ଏହି ରାଶିର ଲୋକଙ୍କ ଦୁଃଖର ଦିନ ହେଲା ଶେଷ, ୧୯ ରୁ ୨୪ ମାର୍ଚ୍ଚ ମା’ ଲକ୍ଷ୍ମୀ ସ୍ଵୟଂ ଲେଖିବେ ଆପଣଙ୍କ ଭାଗ୍ୟ

ଆଜି ଆମେ ଜାଣିବା ବିଛା ରାଶିର ଲୋକଙ୍କ ବିଷୟରେ କି ଆପଣଙ୍କର ଆସନ୍ତା ୫ ଦିନ କିପରି ରହିବାର ଅଛି । ମାନେ ୧୯ ମାର୍ଚ୍ଚ ରୁ ୨୪ ମାର୍ଚ୍ଚ ପର୍ଯ୍ୟନ୍ତ ଆପଣଙ୍କ ଜୀବନରେ କେଉଁ କେଉଁ ପରିବର୍ତ୍ତନ ଦେଖିବାକୁ ମିଳିବ ଓ ଆପଣଙ୍କୁ କେଉଁ କେଉଁ ସଫଳତା ମିଳିବ ଓ କେଉଁ କେଉଁ ଜିନିଷକୁ ସତର୍କ ରହିବାକୁ ଆପଣଙ୍କୁ ଆବଶ୍ୟକ ଅଟେ । ତେବେ ଚାଲନ୍ତୁ ଏହି ଦୁଇ ଦିନ ଆପଣଙ୍କ ଜୀବନରେ କେଉଁ କେଉଁ ପରିବର୍ତ୍ତନ ଆଣି ଆସୁଛି ।

ଯଦି ଆପଣ ବ୍ୟାପାରୀ ଅଟନ୍ତି ତେବେ ନିଜ ଲାଭର ଚିନ୍ତା ବିଲକୁଲ କରନ୍ତୁ ନାହିଁ । ଲାଭ ଯଦି ହେଉ ନାହିଁ ଯେବେ ପରିଶ୍ରମ ଉପରେ ଧ୍ୟାନ ଦେବା ଆପଣଙ୍କ ପାଇଁ ବହୁତ ଜରୁରୀ ଅଟେ । ପରିଶ୍ରମକୁ ଛାଡି ଯଦି ଆପଣ ଲାଭ ଉପରେ ବେଶି ଧ୍ୟାନ ଦେବେ ତେବେ ଆପଣଙ୍କୁ କ୍ଷତିର ସାମ୍ନା କରିବାକୁ ପଡିପାରେ ।

ଏହି ଦୁଇ ଦିନ ଆପଣଙ୍କ ବହୁତ ଭଲ ରହିବ ଓ ଆପଣଙ୍କୁ ନିଜ ଭାଗ୍ୟର ସାଥ ମିଳିବ । ମା’ ଲକ୍ଷ୍ମୀଙ୍କର କୃପାଦୃଷ୍ଟି ମଧ୍ୟ ଆପଣଙ୍କ ଉପରେ ରହିବାର ଅଛି । ପାରିବାରିକ ସ୍ଥିତି ଭଲ ରହିବ କିନ୍ତୁ ନିଜ ବାଣୀକୁ ନେଇ କାହା ସହିତ ମତଭେଦ ହୋଇପାରେ । ନିଜ ବାଣୀକୁ ନେଇ ଟିକେ ସତର୍କ ରୁହନ୍ତୁ । ବିନା ଭାବି ଚିନ୍ତି କୌଣସି କଥା କୁହନ୍ତୁ ନାହିଁ ।
ଚାକିରିରେ ପରିବର୍ତ୍ତନ କରିବା ପାଇଁ ସମୟ ବହୁତ ଭଲ ଅଟେ । କାରଣ ଏହି ସମୟ ଚାକିରି କରୁଥିବା ଲୋକଙ୍କ ପାଇଁ ବହୁତ ଖାସ ଅଟେ । ଏହା ଦ୍ଵାରା ଆପଣଙ୍କୁ ବହୁତ ବଡ ଫାଇଦା ମିଳିବ ।

ଆପଣଙ୍କୁ ନିଜ ପରିବାରର ପୁରା ସାଥ ମିଳିବ ଓ ବିଶେଷ କରି ନିଜ ଜୀବନସାଥିଙ୍କ ସହାୟତାରେ ଆପଣ ସଫଳତା ହାସଲ କରିବାରେ ସକ୍ଷମ ରହିବେ । କିନ୍ତୁ ଏଥିପାଇଁ ଆପଣଙ୍କୁ ପରିଶ୍ରମ କରିବା ନିହାତି ଆବଶ୍ୟକ । ଟଙ୍କା ଅଲଗା ଅଲଗା ଉପାୟରେ ଆପଣଙ୍କ ପାଖକୁ ଆସିବାକୁ ଲାଗିବ । କିନ୍ତୁ ସଠିକ ଅବସର ବାଛିବା ଆପଣଙ୍କ ପାଇଁ ବହୁତ ଜରୁରୀ ଅଟେ ।


ଆପଣଙ୍କ ଗ୍ରହର ଚଳନ ଓ ରାଶିର ସ୍ଥିତି ଅନୁସାରେ ୧୯ ରୁ ୨୪ ମାର୍ଚ୍ଚ ଏହି ପାଞ୍ଚ ଦିନ ଆପଣଙ୍କ ପାଇଁ ବହୁତ ଶୁଭ ରହିବାର ଅଛି । ଏହି ଦିନରେ ନିଆଯାଇଥିବା ନିର୍ଣ୍ଣୟ ଆପଣଙ୍କୁ ସଫଳତାର ଶୀର୍ଷରେ ପହଞ୍ଚାଇ ଦେବ । ଯେଉଁ ସବୁ ନିର୍ଣ୍ଣୟ ଆପଣଙ୍କ ବିପକ୍ଷରେ ଥିଲା ତାହା ଆପଣଙ୍କ ସପକ୍ଷରେ ହେବାକୁ ଲାଗିବ । ଆର୍ଟିକିଲଟି ଯଦି ଆପଣଙ୍କୁ ଭଲ ଲାଗିଥାଏ ତେବେ ସେଆର କରିବା ସହିତ ପେଜରେ ଲାଇକ ଟିଏ କରିଦେବେ । ଯାହାଫଳରେ ଆଗକୁ ଆମେ ଆପଣଙ୍କ ସହିତ ରହି ପାରିବୁ ।

Leave a Reply

Your email address will not be published. Required fields are marked *