Rani Panda କହିଲେ ‘ଯଦି ନ’ ନେଉଛ ଛାଡିଦିଅ ଆମେ ନେଇଯିବା, ଅନୁଭବଙ୍କ ସିନ୍ଦୂର ରାଣୀପଣ୍ଡା ମୁଣ୍ଡରେ ଲାଗିଲେ ଜାନୁ ପୁରା ଚମକିବେ…’

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଯାତ୍ରା ଜଗତର ଆଇଟମ ଅଭିନେତ୍ରୀ ରାଣୀ ପଣ୍ଡା ପ୍ରାୟତଃ ସମୟରେ ନିଜର କୌଣସି ନା କୌଣସି ଘଟଣା ପାଇଁ ଚର୍ଚାର କେନ୍ଦ୍ରବିନ୍ଦୁ ସାଜିଥାନ୍ତି । ଯେପରି ବର୍ତ୍ତମାନ ସମୟରେ ରାଣୀଙ୍କର ନଜର ସୁପର ଷ୍ଟାର ଅନୁଭବ ଉପରେ ପଡିଛି । ସେ ବର୍ତ୍ତମାନ ସମୟରେ ଅନୁଭବଙ୍କ ପାଇଁ ତାଙ୍କର ବହୁତ ବଡ ଦିୱାନୀ ସାଜିଛନ୍ତି । ଯାତ୍ରା ଜଗତର ବିବାଦୀୟ ଅଭିନେତ୍ରୀ ରାଣୀ ପଣ୍ଡାଙ୍କ କହିବା ଅନୁଯାଇ ଯଦି ଅନୁଭବ ଓ ଅଭିନେତ୍ରୀ ବର୍ଷାଙ୍କ ମଧ୍ୟରେ ପୂର୍ବ ଭଳି ସବୁ ଠିକ ହୋଇଯିବ ।

ତେବେ ସେମାନେ ଦୁହେଁ ଖୁସିରେ ଦାମ୍ପତ୍ୟ ଜୀବନ କାଟିବେ । ସେଥିରେ ରାଣୀଙ୍କର କିଛି ମନ୍ତବ୍ୟ ଦେବାର ଆବଶ୍ୟକତା ହିଁ ନାହିଁ । ଯଦି ବର୍ଷା ଓ ଅନୁଭବଙ୍କର ଡିଭୋର୍ସ ହୋଇଯାଇଥାଏ । ତେବେ ସେ ଅନୁଭବଙ୍କୁ ନିଜର କରିବା ପାଇଁ ଆଗ୍ରହୀ ହୋଇ ରହିଛନ୍ତି । ଯଦି ଅନୁଭବ କେବଳ ରାଣୀଙ୍କ ବିବାହ ପ୍ରସ୍ତାବରେ ରାଜି ହୋଇଯିବେ । ତେବେ ସେମାନ ଦୁହିଁଙ୍କର ବହୁତ ଧୂମଧାମରେ ବାହାଘର ହେବ ।

ବାହାଘର ଖାଲି ହେବନି ଏପରି ବାହାଘର ହେବ । ଯେ ସାରା ଓଡିଶାବାସୀ ଏପରି ବାହାଘର କେବେ ଦେଖି ନଥିବେ । ଏହା ସହିତ ସୁପରଷ୍ଟାର ଅନୁଭବ ଓ ଯାତ୍ରା ହିରୋଇନଙ୍କୁ  ରାଣୀଙ୍କର ଯୋଡି ଦେଖି କହିବେ, ଜୋଡି ପୁରା ଜଳୁଛି । ରାଣୀ ଏପରି ମଧ୍ୟ କିଛି ମନ୍ତବ୍ୟ ଦେଇଛନ୍ତି । ଯେଉଁଥିରେ କି ସେ କହିଛନ୍ତି । ଯଦି ଅନୁଭବ ବାହାଘର ପାଇଁ ଥରେ ଖାଲି ରାଜି ହୋଇଯିବେ ।

ତେବେ ଯେତେବେଳେ ଅନୁଭବଙ୍କର ନାମର ସିନ୍ଦୁର ରାଣୀଙ୍କ ମଥାରେ ଲାଗିବ । ତେବେ ସେତେବେଳେ ସମସ୍ତ ଓଡିଶାବାସୀ ସେତେବେଳେ କହିବେ ରାଣୀ ପଣ୍ଡା ଖାଲି ଚମକୁଛନ୍ତି । ସେତେବେଳେ ସବୁ ଯାନୁମାନେ ରାଣୀ ଓ ଅନୁଭବଙ୍କର ଜୋଡି ଆଗରେ ଫିକା ପଡିଯିବ । ଏହା ସହିତ ରାଣୀଙ୍କର ଅନୁଭବର ବାହାଘର ଉତ୍ସବରେ ରାଣୀ ବାଲିଯାତ୍ରା ପଡିଆରେ ୩ ଦିନ ଧରି ଲୋକ ମାନଙ୍କ ପାଇଁ ଖାଇବାର ବ୍ୟବସ୍ତା କରିବେ ।

ଯେଉଁ ସବୁ ଲୋକ ମାନେ ଆସିବେ ଖାଇବା, ପିଇବା ସହ ରାଣୀ ଓ ଅନୁଭବଙ୍କୁ ଆଶ୍ରୀବାଦ କରି ଯିବେ । ସମସ୍ତ ଓଡିଶାବାସୀଙ୍କର ନଜର ଅନୁଭବ ଓ ରାଣୀଙ୍କର ଯୋଡି ଉପରେ ହିଁ ରହିବ।  ରାଣୀ ମନ୍ତବ୍ୟରେ ସେ ଏହା ମଧ୍ୟ କହିଛନ୍ତି । ସେ ଅନୁଭବଙ୍କ ପାଇଁ ସବୁବେଳେ ମଙ୍ଗଳ ଚିନ୍ତା କରିଥାନ୍ତି । ଯଦି ଅନୁଭବଙ୍କ ସହିତ ତାଙ୍କ ବାହାଘର ହୋଇଯାଏ ।

ତେବେ ସେ ଅନୁଭବଙ୍କୁ ସବୁ ପ୍ରକାର ବିବାଦରୁ ବଞ୍ଚାଇବା ସହ ତାଙ୍କ ପାଇଁ ତାଙ୍କର ରକ୍ଷା କବଚ ହୋଇ ରହିବେ ବୋଲି ରାଣୀ ନିଜସ୍ୱ ମତ ମିଡିଆ ଆଗରେ ରଖିଛନ୍ତି । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *