ଅଭିନେତ୍ରୀ Rani Panda କହିଲେ ‘ଆଜିର ଅନୁସନ୍ଧାନ ମୁଳକ ନାଟକ ‘ପର ଘଇତା ପ୍ରେମରେ ମୁଁ ଉବୁଟୁବୁ’ ଦେଖନ୍ତୁ Video

ବନ୍ଧୁଗଣ, ସୂଚନା ଅନୁଯାୟୀ ଯାତ୍ରା ଅଭିନେତ୍ରୀ ବାବୁସାନ-ପ୍ରକୃତି ମଧ୍ୟରେ ଥିବା ସଂପର୍କକୁ ନେଇ କିଛି ଏଭଳି କହିଛନ୍ତି । ତେବେ ଆସନ୍ତୁ ଯାଇନେବା କ’ଣ କହିଛନ୍ତି ରାନୀପଣ୍ଡା ? ରାନୀପଣ୍ଡା କହିଛନ୍ତି ଯେ ପ୍ରକୃତି ମିଶ୍ର ବମ୍ବେକୁ ବର୍ତ୍ତମାନ ଓଡିଶାରେ ବମ୍ବେ ଷ୍ଟାଇଲ କୁ ପ୍ରୟୋଗ କରି ଓଡିଶାକୁ ବର୍ତ୍ତମାନ ବମ୍ବେ କରିବାକୁ ଚାହୁଁଛନ୍ତି । ରାନୀ ମି-ଡି-ଆ ଆଗରେ ଏହା ମଧ୍ୟ କହିଛନ୍ତି ଯେ ସତ କହୁଛି ଯେ ମୁଁ ହୃଦୟରୁ ତାଙ୍କୁ କେବେ ହେଲେ ଲାଇକ କରେ ନାହିଁ ।

ମତେ ଭଲ ଲାଗେନି, ଆର୍ଟିଷ୍ଟ ହିସାବରେ ହେଉ କି ବ୍ୟକ୍ତିଗତ ଭାବରେ ମୁଁ ତାଙ୍କ ସହିତ କ୍ଳୋଜ କୋଇ ଆଦୌ ମିଶିନାହିଁ । କି ମୁଁ ତାଙ୍କୁ ପସନ୍ଦ ମଧ୍ୟ କରେ ନାହିଁ ସେତେ । କିନ୍ତୁ ବାବୁସାନଙ୍କୁ ମୁଁ ଲାଇକ କରେ ତଥା ତାଙ୍କର କଳାକୁ ମଧ୍ୟ ଲଇକ କରେ, ତାଙ୍କ ପରିବାର ପ୍ରତି ରାନୀଙ୍କର ଭଲପାଇବା ଅଛି ବୋଲି ସେ କହିଛନ୍ତି । ମାତ୍ର ସେମାନେ କାହିଁକି ଏହିଭଳି ହେଉଛନ୍ତି ଏହିଭଳି ରାଜରାସ୍ତାରେ ମୁଁ ମଧ୍ୟ ବୁଝି ପାରୁନାହିଁ ।

ମାତ୍ର ଏହିଯେଉଁ ସମସ୍ୟା ବର୍ତ୍ତମାନ ଚାଲିଛି ଆଜିକ ଅନୁସନ୍ଧାନ ନାଟକ ହାଇଲାଇଟ କରିବ, ଟିକେଟ କାଉଣ୍ଟର ଆଉ ଫାଙ୍କା ନାହିଁ । ତେବେ ରାନୀ ହସି ହସି କହିଛନ୍ତି ଯେ ଆଜିର ଯେଉଁ ନାଟକ ଚାଲିଛି ପରସ୍ଵାମୀ ପ୍ରେମରେ ମୁଁ ଉବୁଡୁବୁ । ମାତ୍ର ଏ ସବୁ ବହୁତ ଲଜ୍ୟା କଥା ।

ସାଧାରଣ ଜନତାଙ୍କୁ ମଧ୍ୟ ରାନୀ କହିଛନ୍ତି ଯେ ଏ ସବୁ କଥା ଆଦୌ କରନ୍ତୁ ନାହିଁ । ଏବଂ ପ୍ରକୃତି ନାମ ନେଇ ରାନୀ କହିଛନ୍ତି ଯେ ସେ ପ୍ରକୃତି ଛଡା ପ୍ରକୃତି ଖରାପ ନହେଲେ ପର ସ୍ଵାମୀଙ୍କୁ ଏଭଳି ହାତେଇବାକୁ ଚେଷ୍ଟା କରି ନଥାନ୍ତେ । ରାନୀ ପୁଣି କହିଲେ ଯେ ମୁଁ କଣ ଶୁଣିଲି ଯେ ପ୍ରକୃତିଙ୍କର ପୂର୍ବରୁ ଗୋଟିଏ ବୟଫ୍ରେଣ୍ଡ ଥିଲା । ତେବେ ସେ ଗୋଟେ ବୟଫ୍ରେଣ୍ଡରୁ କଣ ମିଳିବ ? ୨୦ ଟା ପାଖାପାଖି ସ୍ଵାମୀ କରନ୍ତୁ କିଛି ଅସୁବିଧା ନାହିଁ ।

ମାତ୍ର ତାଙ୍କର ପ୍ରବଳ ମାତ୍ରାରେ ସାହାସ । ସେ ଏହିଭଳି କରି ସାହାସ ଆଗକୁ ବଢେଇ ଚାଲିଛନ୍ତି ଏବଂ ଆମ୍ଭେମାନେ ଦେଖି ଦେଖି ଆମ୍ଭର ସାହସ ଛେତେରା ହୋଇଗଲାଣି । ତେବେ ଏହିଭଳି ଭାବରେ କହିଛନ୍ତି ଅଭିନେତ୍ରୀ ରାନୀପଣ୍ଡା । ବନ୍ଧୁଗଣ ଏହି ବିବରଣୀ ସମ୍ବନ୍ଧରେ ଆପଣଙ୍କର ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *