୭୨ ବର୍ଷର ଏହି ଭୟଙ୍କର ଭିଲେନଙ୍କ ପତ୍ନୀ ଅଟନ୍ତି ବହୁତ ସୁନ୍ଦର, ଦେଖିଲେ ଆଖିକୁ ବିଶ୍ଵାସ ହେବ ନାହିଁ

୯୦ ଦଶକରେ ବଲୀଉଡର ଫିଲ୍ମ ଜଗତରେ ଭିଲେନଙ୍କ ମୁଖ୍ୟ ଭୂମିକା ଥିଲା । ଭିଲେନଙ୍କ ବିନା ଦର୍ଶକମାନଙ୍କୁ ଫିଲ୍ମ ପସନ୍ଦ ଆସୁ ନ ଥିଲା । କେତେ ଥର ତ ଫିଲ୍ମର ହିରୋ ଉପରେ ଭିଲେନ ଭାରି ପଡି ଯାଉଥିଲେ । ସେହି ସମୟରେ ମୁଗାମ୍ବୋ, ଶାନ, କାତ୍ୟା ଭଳି ଭିଲେନର ଚରିତ୍ର ବହୁତ ଫେମସ ଥିଲା । କିନ୍ତୁ ଆଜି ଆମେ ଆପଣଙ୍କୁ ସନୀ ଦେଓଲଙ୍କ ଫିଲ୍ମ ‘ଘାତକ’ର ଭିଲେନ କାତ୍ୟାଙ୍କ ପର୍ସନାଲ ଲାଇଫ ବିଷୟରେ କହିବାକୁ ଯାଉଛୁ ।

କହିବାକୁ ଗଲେ ସନୀ ଦେଓଲଙ୍କ ଫିଲ୍ମ ‘ଘାତକ’ରେ ଭିଲେନର ଚରିତ୍ରରେ ଡ୍ୟାନୀ ଡେଂଜୋଂଗପା ଅଭିନୟ କରିଥିଲେ । ଡ୍ୟାନୀ ଡେଂଜୋଂଗପା ବହୁତ ଫିଲ୍ମରେ ଭିଲେନର ଅଭିନୟ କରିଛନ୍ତି ଓ ସେ ବହୁତ ଫେମସ କଳାକାର ବି ଅଟନ୍ତି । ବର୍ତ୍ତମାନ ଡ୍ୟାନୀ ଡେଂଜୋଂଗପାଙ୍କୁ ୭୨ ବର୍ଷ ହୋଇ ଯାଇଛି । ଡ୍ୟାନୀ ଡେଂଜୋଂଗପା ହିନ୍ଦୀ ଫିଲ୍ମ ଛଡା ତାମିଲ, ତେଲୁଗୁ, ନେପାଳୀ ଫିଲ୍ମରେ ବି ଅଭିନୟ କରିଛନ୍ତି ।

Image courtesy: Google

ଡ୍ୟାନୀ ଡେଂଜୋଂଗପା ନିଜର କ୍ୟାରିୟରର ଆରମ୍ଭ ଫିଲ୍ମ ‘ଜରୂରତ’ରୁ କରିଥିଲେ । କିନ୍ତୁ ତାଙ୍କୁ ଭିଲେନର ଚରିତ୍ରରେ ଅଧିକ ସଫଳତା ମିଳିଲା । ଯଦି ଡ୍ୟାନୀ ଡେଂଜୋଂଗପାଙ୍କ ପର୍ସନାଲ ଲାଇଫ ବିଷୟରେ କହିବା ତ ୧୯୯୦ରେ ଡ୍ୟାନୀ ଡେଂଜୋଂଗପା ସିକ୍କିମର ପୂର୍ବ ରାଜକୁମାରୀ ଗାୱାଙ୍କ ସହ ବିବାହ କରିଥିଲେ । ଡ୍ୟାନୀ ଓ ଗାୱାଙ୍କର ଦୁଇଟି ସନ୍ତାନ ଅଛନ୍ତି । କହିଦେଉଛୁ କି ଡ୍ୟାନୀଙ୍କ ପତ୍ନୀ ଦେଖିବାକୁ ବହୁତ ହିଁ ସୁନ୍ଦର ଲାଗନ୍ତି । ଆପଣ ଡ୍ୟାନୀଙ୍କ ପତ୍ନୀଙ୍କ ସୁନ୍ଦରତା ତାଙ୍କର ଫଟୋ ଦେଖି ଜାଣି ପାରିବେ ।

Image courtesy: Google

ଡୈନୀ ଡେଂଜୋଂଗପାଙ୍କ ଝିଅ ବି ବହୁତ ସୁନ୍ଦର ଅଟନ୍ତି । ପ୍ରାୟତଃ ଲୋକମାନେ ଡ୍ୟାନୀ ଡେଂଜୋଂଗପାଙ୍କ ପତ୍ନୀ ଓ ଝିଅଙ୍କ ମଧ୍ୟରେ ଫରକ ଜାଣି ପାରନ୍ତି ନାହିଁ । ଡୈନୀ ଡେଂଜୋଂଗପାଙ୍କ ପତ୍ନୀ ବହୁତ ଫିଟ ବି ଅଟନ୍ତି । ଆପଣ ତାଙ୍କୁ ଦେଖି ତାଙ୍କର ବୟସର ଅନ୍ଦାଜ ଲଗାଇ ପାରିବେ ନାହିଁ । ଡ୍ୟାନୀ ଡେଂଜୋଂଗପାଙ୍କ ଫିଲ୍ମି କ୍ୟାରିୟର ବିଷୟରେ କହିବା ତ ସେ ୨୦୦ରୁ ବି ଅଧିକ ବଲୀଉଡ ଫିଲ୍ମରେ କାମ କରିସାରିଛନ୍ତି । ତାଙ୍କୁ ପଦ୍ମଶ୍ରୀ ପୁରଷ୍କାର ଦ୍ଵାରା ବି ସମ୍ମାନିତ କରାଯାଇଛି । ଆମ ସହିତ ଆଗକୁ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *