ବାଂଲାଦେଶୀ କଏଦୀ ରଗଡି ଜେଲ ବାରାକରେ ନଜର ବନ୍ଦୀ, ନିଜ ଦେଶକୁ ଯିବାକୁ କରୁଛନ୍ତି ଆକୁଳ ନିବେଦନ, ଚାକିରି ସନ୍ଧାନରେ ଆସି ଫସିଗଲେ ଏମିତି…ଦେଖନ୍ତୁ Video

ବନ୍ଧୁଗଣ ବର୍ତ୍ତମାନର ସମୟରେ ଦୁନିଆର୍ତେ ଏପରି ସବୁ ଘଟଣା ଓ ଖବର ସାମ୍ନାକୁ ଆସୁଛି ଯାହା ବିଷୟରେ ଆମେ ମାନେ କଳ୍ପନା କରିବା ବି ବହୁତ କଷ୍ଟକର । ଗତ କିଛି ସମୟ ହେବ ସୋ-ସି-ଆ-ଲ ମି-ଡି-ଆ-ରେ ଏକ ଖବର ବହୁତ ମାତ୍ରାରେ ଭା-ଇ-ରା-ଲ ହେଉଛି ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଖବର ବିଷୟରେ ଜାଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ ଓ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଖବର ବିଷୟରେ ।

ବାଂଲାଦେଶରୁ ଭାରତ, ମୁମ୍ବାଇରୁ ଯାଜପୁର ଆଉ ଜେ-ଲ-ରେ ଦୀର୍ଘ ବର୍ଷର କା-ରା-ଦ-ଣ୍ଡ ଏମିତି ଥିଲା ଜଣେ ବାଂଲାଦେଶୀ ଅନୁ-ପ୍ରବେ-ଶ କାରୀଙ୍କ ବ-ନ୍ଦୀ ଜୀବନ । ଜୀବିକା ଉପାର୍ଜନ ନିମନ୍ତେ ବାଂଲାଦେଶର ନିରିପୂର ଜିଲ୍ଲା ଦାରୁସଲାମ ଥାନା ଅଞ୍ଚଳରୁ ମୁମ୍ବାଇ ଆସିଥିଲେ ଶକିଲ ଅହମ୍ମଦ । ରୋଜଗାର ନିମନ୍ତେ ଭାରତ ଆସି ମୁମ୍ବାଇ ଦିଲ୍ଲୀ ସବୁ ସହର ବୁଲି ଶେଷରେ ଓଡିଶାର ଯାଜପୁର ଜିଲ୍ଲା ପାଣି କୋଇଲିରେ ପହଞ୍ଚି ଥିଲେ ।

ପାଖରେ ପାସ୍ପୋର୍ଟ ନଥିବା କାରଣରୁ ପୋଲିସ ହାତରେ ଧରା ପଡିଥିଲେ ଶକିଲ । ଧରା ପଡିବା ପରେ ଜେ-ଲ ଦ-ଣ୍ଡ ଭୋଗିଥିଲେ । ଜେ-ଲ-ରେ ତିନି ବର୍ଷ କା-ଟି-ବା ପରେ ଏବେ ରଗଡା ଜେ-ଲ ସୁରକ୍ଷାକର୍ମୀଙ୍କ ନଜର ବ-ନ୍ଦୀ ହୋଇ ରହିଛନ୍ତି ଶକିଲ । ଶକିଲ ଅହମ୍ମଦ ବାଂଲାଦେଶର ନିରିପୂର ଜିଲ୍ଲା ଦାରୁସଲାମ ଥା-ନା ଅଞ୍ଚଳର ବାସିନ୍ଧା ଅଟନ୍ତି । ଶକିଲ ତାଙ୍କ ବାପାଙ୍କର ଏକ ମାତ୍ର ପୁତ୍ର ସନ୍ତାନ ଅଟନ୍ତି ।

ଦୀର୍ଘ ବର୍ଷ ଧରି ସ-ଜା ଭୋ-ଗିବା ପରେ ଫେରିବାର କୌଣସି ବାଟ ମିଳୁ ନାହିଁ ଶକିଲଙ୍କୁ । ଶକିଲ ଘରକୁ ଯିବା ପାଇଁ ବାହାରିଥିବା ବେଳେ ଭିଜା ଓ ପାସ୍ପୋର୍ଟର ବ୍ୟବସ୍ଥା ସରକାରଙ୍କ ପାଖରୁ ଯଥା ଶୀଘ୍ର କରାଗଲେ ସେ ନିଜ ଦେଶକୁ ଫେରି ପାରିବେ ବୋଲି ଆଶା ପ୍ରକଟ କରିଛନ୍ତି । ଶକିଲ କହିଛନ୍ତି- ‘ଯଦି ଆପଣ ଟଙ୍କା ମାଗୁଛନ୍ତି ତା ହେଲେ ଆମେ ଟଙ୍କା ଦେବା ପାଇଁ ରେଡି ଅଛୁ ।

ଆପଣ 5 ହଜାର 10 ହଜାର ନେଇ ମୋତେ ବର୍ଡର ପାର କରେଇ ପାରିବେ । କୋର୍ଟ ବି କହିସାରିଛି ମୋତେ ଛାଡି ଦେବା ପାଇଁ ହେଲେ ଏମାନେ କହୁଛନ୍ତି ସରକାରଙ୍କ ଆଦେଶ ନଆସିବା ଯାଏ ତମକୁ ଛଡା ଯିବ ନାହିଁ । ମୁ ଘରକୁ ଯିବାକୁ ଚାହୁଁଛି ମୁ ଏଠି ବହୁତ ଅସୁବିଧାରେ ଅଛି’ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *