ଏ ସ୍ଵାମୀ କାହାର ? ରାସ୍ତା ମଝିରେ ସ୍ୱାମୀ ପାଇଁ 2 ସ୍ତ୍ରୀଙ୍କ ଭିତରେ ମହାଭାରତ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ସ୍ଵାମୀ ସାମ୍ନାରେ ୨ ସ୍ତ୍ରୀଙ୍କର ମହାଭାରତ ! ତେବେ ଏହା ଶୁଣି ଆଶ୍ଚର୍ଯ୍ୟ ହୋଇଯାଆନ୍ତୁ ନାହିଁ । ଏହା ପଛରେ ଅସଲି ଘଟଣା କଣ ସବୁ ଆପଣଙ୍କୁ ଆମେ ବୁଝାଇଦେଉଛୁ । ତେବେ ଜଣେ ସ୍ଵାମୀ ଆଇନସମ୍ମତ ଗୋଟିଏ ସ୍ତ୍ରୀଙ୍କୁ ହିଁ ବାହା ହୋଇଥାଏ । ଯଦି ପ୍ରଥମ ସ୍ତ୍ରୀ’ ଙ୍କ ସହିତ ଅନ୍ୟ ଜଣଙ୍କ ଡିଭୋର୍ସ ହୋଇଯାଇଥାଏ । ତେବେ ସ୍ଵାମୀ ହେଉ ଅବା ସ୍ତ୍ରୀ ହେଉ । ଦିତୀୟ ବିବାହ କରିଥାଏ ।

ତେବେ ଏଠାରେ କିନ୍ତୁ ଜଣେ ରଷିକିଆ ସ୍ଵାମୀ ଗୋଟିଏ ନୁହେଁ ବଂର ୨ ଟି ସ୍ତ୍ରୀ ସହିତ ଚଳାଇଥିଲା ଲୁଚାଣିଆ ପ୍ରେମ ସମ୍ପର୍କ ! ତେବେ ସ୍ଵାମୀ ଜଣଙ୍କ ଯେତେବେଳେ ନିଜର ଦିତୀୟ ପତ୍ନୀଙ୍କୁ ଗାଡିରେ ବସାଇ ରାସ୍ତାରେ ଖୁସିମଜା କରି ଯାଉଥିଲେ । ସେତେବେଳେ ଏହି ସ୍ଵାମୀ ଓ ସ୍ତ୍ରୀଙ୍କର ରୋମାଣ୍ଟିକପୂର୍ଣ୍ଣ ଦୃଶ୍ୟ ପ୍ରଥମ ସ୍ତ୍ରୀଙ୍କର ହାବୁଡରେ ପଡିଯାଇଥିଲା ।

ତେବେ ସେହି ସ୍ଥାନରେ ହିଁ ପ୍ରଥମ ସ୍ତ୍ରୀ ଜଣଙ୍କ ନିଜ ସ୍ଵାମୀଙ୍କର ବାଇକ ଅଟକାଇ ସେହିଠାରେ ହିଁ ହାଇ ସିନ ବାଲା ଡ୍ରାମା କ୍ରିଏଟ କରିଦେଇଥିଲେ । ପ୍ରଥମ ସ୍ତ୍ରୀ ଜଣଙ୍କ ନିଜ ସଉତୂଣୀ ସହ ମା-ର-ପି-ଟି କରିବା ସହ ସ୍ଵାମୀ ସହ ମଧ୍ୟ ମହାଭାରତ ଯୁ-ଦ୍ଧ ଆରମ୍ଭ କରିଦେଇଥିଲା । ତେବେ ଜଗତସିଂହପୁର ଜିଲ୍ଲା ଡେରିକି ବଜାର ନିକଟରେ ଏପରି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା ।

ତେବେ କିଛି ଘଣ୍ଟା କାଳ ପ୍ରଥମ ଓ ଦିତୀୟ ସ୍ତ୍ରୀଙ୍କ ମଧ୍ୟରେ ଚୁଟି ଝିଙ୍କାଝିଙ୍କି ସହ ହାତଉଠାଉଠି କରି ମା-ଡ-ପି-ଟି ପୁରା ଜୋର ସୋରରେ ଚାଲିଥିଲା । ତେବେ ଏହାରି ଭିତରେ ଅସଲି ନାଟର ଗୋବର୍ଦ୍ଧନ ଅର୍ଥାତ ସ୍ଵାମୀ ଜଣଙ୍କ ବଳି ପଡିଯାଇଥିଲେ । ଉଭୟ ସ୍ତ୍ରୀ ଗୋଟିଏ ସ୍ଵାମୀକୁ ନିଜର କରିବା ପାଇଁ ଉଭୟ ଉଭୟଙ୍କ ତରଫରୁ ଜୋରସୋରସେ ଲାଗି ପଡିଥିଲେ । ତେବେ ଏହି ଟଣାଓଟରା ସମୟରେ ଏହାରି ସୁଯୋଗରେ ସ୍ଵାମୀ ଜଣଙ୍କ ୨ ସ୍ତ୍ରୀଙ୍କୁ ରାସ୍ତା ମଝିରେ ଛାଡି ଛୁମନ୍ଥର ହୋଇଯାଇଥିଲା ।

ତେବେ ଘଟଣା ଅତିରୁ ଇତି ହେବା ଦେଖି ସ୍ଥାନୀୟ ଲୋକ ଏହା ଉପରେ ବୁଝାସୁଝା କରିବା ଆରମ୍ଭ କରିଥିଲେ । ତାପରେ ୨ ଜଣ ମହିଳାଙ୍କ ମଧ୍ୟରେ ବୁଝାସୁଝା ସ୍ଥାନୀୟ ଲୋକେ କରିବାରୁ ରାଗ ଟିକେ ଶାନ୍ତ ହୋଇଥିଲା । ଏହାରି ଭିତରେ ଘଟଣା ସ୍ତଳର ମାହୋଲ ଥଣ୍ଡା ପଡିଥିଲା । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଅଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *