କଥାରେ ଅଛି ରଖେ ହରି ତ ମାରେ କିଏ, ଆଜି ଆପଣମାନେ ନଦେଖିଲେ ବିଶ୍ୱାସ କରିବେନି, ଦେଖନ୍ତୁ ଏହି ଭିଡିଓ ଟିକୁ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ତେବେ କଥାରେ ଅଛି ରଖେ ହରି ତ ମାରେ କିଏ ? ଏହିପରି ତ ଅନେକ ଲୋକକଥା ତ ଓଡିଶାଏ ପ୍ରଚଳିତ ଅଛି । ହେଲେ ମନୁଷ୍ୟର ଦୈନଦିନ ଜୀବନରେ ଏଭଳି କିଛି ଘଟଣା ଘଟିଯାଇଥାଏ । ଯେ ଏହି ସବୁ ଲୋକକଥା ସେହିଠାରେ ହିଁ ମୁହଁରୁ ଆପେ ଆପେ ବାହାରିଯାଇଥାଏ । ଯେପରି ଗତ ସୋମବାର ଦିନ ଏକ ଅଷ୍ଟମ ପଢୁଥିବା ଝିଅ ସକାଳୁ ସକାଳୁ ନିଜର କୋଚିଂ ସାରି ରାସ୍ତାଉପରେ ସାଇକେଲ ଚଳାଇ ଯାଉଥିଲେ ।

ତେବେ ନିଜର ସାବଧାନ ବଶତଃ ସାଇକେଲ ଚଳାଇ ଯିବା ସହ ମଧ୍ୟ ଭାଗ୍ୟର ନିୟତିରେ ଏକ ବଡ ଦୁର୍ଘଟଣା ଘଟିବାର ଲେଖା ଥିଲା। ହେଲେ ଭାଗ୍ୟ ସାଥ ଦେଇଥିବାରୁ ଝିଅ ଜଣଙ୍କ ଅଳ୍ପକେ ବର୍ତ୍ତୀ ଯାଇଥିଲେ । ମୟୂରଭଞ୍ଜର କୈଶିଙ୍ଗା ଥାନା ଅନ୍ତର୍ଗତ MDR ରାସ୍ତା ଉଲଡିହ ରାସ୍ତାରେ ଏପରି କିଛି ଘଟଣା ଘଟିଯାଇଥିବାର ଦୃଶ୍ୟ CC TVରେ କଏଦ ହୋଇଯାଇଛି ।

ତେବେ ଝିଅ ଜଣଙ୍କ କୋଚିଂ ସାରି ଘରକୁ ଫେରୁଥିବା ବେଳେ ହଟାତ ଏକ ଟ୍ରାକ୍ଟର ଆସି ସାଇକେଲଟିକୁ ଧକ୍କା ଦେଇଥିଲେ । ତାପରେ ସାଇକେଲଟି ଉପରେ ଟ୍ରାକ୍ଟର ମାଡ ହେବା ଫଳରେ ସାଇକେଲ ଉପରେ ବସିଥିବା ଝିଅଟି ଛିଟିକ ପଡିଥିଲା । ଏହା ସହିତ ସାଇକେଲ ଉପରେ ଟ୍ରାକ୍ଟରଟି ଚଢି ଯାଇଥିଲା । ତେବେ ଏପରି ଘଟଣା ଘଟୁ ଘଟୁ ସ୍ଥାନୀୟ ଲୋକ ସଙ୍ଗେ ସଙ୍ଗେ ଝିଅଟିକୁ ସ୍ଥାନୀୟ ମେଡିକାଲକୁ ପଠାଇ ଦେଇଥିଲେ ।

ତାପରେ ସେଠାରେ ଝିଅ ସହିତ ଏତେ ବଡ ଦୁର୍ଘଟଣା ଘଟି ମଧ୍ୟ ଝିଅ ଜଣଙ୍କର ଅବସ୍ଥା ଏତେ ମାତ୍ରାରେ ଠାକୁରଙ୍କ ଦୟାରୁ ଗୁରୁତର ହୋଇନଥିଲା । ତେଣୁ ପ୍ରାଥମିକ ଚିକିତ୍ସା ପରେ ଝିଅଟି ଜଣଙ୍କର ସ୍ଵାସ୍ଥବସ୍ତା ଠିକଠାକ ହୋଇଯାଇଥିଲା । ତେବେ ଏପରି ସ୍ତଳରେ ହିଁ ଗୋଟିଏ ଲୋକବାଣୀ ନିହାତି ଭାବରେ କୁହାଯାଇପାରିବ । ଯେ ରଖେ ହରି ତ ଆଉ କିଏ ଅବା ମାରିପାରିବ ।

ତେବେ ଏଠାରେ ଡାକ୍ତରଙ୍କର ଚିକିତ୍ସା ଯୋଗୁ ମଧ୍ୟ ଝିଅଟି ଭଲ ହୋଇଯାଇଥିଲା । ତେବେ ଯଦି ଭାଗ୍ୟର କଥା ବିଚାରକୁ ନେବା । ତେବେ ଏଠାରେ ଝିଅଟି ର ଭାଗ୍ୟ ବୋଧ ହୁଏ ତାକୁ ବହୁ ମାତ୍ରାରେ ସାଥ ଦେଇଥିଲା । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ନୂଆ ନୂଆ ପୋଷ୍ଟ ପଢିବାକୁ ଚାହୁଁଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *