ଆକାଶରେ ଦିଶିଲା ଇନ୍ଦୁ ପରେ ବିନ୍ଦୁ ! ଏଇଠୁ ଆରମ୍ଭ ହେଲା କଳ୍କି ଲୀଳା, ଜାଣନ୍ତୁ ଏ ନେଇ କଣ କୁହେ ମାଳିକା ? (Malika Bachana)

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଆକାଶରେ ଦିଶିଲା ଇନ୍ଦୁ ପରେ ବିନ୍ଦୁ ! ତେବେ ଗତକାଲି ସନ୍ଧ୍ୟା ୬ ଟା ୨୭ ମିନିଟରେ ସମୟରେ ଏପରି କିଛି ଦ୍ରୁଶ୍ଯ ଦେଖିବାକୁ ମିଳିଅଛି । ଯାହାକୁ ସନ୍ଧ୍ୟାର  ସେଇ  ଅନ୍ଧକାର ଆକାଶର ବକ୍ଷରେ ଚନ୍ଦ୍ର ପାଖରେ ଏକ ଛୋଟ ଆକୃତିର ବିନ୍ଦୁଟି ଦ୍ରୁଶ୍ଯ ମନ ହୋଇଅଛି । ତେବେ ଏହା ଏକ ସାଧାରଣ କଥା ନୁହେ ବୋଲି ବଡ ବଡ ପଣ୍ଡିତ ତଥା ବିଦ୍ଵାନ ମାନଙ୍କର ମତ ରହୁଛି । କାରଣ ଏହି ଯେଉଁ ଇନ୍ଦୁ ପରେ ବିନ୍ଦୁ ଦ୍ରୁଶ୍ଯଟି ଗୋଚର ହୋଇଥିଲା ।

ଏହି କଥା ଦିନେ ନା ଦିନେ ଘଟିବ ବୋଲି ଆଗରୁ ମହାପୁରୁଷ ଅଚ୍ୟୁତ ଦାସଙ୍କ ଲିଖିତ ୬୦୦ ବର୍ଷର ପୁରୁଣା ଗ୍ରନ୍ଥରେ ଲେଖା ହୋଇ ରହିଅଛି । ତେବେ ଏହି ଦୃଶ୍ୟ ଘଟିବା ପଛରେ ମଧ୍ୟ ଅନେକ ରହସ୍ୟ ରହିଅଛି । ଯାହାକୁ ନେଇ ବର୍ତ୍ତମାନ ସମୟରେ ବହୁ ବିଦ୍ଵାନ ମାନଙ୍କର ଆଲୋଚନା କରାଯାଉଅଛି । ତେବେ ବହୁ ବଡ ବଡ ପଣ୍ଡିତ ତଥା ଜ୍ଞାନୀଗୁଣୀଙ୍କ ମତରେ ଆକାଶରେ ଏପରି ଯେଉଁ ଇନ୍ଦୁ ପରେ ବିନ୍ଦୁ ଦୃଶ୍ୟଟି ଦେଖିବାକୁ ମିଳିଛି ।

ତାହା ଏକ ସାଧାରଣ ଦୃଶ ନୁହେଁ । କାରଣ ମାଳିକାର ଲେଖା ଅନୁଯାଇ ଏପରି ଦୃଶ୍ୟ ଯେଉଁ ଦିନ ଆକାଶରେ ରାତ୍ରି ସମୟରେ ଦେଖିବାକୁ ପାଇବ । ସେହି ଦିନ ଠାରୁ କଲ୍କି ଯୁଗର ଆରମ୍ଭ ହୋଇଲା ବୋଲି ସୂଚନା ପାଇଯିବ । ଏହା ସହିତ ଏହି କଳୁଜିଗର ପତନ ଧୀରେ ଧୀରେ ଆରମ୍ଭ ହୋଇବାକୁ ଲାଗିବ ବୋଲି ମଧ୍ୟ ମାଳିକାରେ ଲେଖା ହୋଇ ରହିଅଛି । ତେବେ ଏପରି ଇନ୍ଦୁ ପରେ ବିନ୍ଦୁ ଦେଖିଯିବାର ବିରଳ ଦିନ ଠାରୁ ହିଁ କଳିଯୁଗର ଅନ୍ତିମ ପର୍ଯ୍ୟାୟ ସମୟ ଆରମ୍ଭ ହୋଇଯିବ ବୋଲି ମାଳିକା ବଚନରେ ଥିଲା ।

ତେବେ ମାଲିକା ବିଶେଷଜ୍ଞଙ୍କ ମତରେ ମଧ୍ୟ ଏପରି ଦୃଶ୍ୟ ନିହାତି ଭାବେ ସତ୍ୟ କଥା ଅଟେ । କାରଣ ମାଳିକାର ସମସ୍ତ ବଚନ ଗୋଟିଏ ପରେ ଗୋଟିଏ ସତ୍ୟରେ ରୂପାନ୍ତରିତ ହେବାରେ ଲାଗିଅଛି । ତେବେ ଏପରି ଇନ୍ଦୁ ପରେ ବିନ୍ଦୁ ଦୃଶ୍ୟଟି ପ୍ରଳୟର ବିଭୀଷିକା ରୂପରେ ଦେଖା ଦେବ ।

ତେଣୁ ବର୍ତ୍ତମାନ ଠାରୁ ମଧ୍ୟ ସମସ୍ତ ଜନ ନିଜର ବ୍ୟସ୍ତବହୁଳ ସମୟ ମଧ୍ୟରୁ ସମୟ ବାହାର କରି ଇଶ୍ଵର୍ଙ୍କାର ଶରଣାପର୍ଣ୍ଣ ହୋଇ ସତ କର୍ମ କରିବା ଉଚିତ । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ଅଧିକରୁ ଅଧିକ ପୋଷ୍ଟ ପଢିବାକୁ ଚାହୁଁଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *