‘ଯଦୁ ବଂଶ ପରି ଅପରାଜିତାଙ୍କ ବଂଶ ଧ୍ଵଂସ ହେବ, ତୁମ ପୁଅ ତୁମର ହେଇ ରହିବନି, ତୁମେ ଭୋଗିବ…’ ଦେଖନ୍ତୁ କଣ କହିଲେ Prakruti ଙ୍କ ପରିବାର

ବନ୍ଧୁଗଣ, ସୂଚନା ଅନୁଯାୟୀ ପ୍ରକୃତି ମିଶ୍ର ଏବଂ ତାଙ୍କ ସାଙ୍ଗମାନେ ସୋ-ସି-ଆ-ଲ ମି-ଡି-ଆ ମାଧ୍ୟମରେ ଏଭଳି କିଛି ଆପତ୍ତି ଜନକ କଥା କହିଛନ୍ତି ଯାହାକୁ ନେଇ ବର୍ତ୍ତମାନ ଚର୍ଚ୍ଚା ଜୋରସେ ଆରମ୍ଭ ହୋଇଛି । ତେବେ ବର୍ତ୍ତମାନ ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ଘଟଣାଟି କ’ଣ ? ପ୍ରକୃତି ମିଶ୍ର ଏହା କହିଛନ୍ତି ଯେ ଯଦୁବଂଶ ପରି ତୁମ୍ଭେ ଧ୍ଵଂସ ହୋଇଯିବ । ତୁମେ ଭୋଗିବ, ତୁମ୍ଭ ପୁଅ ତୁମ୍ଭର ହୋଇ ରହିବ ନାହିଁ ।

ପ୍ରକୃତି ମିଶ୍ର ନିଜେ ଏବଂ ତାଙ୍କ ସାଙ୍ଗମାନେ ସୋ-ସି-ଆ-ଲ ମି-ଡି-ଆ ରେ ଏହିଭଳି ଆପତ୍ତି ଜନକ କଥା କହିଲେ ତାହା ବର୍ଣ୍ଣନା କରିବା ଅପରାଜିତାଙ୍କ ପାଇଁ ବର୍ତ୍ତମାନ ଅସମ୍ଭବ ହୋଇ ପଡିଛି । ଯେତେବେଳେ ପ୍ରକୃତି ମିଶ୍ର ବାବୁସାନ ଙ୍କ ଘଟଣା ସାମ୍ନାକୁ ଆସିଲା, ଏବଂ ଅନୁଭବ କରିଲେ ଅପରାଜିତା ଯେ ପ୍ରକୃତି ମିଶ୍ର କେଉଁ କିଛି କାରଣ ଲାଗି ବାବୁସାନକୁ ମ୍ୟାନିକୁଲେଟ କରୁଛନ୍ତି ତଥା ବାବୁସାନଙ୍କୁ ବ୍ଲାକମେଲ କରୁଛନ୍ତି ସେତେବେଳେ ତାଙ୍କ ସ୍ଵାମୀ ତଥା ପରିବାରବର୍ଗ ଙ୍କ ସହିତ ଯାଇଥିଲେ ପ୍ରକୃତିମିଶ୍ରଙ୍କ ଘରକୁ ।

ଆଉ ସେହି ସମୟରେ ତାଙ୍କୁ ବହୁତ ଗାଳିଗୋଲଚ କରିଥିଲେ ମନ୍ମଥ ମିଶ୍ର ଏବଂ ତାଙ୍କ ସ୍ତ୍ରୀ ତାଙ୍କ ସହିତ ତାଙ୍କ ଝିଅ ପ୍ରକୃତି ମିଶ୍ର ତଥା ତାଙ୍କ ଝିଅଙ୍କ ଜଣେ ସାଙ୍ଗ । ତେବେ ଏହିସବୁ ଅସହ୍ୟ ହୋଇପଡିଥିଲା ଅପରାଜିତାଙ୍କ ପାଇଁ । ନିଜର ପୁଅର ମୁହଁ ଚାହିଁ ସେ ଏ ପର୍ଯ୍ୟନ୍ତ ଚୁପ ରହିଥିଲେ । କିନ୍ତୁ ବେସ କିଛି ହେଇଗଲା ଏହି ୨ ଦିନ ଭିତରେ । ଏଥିପାଇଁ ବର୍ତ୍ତମାନ ମୁହଁ ଖୋଲିଛନ୍ତି ବର୍ତ୍ତମାନ ଅପରାଜିତା ।

କିଭଳି ବାବୁସାନଙ୍କୁ ନିଜ କବଳରେ ରଖୁଥିଲେ ପ୍ରକୃତି ମିଶ୍ର ତାହାହିଁ ସବୁଠାରୁ ବଡ ପ୍ରଶ୍ନ । ପ୍ରକୃତି ମିଶ୍ର ଯଦି ଜଣେ ନ୍ୟାସନାଲ ଲେବଲର ଟ୍ୟାଲେଣ୍ଟ । ତେବେ କଣ ଗୋଟିଏ ବିବାହିତ ପୁରୁଷ ଯାହାର ଗୋଟିଏ ପୁଅ ରହିଅଛି ତାଙ୍କୁ ଏହିଭଳି ମ୍ୟାନିକୁଲେଟ କରିବା ତାଙ୍କ ଟ୍ୟାଲେଣ୍ଟର ଗୋଟିଏ ଅଂଶ କି ? ତେବେ ଏହା ହେଉଛି ବର୍ତ୍ତମାନ ଗୋଟିଏ ବଡ ପ୍ରଶ୍ନ ?

ତେବେ ତୃପ୍ତି ରାତି ସାଢେ ୩ ଟାରୁ ଛକି ରହିଥିଲେ ଉଭୟଙ୍କୁ ରେଡ ହ୍ୟାଣ୍ଡରେ ଧରିବାକୁ । ଏବଂ ସେ ଧରିଲେ ପ୍ରକୃତିର ଚୁଟି ମଧ୍ୟ ଝିଙ୍କିଛନ୍ତି ଏବଂ ତାଙ୍କ ସଂସାରକୁ ଧ୍ଵଂସ କରିଛନ୍ତି ବୋଲି କହିଛନ୍ତି ତୃପ୍ତି । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *