ରାଷ୍ଟ୍ରପତି Draupadi Murmu ଙ୍କ ଝିଅ ହେବେ ମନ୍ତ୍ରୀ ହେଲେ ବିଜେଡି ରୁ ହେବେ ନାଁ ବିଜେପିରୁ ହେବେ ତାକୁ ନେଇ ଜୋର ଧରିଛି ଚର୍ଚ୍ଚା…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ମହାମୟୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଝିଅଙ୍କୁ ନିର୍ବାଚନରେ ପ୍ରାଥୀ କରିବ ବିଜେପି ! ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଝିଅ ଇତିଶ୍ରୀ ମୁର୍ମୁ ଲଢିବେ ରାଜନୀତି ! ତେବେ ବିଜେପି ଦେବ ମୟୂରଭଞ୍ଜରୁ ଟିକେଟ ଓ କେନ୍ଦ୍ରରେ ମିଳିବ ମନ୍ତ୍ରୀ ପଦ ! ତେବେ ଏହି ସବୁ କଥାକୁ ନେଇ ରାଜନୀତିରେ ଚର୍ଚା ଜୋର ଧରିବାରେ ଲାଗିଛି । ବର୍ତ୍ତମାନର ସମୟରେ ବହୁ ଲୋକ ବହୁତ ପାଠ ପଢିବା ସହ ନିଜର ଏକ ବହୁତ ଭଲ କ୍ଯାରିଅର ଥାଇ ମଧ୍ୟ ନିଜର କ୍ଯାରିଅର ରାଜନୀତିରେ ଗଢିବାକୁ ମନ ରଖୁଛନ୍ତି।

କାରଣ ରାଜନୀତିରୁ ଅନେକ ସମୟରେ ଅନେକ ପ୍ରକାର ମଧ୍ୟ ମିଳିଥାଏ । ଯାହାକି କ୍ଯାରିଅରରେ ବହୁ ଆଗକୁ ଯିବାର ସମର୍ଥ ମଧ୍ୟ କରିଦେଇଥାଏ । ତେବେ ମହାମୟୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜଣେ ଆଦିବାସୀ ଝିଅ ହୋଇ ମଧ୍ୟ ନିଜର କ୍ଷମତା ବଳରେ ରାଷ୍ଟ୍ରପତି ପଦବୀ ହାସଲ କରିପାରିଛନ୍ତି । ତେବେ ଜଣେ ଖାଲି ରାଷ୍ଟ୍ରପତି ଭଳି ନୁହେଁ । ବଂର ଜଣେ ଭଲ ବ୍ୟକ୍ତିତ୍ବ ହିସାବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କର ଓଡିଶା ତଥା ସମଗ୍ର ଭାରତ ବର୍ଷରେ ତାଙ୍କର ନାମ ରହିଅଛି ।

ତେବେ ଏହାରି ଫାଇଦା ନେଇ ବିଜେପି ନିଜ ଦଳକୁ ଆହୁରି ସୁଦୃଢ କରିବାକୁ ଆଗେଇ ପଡିଛି । ସେଥିପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଝିଅ ଇତିଶ୍ରୀ ମୁର୍ମୁଙ୍କୁ ମୋହରା ବନାଇ ମୟୂରଭଞ୍ଜରେ ବିଜେପିର ପଦ୍ମ ଫୁଟାଇବ ବୋଲି ଆଶ ରଖିଛି ବିଜେପି । ତେଣୁ ଆଗାମୀ ନିର୍ବାଚନରେ ମୟୂରଭଞ୍ଜରୁ ଟିକେଟ ପାଇ ବିଜେପି ପକ୍ଷରୁ ଇତିଶ୍ରୀ ମୁର୍ମୁ ରାଜନୀତିରେ ପାଦ ଥାପିବେ ବୋଲି ଆଲୋଚନା କରାଯାଉଛି ।

ତେବେ ସେପରି ଦେଖିବାକୁ ଗଲେ । ଇତିଶ୍ରୀ ମୁର୍ମୁ ମଧ୍ୟ ଜଣେ ଉଚ ଶିକ୍ଷିତା ତଥା ନିଜର ରାଷ୍ଟ୍ରପତିଙ୍କ ଝିଅ ବୋଲି ଏକ ସ୍ଵତନ୍ତ୍ର ପରିଚୟ ରହିଛି । ତେବେ ବିଜେପିର ଏପରି ସୁଯୋଗକୁ ଇତିଶ୍ରୀ ମୁର୍ମୁ ହାତ ଛଡା କରିବେନି ବୋଲି ସବୁଆଡେ ଆଲୋଚନା ହେଉଛି । ତେବେ ବିଜେପିରୁ ହିଁ ରାଷ୍ଟ୍ରପତି ହେବାର ସୌଭାଗ୍ୟ ଅର୍ଜନ କରିଥିଲେ ଦ୍ରୌପଦୀ ମୁର୍ମୁ ।

ତେବେ ଆଗାମୀ ସମୟରେ କେନ୍ଦ୍ରରେ ମନ୍ତ୍ରୀ ପଦ ମଧ୍ୟ ବିଜେପି ପକ୍ଷରୁ ରାଷ୍ଟ୍ରପତିଙ୍କ ଝିଅ ଇତିଶ୍ରୀ ମୁର୍ମୁଙ୍କୁ ମିଳିବା ପାଇଁ ଯାଉଅଛି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ନୂଆ ନୂଆ ପୋଷ୍ଟ ପଢିବାକୁ ଚାହୁଁଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *