ଫଟୋରେ ନଜର ଆସୁଥିବା ଏହି କ୍ୟୁଟ କୁନି ଝିଅଟି ଆଜି ଇଣ୍ଡିଆ ଟୀମର ଏହି ଫେମସ କ୍ରିକେଟରଙ୍କ ପତ୍ନୀ, ଚିହନ୍ତୁ ତ କିଏ ?

ବନ୍ଧୁଗଣ ପ୍ରତେକ ଥର ଭଳି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ବଲିଉଡ ଇଣ୍ଡଷ୍ଟ୍ରିର ଲୋକପ୍ରିୟ କଳାକାରଙ୍କ ପିଲାଦିନର କିଛି ଫୋଟୋକୁ ନେଇ । ସୋସିଆଲ ମିଡିଆରେ ଏମିତି କିଛି ଫୋଟୋ ଭାଇରାଲ ହୋଇଛି ଯେଉଁଥିରେ ଗୋଟେ ଛୋଟ ପିଲା ନିଜ ମା ସହ ନଜର ଆସୁଛି । ସବୁଠାରୁ ମଜାଦାର କଥା ସେହି ପିଲାଟି ହେଉଛନ୍ତି ବଲିଉଡ ଇଣ୍ଡଷ୍ଟ୍ରିର ଜଣାଶୁଣା ହିରୋଇନ ଓ ମସୁର କ୍ରିକେଟରଙ୍କ ସହ ବିବାହ କରିଛନ୍ତି ।

ଫ୍ୟାନ୍ସ ମାନଙ୍କ ମଧ୍ୟରେ ଏହି ହିରୋଇନଙ୍କ ପରିଚୟ କିଛି ଅଲଗା ରହିଛି । ତେବେ ଆସନ୍ତୁ ଜାଣିବା ଫୋଟୋରେ ଥିବା ହିରୋଇନ ଜଣକ କିଏ ?ଆପଣ ମାନେ ଥରେ ଏହି ଫୋଟୋ ଉପରେ ନଜର ପକାନ୍ତୁ । ଏହି ଫୋଟୋ ରେ ପିଲା ଟି ନିଜ ମା ସହ ନଜର ଆସୁଛି । ଆପଣଙ୍କ ହିନ୍ଟ ପାଇଁ କହି ଦେଉଛୁ କି ଫୋଟରେ ନଜର ଆସୁଥିବା ହିରୋଇଙ୍କ ପିତାଙ୍କ ନାଁ ନାତା ଆର୍ମୀ ଓ ଅଭିନେତ୍ରୀ ଇଣ୍ଡଷ୍ଟ୍ରିର ବାଦଶାହ ସାହୁରୁଖ ଖାନଙ୍କ ସହ କ୍ଯାରିୟର ଆରମ୍ଭ କରିଥିଲେ ।

ଏହା ପରେ ସେ ଅନେକ ସୁପରହିଟ ଫିଲ୍ମରେ ଅଭିନୟ କରି ସଫଳତା ହାସଲ କରିଛନ୍ତି । ଏହା ପରେ ଅଭିନେତ୍ରୀ ମସୁର କ୍ରିକେଟରଙ୍କ ସହ ବିବାହ କରି ଦୁନିଆରେ ନାଁ କମାଇଛନ୍ତି । ତେବେ ଆପଣ ମାନେ ନିଶ୍ଚୟ ଏହି ସବୁ ସଂକେତ ପାଇ ଜାଣି ସାରିଥିବେ ସେ ଅଭିନେତ୍ରୀ କିଏ ବୋଲି । ଯଦି ଆପଣ ଜାଣି ପାରିଲେ ନାହି ତେବେ ଆମେ ଆପଣଙ୍କୁ କହି ଦେଉଛୁ କି ସେହି ବଲିଉଡ ଅଭିନେତ୍ରୀ ଜଣକ କିଏ ? 

ବନ୍ଧୁଗଣ ସେହି ପିଲାଟି ଆଉ କେହି ନୁହନ୍ତି ସେ ହେଉଛନ୍ତି ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା । କହି ରଖୁଛୁ କି ଅନୁଷ୍କା ୨୦୦୮ରେ ରିଲିଉଜ ହୋଇଥିବା ଫିଲ୍ମ “ରବ ନେ ବନା ଦି ଯୋଡି” ରୁ ନିଜର କ୍ଯାରିୟର ଆରମ୍ଭ କରିଥିଲେ ଯେଉଁଥିରେ ଶାହରୁଖ ଖାନଙ୍କ ସହ ନଜର ଆସିଥିଲେ । ସେ ତାଙ୍କର ପ୍ରଥମ ଫିଲ୍ମରୁ ସଫଳତା ହାସଲ କରିଥିଲେ ।

୨୦୧୮ରେ ସେ ଭାରତୀୟ କ୍ରିକେଟର ବିରାଟ କୋହଲିଙ୍କ ସହ ବିବାହ କରିଲେ ଓ ସେ ଗୋଟେ ଝିଅର ମା ମଧ୍ୟ ହୋଇ ସାରିଛନ୍ତି । ତାଙ୍କ ଝିଅର ନାଁ ବାମିକା କୋହଲି । ଅନୁଷ୍କା ଙ୍କ ୱାର୍କଫ୍ରଟ ବିଷୟରେ କହିବାକୁ ଗଲେ ସେ ବହୁତ ଜଲ୍ଦି “ଚକଦା ଏକ୍ସପ୍ରେସ” ଫିଲ୍ମରେ ନଜର ଆସିବାକୁ ଯାଉଛନ୍ତି । ବର୍ତ୍ତମାନ ସେ ଏହି ଫିଲ୍ମର ଶୁଟିଙ୍ଗ ରେ ବ୍ୟସ୍ତ ଅଛନ୍ତି । 

ବିବାହ ପରେ ଅନୁଷ୍କା ପ୍ରଥମ ଥର ପାଇଁ ପରଦାରେ ନଜର ଆସିବେ । କହି ରଖୁଛୁ କି ତାଙ୍କୁ ଶେଷ ଥର ପାଇଁ ଜୋରି ଫିଲମରେ ଦେଖା ଯାଇଥିଲା ଯେଉଁଥିରେ ସୁପରଷ୍ଟାର ଶାହରୁଖ ଖାନ ଓ କ୍ୟାଟ୍ରିନା କେଫଙ୍କ ନଜର ଆସିଥିଲେ । କିନ୍ତୁ ତାଙ୍କର ଏହି ଫିଲ୍ମ ବାକ୍ସ ଅଫିସରେ ଫ୍ଲପ ହୋଇଯାଇଥିଲା । ଏମିତିରେ ଦେଖିବାକୁ ଗଲେ ଫ୍ୟାନ୍ସ ମାନେ ତାଙ୍କ ଫିଲ୍ମ ଦେଖିବାକୁ ଉଶ୍ଚାହିତ ହୋଇଥାନ୍ତି ।  ବନ୍ଧୁଗଣ ଆପଣ ମାନଙ୍କୁ ଅଭିନେତ୍ରୀ ଅନୁଷ୍କା ଶର୍ମା ଙ୍କ ଅଭିନୟ କେମିତି ଲାଗିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ । 

Leave a Reply

Your email address will not be published. Required fields are marked *