ପୁଣି ଭିକ ମାଗିଲେ Ranu Mandal, ଲୋକଙ୍କୁ କରୁଥିଲେ କୁକୁର ମାଙ୍କଡ଼ ପରି ବ୍ୟବହାର, ଦେଖନ୍ତୁ ଏବେ କିପରି କଟୁଛି ଜୀବନ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ପୁଣି ଭିକ ମାଗିଲେ ରାନୁ ମଣ୍ଡଳ ! ତେବେ ନିଜର ଗର୍ବ ପାଇଁ ଆଜି ସବୁକିଛି ସରିଗଲା । ତେବେ ଯେଉଁ ଦାଣ୍ଡର ଭିକାରୀ ଥିଲେ । ଆଜି ପୁଣି ସେହି ଦାଣ୍ଡର ଭିକାରୀ ପାଲଟିଗଲେ ରାନୁ ମଣ୍ଡଳ । ତେବେ ଏଥିରେ କେବଳ ଗୋଟିଏ କଥା ହିଁ ବିଚାର ପରିସର ଭୁକ୍ତ କରାଯିବ । ତାହା ହେଉଛି ଅତି ଗର୍ବେ ଲଙ୍କା ହତ ! ତେବେ ଭଗବାନ ସବୁ ସହନ୍ତି ହେଲେ କେବେ କାହାର ଗର୍ବ  ସହି ପାରନ୍ତି ନାହିଁ ।

ତେବେ ଦିନେ ଷ୍ଟେସନ ପାଖରେ ବୁଲି ବୁଲୁ ଭିକ ମାଗୁଥିବା ଲୋକ ଭାଗ୍ୟରେ ଏତେ ବଡ ପରିବର୍ତ୍ତନ ଆସିଥିଲା । କି ଯେ ତା’ ର ଭାଗ୍ୟରେ ପୁରା ଚାର ଚାନ୍ଦ ଲାଗିଯାଇଥିଲା । ଷ୍ଟେସନ ପାଖରେ ବସି ଭିକ ମାଗିବା ସହ ଦିନେ ଯେଉଁ ମଣ୍ଡଳ ଗୀତ ବୋଲୁଥିଲା । ସେହି ରାନୁ ମଣ୍ଡଳଙ୍କ ଭାଗ୍ୟରେ ଏପରି ପରିବର୍ତ୍ତନ ଆସିଥିଲା । କି ଯେ ତାଙ୍କର ଗୀତ ଶୁଣି ଗୋଟିଏ ଲୋକ ଭିଡିଓ କରି ତାକୁ ସୋସିଆଲ ମିଡିଆରେ ଭାଇରାଲ କରିଦେଇଥିଲା ।

ତାପରେ ସେହି ଗୀତ ମଧ୍ୟ ବହୁ ଲୋକଙ୍କର ପସନ୍ଦ ମଧ୍ୟ ଆସିଯାଇଥିଲା । ତେବେ ରାନୁ ମଣ୍ଡଳର ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଗୀତକୁ ବଲିଉଡ ଷ୍ଟାର ହିମେଶ ରେଶମୀୟା ମଧ୍ୟ ଶୁଣିବାକୁ ପାଇଥିଲେ । ତେବେ ରାନୁଙ୍କର ମଧୁର ସ୍ଵର ଶୁଣି ହିମେଶ ରେଶମୀୟା ମଧ୍ୟ ତାଙ୍କୁ ନିଜର ଏକ ମୁଜିକ ଭିଡିଓରେ କାମ କରିବାର ସୁଯୋଗ ଦେଇଥିଲେ । ତାପରେ ସେହି ହିମେଶ ରେଶମୀୟାଙ୍କର କମ୍ପୋଜିସନର ଗୀତଟି ମଧ୍ୟ ବହୁତ ସୁପରଡୂପର ହିଟ୍ ହୋଇଯାଇଥିଲା ।

ତେବେ ରାନୁ ମଣ୍ଡଳ ରଟାରାତି ଷ୍ଟାର ପାଲଟିଯାଇଥିଲେ । ତେବେ ଏହାରି ମଧ୍ୟରେ କିଛି ଦିନ ମଧ୍ୟ ରାନୁ ମଣ୍ଡଳ ଲକ୍ଷଧିକ ଟଙ୍କାର ଅଧିକାରୀ ହେବା ସହ ରାଜରାଣୀର ସୁଖ ମଧ୍ୟ ପାଇଥିଲେ । ତେବେ ଏତେ ମାତ୍ରାରେ ଫେମସ ହେବା ପରେ ରାନୁଙ୍କର ଗର୍ବ ହିଁ ସବୁ ବିନାଶର କାରଣ ସାଜିଥିଲା ।

ଯାହାକି ପରବର୍ତୀ ସମୟରେ ରାନୁ ମଣ୍ଡଳଙ୍କର ଭିକାରୀ ଅବସ୍ଥାର କାରଣ ସାଜିଥିଲା । ତେବେ ରାନୁ ପୁଣି ତାଙ୍କର ପୂର୍ବ ଅବସ୍ଥା କୁ ଆସିଯାଇଛନ୍ତି ବୋଲି ସବୁଆଡେ ଚର୍ଚା ହେବାରେ ଲାଗିପଡିଛି । ତେବେ ଜୀବନରେ ଯେତେ ମଧ୍ୟ ଉନ୍ନତି କରନ୍ତୁ । ହେଲେ ଗର୍ବ କେବେ ମଧ୍ୟ କାହାଋ ନିକଟରେ ପ୍ରକାଶ କରିବେ ନାହିଁ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *