ଇଣ୍ଟରଭିୟୁରେ ପଚରାଗଲା, ରସଗୋଲାକୁ ଇଂରାଜୀରେ କଣ କୁହାଯାଏ, ଆପଣଙ୍କୁ ଜଣାଅଛି ଏହାର ଉତ୍ତର

ଏହି ଦୁନିଆରେ ସମସ୍ତ ଖାଦ୍ୟ ବହୁତ ସ୍ଵାଦିଷ୍ଟ ହୋଇଥାଏ । କିନ୍ତୁ ସେଥି ମଧ୍ୟରୁ ରସଗୋଲା ସବୁଠୁ ଭିନ୍ନ ଅଟେ । ରସଗୋଲାର ନାମ ଶୁଣିବା ମାତ୍ରେ ହିଁ ମୁହଁରେ ପାଣି ଚାଲିଆସେ । ଏହା ସହିତ ମନରେ ଏକ ଭିନ୍ନ ଭାବନା ବି ଜାଗି ଉଠେ । ଏହାର କୌଣସି ଜବାବ ନାହିଁ କି ଏହା କେତେ ସ୍ଵାଦିଷ୍ଟ ଅଟେ । ଏହାକୁ ମୁହଁରେ ଦେବା ମାତ୍ରେ ହିଁ ମନ ଓ ପେଟକୁ ଶାନ୍ତି ମିଳିଥାଏ ଓ ମୁହଁରେ ରଖିବା ମାତ୍ରେ ହିଁ ଏହା ମିଳାଇ ଯାଏ ।

ଏହା ସହିତ ଆତ୍ମାକୁ ବି ଶାନ୍ତି ମିଳିଥାଏ । ଦୁନିଆରେ ବିଭିନ୍ନ ପ୍ରକାରର ରସଗୋଲା ଅଛି ଓ କିଛି ରାଜ୍ୟ ନିଜ ଅନୁସାରେ ନିଜର ରସଗୋଲା ତିଆରି କରିଥାନ୍ତି । ଏହି ଦୁନିଆରେ ବିଭିନ୍ନ ପ୍ରକାରର ମିଠା ଅଛି କିନ୍ତୁ ସେଥି ମଧ୍ୟରୁ ରସଗୋଲା ଭିନ୍ନ ପ୍ରକାରର ମିଠା ଅଟେ । ଯାହାକୁ ସବୁ ଭାରତୀୟ ପସନ୍ଦ କରିଥାନ୍ତି । କହିବାକୁ ଗଲେ ଓଡିଶା ଓ ପଶ୍ଚିମବଙ୍ଗରେ ଆପଣଙ୍କୁ ରସଗୋଲା ଅଧିକ ମାତ୍ରାରେ ନଜର ଆସିବ ।

Image courtesy: Google

କହିବାକୁ ଗଲେ ଏହି ରସଗୋଲାକୁ ନିଜର କହିବା ପାଇଁ ଏହି ଦୁଇ ରାଜ୍ୟ ମଧ୍ୟରେ ବହୁତ ବିବାଦ ଦେଖା ଦେଇଥାଏ । ପଶ୍ଚିମବଙ୍ଗର ସରକାରଙ୍କ କହିବା ଥିଲା କି ରସଗୋଲାର ଜନ୍ମ ଆମ ରାଜ୍ୟରେ ହୋଇଛି, ଯେତେବେଳେ କି ଓଡିଶାର ବି ଏହିଭଳି କହିବାର ଥିଲା ।

କିନ୍ତୁ ଆପଣ କେବେ ଜାଣିବାକୁ ଚେଷ୍ଟା କରିଛନ୍ତି କି ଯେଉଁ ରସଗୋଲା ମିଠାର ଏକ ପ୍ରତୀକ ଅଟେ ଓ ସମସ୍ତେ ତାହାର ଦିବାନା ଅଟନ୍ତି ତାକୁ ଇଂଗ୍ଲିଶରେ କଣ କୁହାଯାଏ ? ରସଗୋଲାର ଇଙ୍ଗ୍ଲିଶ ଅନୁବାଦ ଜାଣିବା ପାଇଁ ଆମେ ଅକ୍ସଫୋର୍ଡର ଅନଲାଇନ ଡିକ୍ସନାରୀ ଚେକ କରିଲୁ ଓ ଏହା ସହିତ ଗୁଗଲ ଟ୍ରାଂସଲେଟରେ ବି ରସଗୋଲାର ଇଂଗ୍ଲିଶ ଜାଣିବାକୁ ଚେଷ୍ଟା କରିଲୁ । ଏହା ପରେ ଏହାର ଜବାବ ହୃଦୟସ୍ପର୍ଶୀ ବାହାରିଲା ।

Image courtesy: Google

କହିବାକୁ ଗଲେ କେତେକ ଇଣ୍ଟରଭିୟୁରେ ବି ପ୍ରଶ୍ନ କରାଯାଏ କି ରସଗୋଲାର ଇଂଗ୍ଲିଶ ନାମ କଣ ଅଟେ ? ତେବେ ସମସ୍ତେ ଏହାର ଭିନ୍ନ ଭିନ୍ନ ଜବାବ ଦେଇଥାନ୍ତି । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ଆଜି ପର୍ଯ୍ୟନ୍ତ ରସଗୋଲାର ଅନୁବାଦ କରାଯାଇ ନାହିଁ । ରସଗୋଲାକୁ ଇଂଗ୍ଲିଶରେ Rasgulla ହିଁ କୁହଯାଏ । ଆପଣଙ୍କୁ ଏହା ଭଲ ଲାଗିଥିଲେ ଶେୟାର କରନ୍ତୁ ଓ ଏହିପରି କିଛି ରୋମାଞ୍ଚକ ପ୍ରଶ୍ନ ଓ ତାହାର ଉତ୍ତର ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *