ରାତି ଅଧରେ ମହିଳା ଅଫିସରଙ୍କ ଅଭଦ୍ରାମି, ବର୍ଦିର ଧମକ ଦେଇ ଦେଖଉଛନ୍ତି ନାଲି ଆଖି, ଦେଖନ୍ତୁ ଭାଇରାଲ Video

ବନ୍ଧୁଗଣ ଆପଣ ମାନେ ସମସ୍ତେ ପୋଲିସ ବାଲାଙ୍କ ସହ ଜଡିତ ଅନେକ ଘଟଣାର ଭିଡିଓ ଦେଖିଥିବେ । କେତେକ କ୍ଷେତ୍ରରେ ପୋଲିସ ବାଲାଙ୍କ ଦା-ଦା-ଗି-ରି ତ କେତେକ କ୍ଷେତ୍ରରେ ପୋଲିସ ବାଲାଙ୍କ ସମାଜ ସେବା । ତେବେ ବନ୍ଧୁଗଣ ସମସ୍ତ ପୋଲିସ ଖରାପ ନଥାନ୍ତି କି ସମସ୍ତ ପୋଲିସ ଭଲ ନଥାନ୍ତି । ଗତ କିଛି ସମୟ ହେବ ସୋ-ସି-ଆ-ଲ ମି-ଡି-ଆରେ ଏକ ଘଟଣାର ଭିଡିଓ ବହୁତ ମାତ୍ରାରେ ଭା-ଇ-ରା-ଲ ହେଉଛି । ଏହି ଭିଡିଓଟି ଜଣେ ମହିଳା ପୋଲିସ ବାଲାଙ୍କ ସହ ଜଡିତ।

ଆଜି ଆମେ ଆପଣ ମାନଙ୍କୁ ଏହି ଭା-ଇ-ରା-ଲ ଭିଡିଓ ବିଷୟରେ କହିବାକୁ ଯାଉଛୁ । ସମସ୍ତ ସ୍ଥାନରେ ଏହି ଭିଡିଓର ଚର୍ଚା ବହୁତ ହେଉଛି ଓ ଆପଣ ମାନେ ସମସ୍ତେ ଏହି ଭିଡିଓ ବିଷୟରେ ଜାଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ବନ୍ଧୁଗଣ ଏହି ଭିଡିଓଟି ରାତି ୧୦ଟା ପରର । ଘଟଣା ଘଟିବା ସମୟରେ ଜଣେ ବ୍ୟକ୍ତି ଦୂରରେ ରହି ଏହି ଭିଡିଓଟିକୁ ରେକର୍ଡ କରିଥିଲେ ଓ ସୋ-ସି-ଆ-ଲ ମି-ଡି-ଆରେ ଅ-ପ-ଲୋ-ଡ କରିଥିଲେ ।

ଭିଡିଓରେ ଜଣେ ମହିଳା ପୋଲିସ ଓ ଦୁଇଜଣ ବ୍ୟକ୍ତିଙ୍କ ମଧ୍ୟରେ ଯୁ-କ୍ତି ତ-ର-କ ହେଉଥିବା ଦେଖିବାକୁ ମିଳୁଛି । ଦୁଇଜଣ ବ୍ୟକ୍ତିଙ୍କ ମଧ୍ୟରୁ ଜଣେ ବ୍ୟକ୍ତି ସେହି ମହିଳା ପୋଲିସ ଅଫିସରଙ୍କୁ ଦେଖି ହସି ଦେଇଥିଲେ ଯାହା ଫଳରେ ମହିଳା ପୋଲିସ ଅଫିସର ଜଣକ ତାଙ୍କ ପାଖକୁ ଆସି ଆଇନ ପାଠ ପଢାଇ ଥିଲେ ।

ଭିଡିଓରେ ମହିଳା ପୋଲିସ ଅଫିସର ଜଣକ କହୁଛନ୍ତି- ‘ତମେ ମୋତେ ଦେଖି କାହିଁକି ହସିଲ ତମେ ହସିଲ ବୋଲି ମୁ ତମ ପାଖକୁ ଆସିଲି । ରାତି ୧୦ଟା ପରେ ତମେ ବୁଲୁଛ ମାନେ ନିଶ୍ଚିନ୍ତ କ୍ରୀ-ମି-ନା-ଲ । ତମେ ହସିବ ମାନେ ମୁ ବା-ଡେ-ଇ-ବି । ମୋ କାନ୍ଧରେ 3 ଟା ଷ୍ଟାର, ତମେ ଏବେ କଥା ହେଉଛି ଯଦି ମୁ ତୁମ ଉପରେ ହସିବ ତା ହେଲେ ତମକୁ କେମିତି ଲାଗିବ’ । ଅନ୍ୟ ପକ୍ଷରେ ବ୍ୟକ୍ତି ଜଣକ ମହିଳା ଅଫିସରଙ୍କୁ କହୁଛନ୍ତି-‘ମୁ କେବଳ ଛି-ଡା ହୋଇଥିଲି ।

ମୁ ସାଙ୍ଗର ଦୋକାନ ଏଠି ସେ ବନ୍ଦ କରୁଥିଲା ତ ମୁ କଣ ଦୁଇ ତିନି ମିନିଟ ଛିଡା ହୋଇପାରିବି ନାହିଁ । ଆଉ ଗୋଟେ କଥା ମୁ ଆପଣଙ୍କ ଉପରେ ହସି ନାହିଁ ମୁ ତ ମୋର ଛିଡା ହେଇଥିଲି ଆପଣ ଆସି ଏମିତି କଥା ହେଉଛନ୍ତି’ । ବନ୍ଧୁଗଣ ଏହି ଭିଡିଓଟି ବର୍ତ୍ତମାନ ବହୁତ ଚର୍ଚାରେ ଅଛି । ତେବେ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *