ରାସ୍ତାରେ ବୁଲୁଥିଲା ବାଘ, ସେଲଫି ନେଉଥିଲେ ଯୁବକ, ହଠାତ ଯାହା ହେଲା ନା…ଦେଖନ୍ତୁ ଏହି video

ବନ୍ଧୁଗଣ, ସୂଚନା ଅନୁଯାୟୀ ରାସ୍ତାରେ ଯାଉଥିବା ବେଳେ ବୁଲୁଥିବା ବାଘ । ମାତ୍ର ଡରିଲେନି ଲୋକ ମୋବାଇଲ କାଢି ଉଠାଇଲେ ଫଟୋ । ଏହାପରେ ସୋ-ସି-ଆ-ଲ ମି-ଡି-ଆରେ ଭା-ଇ-ରା-ଲ ହେଲା ଭି-ଡି-ଓ । ଏହାପରେ ଯାହା ହେଲା ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ତେବେ ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ । ଘଞ୍ଚ ଅରଣ୍ୟ ଥିଲା ଏବଂ ତାହା ମଧ୍ୟରେ ଯାଉଥିଲେ କିଛି ଯୁବକ ।

ହଠାତ ସାମ୍ନା କୁ ଆସିଲା ବାଘ, ଥରେ ଆପଣ ଚିନ୍ତା କରନ୍ତୁ କେମିତି ପରିସ୍ଥିତି ହୋଇଥିବ ? ଆପଣ ହୁଏତ ସେହି ସ୍ଥାନରେ ଥିଲେ ଡଋ ଦୌଡି ପଳାଇ ଥାନ୍ତେ । କିନ୍ତୁ ଏହି ଯୁବକ ମାନେ ଆଦୌ ନ ଡଋ ନିଜ ପାଖରେ ଥିବା ମୋବାଇଲ କୁ ବାହାର କରି ଭିଡିଓ କରିବାକୁ ଲାଗିଲେ । ଏହି ଦୃଶ୍ୟ ବର୍ତ୍ତମାନ ସୋ-ସି-ଆ-ଲ ମି-ଡି-ଆ ରେ ଗୋଟିଏ ମୋବାଇଲ କୁ ଅନ୍ୟ ମୋବାଇଲ ଘୁରି ବୁଲୁଛି ।

ତେବେ ଏହି ଦୃଶ୍ୟ ଟି ହେଉଛି ମଧ୍ୟ ପ୍ରଦେଶ ର ପନ୍ନା ଅଞ୍ଚଳର । କିଛି ଯୁବକ ଏହି ଅଞ୍ଚଳ ଦେଇ ଯାଉଥିବା ସମୟରେ ହଠାତ ସାମ୍ନା କୁ ପଳାଇ ଆସିଥିଲା ବାଘ । ଆଉ ବାଘ କୁ ଦେଖିବା ପରେ ଯୁବକ ମାନେ ବେସ ଖୁସ ହୋଇଥିବା ଦେଖିବାକୁ ମିଳିଛି । କେବଳ ଖୁସି ହେଲେ ତାହା ନୁହେଁ ବରଂ ବାଘ ର ଫଟୋ ଉଠାଇଲେ । ଏଭଳି କି କିଛି ଯୁବକ ବାଘ ସହିତ ସେଲଫି ନେବା ପାଇଁ ଉଦ୍ୟମ କରିଲେ ।

ଏହି ସମୟର ଭିଡିଓ କୁ ନିଜ ଟ୍ଵିଟର ପେଜରେ ସେୟାର କରିଛନ୍ତି IFS ଅଧିକାରୀ ସୁଶାନ୍ତ ନନ୍ଦ । ସେ ଏହାକୁ ନେଇ କହିଛନ୍ତି ଯେ ଏଭଳି ଦୂସାହଶିକ କାମ କରିବା ଆଦୌ ଠିକ ନୁହେଁ । ହିଂସ୍ର ଜନ୍ତୁ ଙ୍କ ପାଖକୁ ସେ ନ ଯିବାକୁ ପରାମର୍ଶ ମଧ୍ୟ ଦେଇଛନ୍ତି । ତେବେ ଆପଣ ଚିନ୍ତା କରନ୍ତୁ ଯଦି ବାଘ ଟି ରାଗିଯାଇ ଯୁବକଙ୍କ ପାଖକୁ ଦୌଡି ଆସି ସେମାନଙ୍କୁ ନିଜର ଶିକାର ବନାଇଥାନ୍ତା ତେବେ ପରିସ୍ଥିତି କ’ଣ ହୋଇଥାନ୍ତା ?

ସେତେବେଳେ ବୋଧ ହୁଏ ଯୁବକ ମାନଙ୍କ ର ଏଭଳି ସେଲଫି ନେବାର ନିଶା ସଂପୂର୍ଣ୍ଣ ଭାବରେ ଛାଡି ଯାଇଥାନ୍ତା । ସେମାନଙ୍କ ସାହାସ କୁ ମାନିବାକୁ ହେବ । କିଛି ନ ବୁଝି ନ ସୁଝି ଏଭଳି ବିପଦ କୁ ନିଜ ପାଖକୁ ଡାକି ଆଣିବା କେତେ ଦୂରେ ଠିକ ? ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *