୟରୁ କିଛି କିଛି ଝିଅଙ୍କୁ ବଛା ଯାଇ ପର ପୁରୁଷ ସହିତ ଶା-ରଇରିକ ସ-ଅମ୍ପର୍କ ରଖିବାକୁ ବାଧ୍ୟ କରାଯାଉଥିଲା । ଯାହାର ପ୍ରତି ବଦଳରେ ଗୋଟିଏ ରାତି ଶା-ରଇରିକ ସ-ଅମ୍ପର୍କ ପାଇଁ ମିଳୁଥିଲା ୧୦, ୦୦୦ ଟଙ୍କା ।

ଯେଉଁ ଝିଅ ମାନେ ଏହି କଥାର ପ୍ରତିବାଦ କରୁଥିଲେ । ତାଙ୍କୁ ମାରି ପୋତିଦେବାର ମଧ୍ୟ ଧମକ ଶୁଣିବାକୁ ମିଳୁଥିଲା । ରାଜା ନାମକ ଯୁବକ ପୀଡ଼ିତା ଯୁବତୀଙ୍କୁ ଖରାପ କାର୍ଯ୍ୟ ପାଇଁ ବାଧ୍ୟ କରୁଥିଲେ । ଏହା ସହିତ ସେ ତାହାର ବଦଳରେ ଯେତିକି ଟଙ୍କା ମିଳିବ । ସେହି ଟଙ୍କାକୁ ଉଭୟ ଭାଗ ବାଣ୍ଟି ନେବାକୁ ପୀଡିତ ଯୁବତୀଙ୍କୁ କହୁଥିଲେ ।

ଯୁବତୀ ପ୍ରତିବାଦ କରିବାରୁ ୨ ମାସ କାଳ ଖାଇବା, ପିଇବାକୁ ଦେଲେ ନାହିଁ । ଏହା ସହିତ ମୋବାଇଲ ଛଡାଇ ଗୋଟିଏ ରୁମରେ ଲକ କରି ରଖିକି ବହୁ ନିର୍ଯ-ଆତନା ଦେଉଥିଲେ । ଝିଅ ମାନଙ୍କୁ ଟଙ୍କାର ଲୋଭ ଦେଖାଇ ଶା-ରଇରିକ ସ-ଅମ୍ପର୍କ ପାଇଁ କହୁଥିଲେ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *