ମା ବାଟ ମାଙ୍ଗଳା ଏବେ ବି ଜୀବିତ ! ରାତିହେଲେ ମଣିଷ ରୂପରେ ବାହାରୁଛନ୍ତି ମା’ ବାଟ ମଙ୍ଗଳା, ଆଶ୍ଚର୍ଯ୍ୟ ଲାଗିଲେ ବି ସତ !

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ମା’ ବାଟ ମଙ୍ଗଳାଙ୍କର କାହିଁକି ନାମ ହେଲା ବାଟ ମଙ୍ଗଳା ! ଆଜି ପର୍ଯ୍ୟନ୍ତ ମଧ୍ୟ ପୁରୀ ଯିବା ବାଟରେ ରାତି ହୋଇଗଲେ ମା’ ବୁଢୀ ରୂପ ହୋଇ ବାହାରିଥାଏ । ତେବେ ମା’ ବାଟ ମଙ୍ଗଳା ହେଉଛନ୍ତି ପ୍ରତ୍ଯେକ୍ଷଦେବୀ । କଥାରେ ଅଛି ଯେଉଁ ଭକ୍ତ ମା’ ଙ୍କୁ ନିଷ୍ଠାର ସୁମରଣା କରିଥାଏ । ମା’ ନିଜ ଭକ୍ତର ଡାକ ନିହାତି ଭାବେ ଶୁଣିଥାନ୍ତି। ଅସୁବିଧାରେ ପଡିଥିଲା ନିଜ ଭକ୍ତ ମାନଙ୍କୁ ବାଟ ମଧ୍ୟ ଦେଖାଇଦେଇଥାନ୍ତି ମା ବାଟ ମଙ୍ଗଳା ।

ତେବେ ଥରେ କିଛି ଲୋକ ପୁରୀର ଜଗନ୍ନାଥ ଦର୍ଶନ କରିବା ନିମନ୍ତେ ଅଫିସରୁ କାମ ସାରି ବାହାରିପଡିଥିଲେ । ତେବେ ସେତେବେଳକୁ ରାତି ପ୍ରାୟ ୨ ଟା ଭଳି ହେବ ।  ଗାଡିରେ ହସଖୁସିମଜାରେ କଥାବାର୍ତ୍ତା ହୋଇ ଜୀବ ସମୟରେ ହଟାତ ଭାବରେ ରାସ୍ତାର ଅନ୍ଧାର ଧୀରେ ଧୀରେ ବଢିକି ପରିବେଶ ଏତେ ଅନ୍ଧକାର ହୋଇଯାଇଥିଲା । ଯେ ଗାଡିର ଆଲୋକ ମଧ୍ୟରେ ବି ଗାଡି ଭିତରେ ବସିଥିବା କେହି କାହାର ମୁହଁକୁ ଠିକ ଭାବରେ ଦେଖି ପାରୁନାହାନ୍ତି ।

ଏହାରି ଭିତରେ ଘଡଘଡି ସହ ବର୍ଷା ହେବାକୁ ମଧ୍ୟ ଆକାଶ ରଡି କରି ଆସୁଥାଏ । ତେବେ ପୁରୀ ଯାଉଥିବା ଶ୍ରଦ୍ଧାଳୁ ମାନାଙ୍କ ମନରେ କୋଊଠି ନା କୋଊଠି ଏକ ଅଜଣା ଭୟ ମନ ଭିତ୍ତରେ ଉଙ୍କି ମାରୁଥାଏ । ତେବେ ଏହାରି ମଧ୍ୟରେ ଗାଡିର ଷ୍ଟାର୍ଟ ମଧ୍ୟ ବନ୍ଦ ହୋଇ ଗାଡିଟି ଠପ ହୋଇ ରହିଗଲା । ସେତେବେଳେ ଗାଡି ଭିତରେ ବସି ରହିଥିବା 4 ରୁ 5 ଜଣ ଲୋକ ଜଣେ ଅନ୍ୟ ଜଣଙ୍କର ମୁହଁକୁ ଅନାଉଥିବା ସମୟରେ ସେତିକି ବେଳେ ଗାଡି ସାମ୍ନାକୁ ହଟାତ ଜଣେ ବୁଢୀଟି ଚାଲିଆସିଲା ।

ତେବେ ସେହି ବୃଦ୍ଧ ମହିଳା ଜଣଙ୍କ ଗାଡି ପାଖକୁ ଆସିବା ଗାଡି ମଧ୍ୟରେ ବସିଥିବ ଲୋକଙ୍କୁ ପଚାରିଥିଲା । ତୁମେ ସବୁ କୁଆଡେ ଯାଉଛ । ଗାଡି ମଧ୍ୟରେ ବସିଥିବା ଲୋକେ କହିଥିଲେ । ଆମେ ଜଗନ୍ନାଥ ଦର୍ଶନ କରିବା ପାଇଁ ପୁରୀ ଯାଉଛୁ । ତେବେ ବୃଦ୍ଧ ମହିଳା ଜଣଙ୍କ କହିଥିଲେ । ତୁମେ କଣ ଏହି ଅନ୍ଧକାର ମଧ୍ୟରେ ପୁରୀର ରାସ୍ତା ପାଉନାହଁ । ତେବେ ପୁରୀକୁ ଯିବା ସମୟରେ ମା’ ବାଟ ମଙ୍ଗଳାକୁ ସ୍ମରଣ କରିକି ଯାଅ । ସବୁ ବିପଦ ତୁମର ଦୂର ହୋଇଯିବ ।

ତେବେ ଏତିକି କହି ବୃଦ୍ଧ ମହିଳା ଜଣଙ୍କ ସେଠାରୁ ଚାଲିଯାଇଥିଲେ । ତାପରେ ଯେତେବେଳେ ଗାଡି ଚଳଉଥିବା ଲୋକଟି ଗାଡି ଷ୍ଟାର୍ଟ କରିଥିଲା । ସେତେବେଳେ ଗାଡି ଷ୍ଟାର୍ଟ ହୋଇଯାଇଥିଲା । ତାପରେ ସମସ୍ତେ ମା’ ବାଟ ମଙ୍ଗଳା ଓ ଜଗନ୍ନାଥଙ୍କ ସୁମରଣା କରି ଆଗକୁ ବଢିଥିଲେ । ତେବେ ପୁରୀ ଜୀବା ପୂର୍ବରୁ ମା’ ବାଟ ମଙ୍ଗଳାଙ୍କୁ ମଧ୍ୟ ସେମାନେ ଦର୍ଶନ କରିଯାଇଥିଲେ ।

ତେବେ କଥାରେ ଅଛି । ବ୍ରହ୍ମା ଥରେ ପୁରୀକୁ ଯିବାକୁ ଆସି ଏହିଠାରେ ହିଁ ବାଟ ଭୁଲିଯାଇଥିଲେ । ତେଣୁ ମା’ ମଙ୍ଗଳା ଆସି ତାଙ୍କୁ ବାଟ ଦେଖାଇଦେଇଥିଲେ । ତେବେ ସେବେଠାରୁ ହିଁ ମଙ୍ଗଳାଙ୍କର ନାମ ବାଟ ମଙ୍ଗଳା ରଖିକି ଏହିଠାରେ ତାଙ୍କର ପୂଜା ଅର୍ଚନା ଆରମ୍ଭ ହୋଇଯାଇଥିଲା । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *