‘ସେଦିନ ରାଣୀ ବହୁତ କାନ୍ଦୁଥିଲା ବୋଲି ମୁଁ ତାକୁ ବୁଝାଉଥିଲି, ହେଲେ କିଛି ଲୋକ ମତେ କହିଲେ କି ମୁଁ କୁଆଡେ ରାଣୀକୁ…’: ଶ୍ରୀକୁମାର

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ସେଦିନ ରାଣୀ ପ୍ରିୟଦର୍ଶିନୀ ଏତେ ଜୋରସେ କନ୍ଦାକାନ୍ଦି କରୁଥିଲା । ହେଲେ ମୁଁ ତାକୁ ଟିଏ ଯାଇ ବୁଝାଇଲା ବେଳକୁ କିଛି ଲୋକ କହୁଛନ୍ତି ମୁଁ ଖରାପ ! ତେବେ ଏପରି କିଛି କହିଛନ୍ତି କଳାକାର ଶ୍ରୀକୁମାର । ତେବେ ଶ୍ରୀକୁମାର ମଧ୍ୟ ଅଭିନେତା ପିନ୍ଟୁ ନନ୍ଦଙ୍କ ସ୍ଵାସ୍ଥବସ୍ତା ସମୟରେ ତାଙ୍କ ପାଖରେ ରହି ତାଙ୍କର ବହୁତ ଦେଖାଶୁଣା କରିଥିଲେ । ତେବେ ଏତେ ସବୁ ମଧ୍ୟରେ ପିନ୍ଟୁ ନନ୍ଦଙ୍କର ଦେହାନ୍ତ ଘଟିଯାଇଛି ।

ତେବେ ଭାଗ୍ୟର ଏପରି ଏକ ଖେଳ । ଯାହାକି ସମସ୍ତଙ୍କ ଆଖିରେ ଲୁହ ନେଇ ଆସୁଛି । ତେବେ ଶ୍ରୀକୁମାରଙ୍କ କହିବା ଅନୁସାରେ ପିନ୍ଟୁ ନନ୍ଦଙ୍କ ଅନ୍ତିମ ସଂସ୍କାର ସମୟରେ ମୁଁ ଯେତେବେଳେ ତାଙ୍କ ପାଖରେ ରହି ବୁଝାସୁଝା କରୁଥିଲି । ସେତେବେଳେ ପିନ୍ଟୁ ନନ୍ଦଙ୍କ ଚାଲିଯିବା ଦୁଃଖରେ ସମସ୍ତେ ଦୁଃଖରେ ଭାଙ୍ଗି ପଡୁଥାନ୍ତି । ତେବେ ଯାତ୍ରା କଳାକାର ରାଣୀ ପ୍ରିୟଦର୍ଶିନୀ ମଧ୍ୟ ପିନ୍ଟୁ  ସହ ଭଲ ଭାଇ ଓ ଭଉଣୀର ସମ୍ପର୍କ ଥିଲା ବୋଲି ସେ ମଧ୍ୟ ଦୁଃଖରେ ଛାଟିପିଟି ହୋଇ କାନ୍ଦୁଥିଲା ।

ହେଲେ ରାଣୀକୁ ଦେଖି ବବି ଭାଇ ମୋତେ କହିଲେ । ଶ୍ରୀକୁମାର ତୁ ଜାଆ ଟିକେ ସେ ରାଣୀ ପ୍ରିୟଦର୍ଶିନୀଙ୍କୁ ବୁଝାବୁଝି କରିବୁ । ତେବେ ରାଣୀକୁ ବୁଝାଇ ଏପଟରୁ ସେପଟକୁ ଆଣିବା ମଧ୍ୟରେ ବହୁତ ଲୋକ ସେ କଥା କୁ ଖରାପ ଅର୍ଥରେ ନେଇଗଲେ । କିଛି ଲୋକ କହିଲେ ଶ୍ରୀକୁମାର ବୋଧେ ଏକୁଟିଆ ଦେଖି ଝିଅଟି ସହିତ ମିସବିହେଭ କରିବାକୁ ଚେଷ୍ଟା କରୁଛି । ତେବେ ସେହି ଯେଉଁ ଲୋକମାନେ ମୋ ନାମରେ ଇଆଡୁସିଆଡୁ କହୁଛନ୍ତି । ସେମାନଙ୍କୁ ମୁଁ କହିଦେଉଛି ।

ପିନ୍ଟୁ ନନ୍ଦଙ୍କ ଚାଲିଯିବା ଦୁଃଖରେ କାହା ଅବସ୍ତା କଣ ହେଇକି ଅଛି । ତାହାରି ମଧ୍ୟରେ ଯଦି କିଏ ଦୁଃଖରେ ଭାଙ୍ଗି ପଡୁଛି । ତେବେ ଭାଇ ଟିଏ ପରି ଭଉଣୀକୁ ଯଦି ଟିକେ ବୁଝାଇ ଦେଲି । ତେବେ ତାକୁ ନେଇ ଏତେ ବଡ ଇସ୍ୟୁ କ୍ରିଏଟ କରି ଇଆଡୁସିଆଡୁ କହିବା ସେମାନଙ୍କର ଜମାରୁ ମଧ୍ୟ ଠିକ ହୋଇନାହିଁ ।

ତେବେ ପିନ୍ଟୁ ଭାଇ ଜଣେ ବ୍ୟକ୍ତିତ୍ବ ହିସାବରେ ବହୁତ ଭଲ ଲୋକଟିଏ ଥିଲେ । ତେବେ ତାଙ୍କ ଦୁଃଖରେ ବହୁତ ଲୋକ ପ୍ରକୃତରେ ଦୁଃଖରେ ଭାଙ୍ଗି ପଡିଛନ୍ତି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ନୂଆ ନୂଆ ପୋଷ୍ଟ ପଢିବାକୁ ଚାହୁଁଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *