ଦେଖନ୍ତୁ ଜିତିବା ପରେ Rohit ଙ୍କୁ ନେଇ Anushka Sharma କହିଦେଲେ ନିଜ ମନ କଥା, କହିଲେ କିଛି ଏମିତି କି ଶୁଣିଲେ ଆପଣଙ୍କ ହୋସ ଉଡିଯିବ

ବନ୍ଧୁଗଣ ଗତ କାଲି ଇଣ୍ଡିଆ ଓ ନ୍ୟୁଜଲାଣ୍ଡ ମଧ୍ୟରେ ଟି20 ମ୍ୟାଚ ହୋଇଥିଲା । ଏହି ମ୍ୟାଚରେ ପ୍ରଥମ ଥର ପାଇଁ ଇଣ୍ଡିଆର କ୍ୟାପଟେନ ହୋଇ ଖେଳି ଥିଲେ ରୋହିତ ଶର୍ମା । ତେବେ ରୋହିତ ଶର୍ମାଙ୍କ କ୍ୟାପଟେନସିରେ ଗତ କାଲି ଇଣ୍ଡିଆ ନ୍ୟୁଜଲାଣ୍ଡକୁ ହରାଇ ଟି20 ମ୍ୟାଚର ବିଜେତା ହୋଇଥିଲା । ଭାରତୀୟ ଟିମ ନ୍ୟୁଜଲାଣ୍ଡ ସହ ତିନୋଟି ଟି20 ମ୍ୟାଚ ଖେଳୁଛି । ଏହାର ପ୍ରଥମ ମୁକାବାଲା ଜୟପୁରର ଏକ ଷ୍ଟାଡିୟମରେ ଖେଳା ଯାଇଥିଲା । ରୋହିତ କ୍ୟାପଟେନ ହେବା ପରେ ସମସ୍ତ ପ୍ରଶଂସକ ମାନେ ବହୁତ ଅଧିକ ଖୁସି ଅଛନ୍ତି ।

ହେଲେ ଭାରତୀୟ ଟିମର ପୂର୍ବ କ୍ୟାପଟେନ ବିରାଟ କୋହିଲି ଓ ଅନୁସ୍କା ଶର୍ମାଙ୍କ ବ୍ୟବହାର ରୋହିତଙ୍କ ପରି କିଛି ଅଲଗା ରହିଥିବାର ଦେଖିବାକୁ ମିଳିଛି । ଅନୁସ୍କା ଭାରତ ଜିତିବା ପରେ ସମସ୍ତ ଖେଳାଳିଙ୍କୁ ସୁବେଚ୍ଚା ଜଣାଇ ଥିଲେ ଓ ଏହା ପରେ ରୋହିତଙ୍କ ବିଷୟରେ ଏକ ବଡ ବୟାନ ଦେଇଥିଲେ ଯାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ଅନୁସ୍କା କହିଛନ୍ତି-‘ଟି20 ବିଶ୍ଵ କପ୍ ପରେ ଏହା ହେଉଛି ଭାରତୀୟ ଟିମ ପାଇଁ ବଡ ଖୁସିର ସମୟ । ବର୍ତ୍ତମାନ ଭାରତୀୟ ଟିମକୁ ଏକ ନୂଆ କୋଚ ଓ ଏକ ନୂଆ କ୍ୟାପଟେନ ମିଳିଛି । ଏହା ସହିତ ଅନେକ ଯୁବପିଢି ଭାରତୀୟ ଟିମରେ ନିଜ ସ୍ଥାନ ନିରୂପଣ କରି ବହୁତ ଭଲ ଖେଳୁ ଛନ୍ତି । ଏବେ ଭାରତୀୟ ଟିମରେ ଯେତେ ସବୁ ଖେଳାଳି ଅଛନ୍ତି ଜଣା ପଡୁଛି ଆଗାମୀ ଭବିଷ୍ୟତ ଭାରତୀୟ ଟିମ ପାଇଁ ବହୁତ ଭଲ ରହିବ ।

ଆଗାମୀ ସମୟରେ ମୁ ଭାରତୀୟ ଟିମର ଗୋଟେ ପରେ ଗୋଟେ ସମସ୍ତ ସଫଳତାକୁ ଦେଖିବାକୁ ଚାହିଁବି । ହେଲେ ରୋହିତଙ୍କ କ୍ୟାପଟେନସିରେ ଭାରତୀୟ ଟିମ କେବେବି ବିଶ୍ଵ କପ୍ ଜିତି ପାରିବ ନାହିଁ କାରଣ ରୋହିତଙ୍କ ପାଖରେ ଭାରତୀୟ ଟିମକୁ ଅନ୍ତଃ ରାଷ୍ଟ୍ରୀୟ ସ୍ତର ଜିତେଇବାର କୌଣସି ଅଭିଜ୍ଞତା ନାହିଁ’ । ଆଗକୁ ଅନୁସ୍କା କହିଲେ-‘ଅବଶ୍ୟ ରୋହିତ ଟି20ରେ ବହୁତ ଭଲ ପଦର୍ଶନ କରନ୍ତି ହେଲେ ସେ ଅନେକ ଖେଳାଳି ମାନଙ୍କୁ ଖେଳିବା ପାଇଁ ମଉକା ଦେଇ ଥାନ୍ତି ଯେଉଁ ମାନେ ଟିମରେ ଭଲ ପଦର୍ଶନ କରି ନଥାନ୍ତି ।

ବିରାଟ କିନ୍ତୁ ଏମିତି କରୁ ନଥିଲେ ଟିମରେ ଯିଏ ଭଲ ଖେଳୁ ଥିଲା ସେ ତାକୁ ହିଁ ମଉକା ଦେଉଥିଲେ । ମୁ ଆଶା କରୁଛି ରୋହିତ ନିଜ କ୍ୟାପଟେନସିରେ ସମସ୍ତ ମ୍ୟାଚ ଜିତନ୍ତୁ’ । ତା ହେଲେ ବନ୍ଧୁଗଣ ଅନୁସ୍କାଙ୍କ ଏହି ବୟାନ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *