ବିବାହ ପରେ ଦେଖନ୍ତୁ କିପରି ଶାଶୁଘରେ ସ୍ବାମୀଙ୍କ ସହ ପ୍ରଥମ ଥର ପାଇଁ ହୋଲି ଖେଳେଲିଲେ ଅଭିନେତ୍ରୀ Lipsa Mishra

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ବାହାଘର ପରେ ଲିପ୍ସା ଖେଳିବେ ତାଙ୍କର ପ୍ରଥମ ହୋଲି ! ତେବେ ହଁ ବନ୍ଧୁଗଣ ଆମେ କହୁଛୁ ଓଡିଶାର ବହୁତ ଗରଜିଅସ ତଥା ବିଉଟିଫୁଲ୍ ଅଭିନେତ୍ରୀ ଲିପ୍ସା ମିଶ୍ର । ତେବେ ସଜ ସଜ ଲିପ୍ସାଙ୍କ ବାହାଘର ଯାଇଛି । ତେବେ ଲିପ୍ସାଙ୍କ ବହୁ ଦିନ ଧରି ପ୍ରେମ ସମ୍ପର୍କ ଥିବା ପୁରୁଷ ବନ୍ଧୁ ଆକାଶଙ୍କ ସହ ତାଙ୍କର ବାହାଘର ହୋଇଛି । ତେବେ ଏହାରି ଭିତରେ ଲିପ୍ସାଙ୍କ ବାହାଘରକୁ କିଛି ଦିନ ବିତିଯାଇଛି ।

ତେବେ ବାହାଘର ପରେ ଲିପ୍ସାଙ୍କର ତାଙ୍କ ଶାଶୁଘରେ ଏ ବର୍ଷ ପ୍ରଥମ ହୋଲି ପର୍ବର ବର୍ଷ ରହିବା ପାଇଁ ଯାଉଛି । ତେବେ ଲିପ୍ସା ଗଣ ମାଧ୍ୟମ ସାମ୍ନାରେ ସମସ୍ତ ଓଡିଶାବାସୀଙ୍କ ହୋଲି ଭଳି ରଙ୍ଗ ପର୍ବର ହାର୍ଦ୍ଧିକ ଶୁଭେଚ୍ଛା ଓ ଶୁଭ କାମନା ଜଣାଇଛନ୍ତି । ତେବେ ଲିପ୍ସାଙ୍କ କହିବା  ଅନୁସାରେ ଛୋଟ ବେଳେ ଆମେ ସବୁ ସାଙ୍ଗ ସାଥି ମିଶିକି ଏପରି ହୋଲି ଖେଳୁ । ଯେ ହୋଲିର ରଙ୍ଗ ଛାଡିବାକୁ ମାସେ ଭଳି ସମୟ ଲାଗି ଯାଉଥିଲା ।

ତେବେ ବଡ ହେଲା ପରେ ସେପରି ଯଦିଓ ହୋଲି ପର୍ବ ପାଳନ କରୁନୁ । ତଥାପି ଶେଫଲି ଅଳ୍ପ ଅଳ୍ପ ଯାହାହେଲେ ବି ହୋଲିକୁ ଖୁସିର ମନାଉଛୁ । ତେବେ ହଁ ନିହାତି ଭାବରେ ସବୁ ବର୍ଷର ହୋଲି ଅପେକ୍ଷା ଏହି ବର୍ଷର ହୋଲି ମୋ ପାଇଁ ବହୁତ ନିଆରା ରହିବ । କାରଣ ଏହି ବର୍ଷ ମୋ ଶାଶୁ ଘରେ ମୋର ପ୍ରଥମ ହୋଲି ରହିବ । ତେବେ ମୁଁ ମୋ ଆକାଶ ଓ ଶାଶୁଘରର ସମସ୍ତ ଲୋକଙ୍କ ସହ ହୋଲି ଖୁସିରେ ଖୁସିରେ ସେଲିବ୍ରେଟ କରିବି ।

ତା’ ଛଡା ମୋ ଘର ଲୋକ ଓ ଅନ୍ୟାନ୍ୟ ବନ୍ଧୁବାନ୍ଧବ ସାଙ୍ଗସାଥିଙ୍କ ସହ ଭେଟ କରି ମଧ୍ୟ ହୋଲି ପର୍ବର ବର୍ଷକୁ ଥରେ ନିହାତି ଭାବରେ ମଜା ଉଠାଇବି । ତେବେ ଆମେ ମଧ୍ୟ ଚାହୁଁଛୁ ଅଭିନେତ୍ରୀ ଲିପ୍ସାଙ୍କ ସହ ତାଙ୍କ ସ୍ଵାମୀ ଆକାଶଙ୍କର ବୈବାହିକ ଜୀବନ ବହୁତ ଭଲରେ ବିତୁ ।

ଏହା ସହିତ ଏହି ହୋଲି ପର୍ବ ଭଳି ତାଙ୍କ ଜୀବନ ମଧ୍ୟ ପ୍ରେମର ରଙ୍ଗରେ ରଙ୍ଗମୟ ହୋଇଯାଉ ।  ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ନୂଆ ନୂଆ ପୋଷ୍ଟ ପଦଯିବାକୁ ଚାହୁଁଥିଲେ । ଆମ ପେଜକୁ ଲାଇକ୍, କାମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *