ସମାଜସେବୀ Madhumita Ratha କହିଲେ ‘ସ୍ତ୍ରୀ ଗୋଡତଳେ ପଡି ଭୁଲ ମାଗନ୍ତୁ ବାବୁସାନ, ସେ ଯେଉଁ କାମ କରିଛନ୍ତି ନା ଯାହା ଦ୍ଵାରା…’ ଦେଖନ୍ତୁ Video

ବନ୍ଧୁଗଣ, ସୂଚନା ଅନୁଯାୟୀ ମଧୁରିମା ରଥ କହିଛନ୍ତି ଯେ ବାବୁସାନ ଭୁଲ କରିଲେ ଏବଂ କହିଲେ ଯେ ମୁଁ ଆଉ ପ୍ରକୃତି ସାଙ୍ଗରେ ଫିଲ୍ମ କରିବି ନାହିଁ, ମାତ୍ର ଆଗକୁ ଦରକାର ପଡିଲେ କେଉଁ ଝିଅକୁ ନେଇ ଫିଲ୍ମ କରିବି ନାହିଁ । ମାତ୍ର ତୁମ୍ଭେ କ’ଣ ଜାଣିନଥିଲ ଯେ ତୁମ ଘରେ ଗୋଟିଏ ବିବାହିତ ସ୍ତ୍ରୀ ଅଛି ବୋଲି ? ଏବଂ ତୁମ୍ଭେ କଣ ଜାଣିନଥିଲ ତୁମ୍ଭର ଗୋଟିଏ ପୁଅ ଅଛି ବୋଲି ? ତୁମ୍ଭେ କ’ଣ ଜାଣିନଥିଲ ଯେ ବାପା ମା’ ବୟସ୍କ ହୋଇଗଲେଣି ବୋଲି ?

ମାତ୍ର ତୁମ୍ଭେ କ’ଣ ଜାଣିନଥିଲା ଯେ ମୋ ବାପା ମା’ ଜଣେ ପ୍ରତିଷ୍ଠିତ କଳାକାର ବୋଲି ? ଏଣୁ ବାପା ମା’ ଙ୍କ ଇଜ୍ଜତ ମହତ କୁ ବୁଡାଇ ସାରି କ୍ଷମା ମାଗିଲେ ତାହାର କିଛି ମୂଲ୍ୟ ଅଛି କି ? ଯେମିତି ଗୋଇଠା ମାରି ବିଷ୍ଣୁ   କରନ୍ତି, ସେହି ଧନ୍ଦା ଆଜି କରିଛନ୍ତି ବାବୁସାନ । ମାତ୍ର ରାସ୍ତାରେ ବାଡାବାଡି ହେବା ପରେ ସମଗ୍ର ଓଡିଶା ବର୍ତ୍ତମାନ ଦେଖୁଛି ଏହା କ’ଣ ଠିକ ହେଲା ? ଏହା କ’ଣ ପ୍ରତିଷ୍ଠିତ ଫ୍ୟାମିଲିକୁ ଜାଣିଶୁଣି ବଦନାମ କରାଯାଇନାହିଁ ? ଉଭୟ ଫ୍ୟାମିଲି ହେଉଛନ୍ତି ପ୍ରତିଷ୍ଠିତ ।

ଜଣଙ୍କ ଫ୍ୟାମିଲି ଅଭିନେତା ଜଗତରେ ପ୍ରସିଦ୍ଧ ଥିଲାବେଳେ ଆଉ ଜଣେ ସଙ୍ଗୀତଜ୍ଞ । ମାତ୍ର ଦୁଇଜଣ ଜାକ ଯାହା କଲ କ’ଣ ଠିକ କଲ ? ବାପା ମା’ କୁ ଆଜି ଡିପ୍ରେସ କରିବ କ’ଣ ଠିକ ? ମାତ୍ର ଅପରାଜିତା ମାଡାମ ଯେଉଁ ବାଇଟ ଦେଇଛନ୍ତି ତାହା କ’ଣ ଠିକ ? ମାତ୍ର ବାବୁସାନ ଯାହା କରିଲେ କ’ଣ ଠିକ କରିଲେ ? ମାତ୍ର ଆଜି କ୍ଷମା ମାଗିଲେ ଆଉ କ’ଣ ହେବ ? ସବୁକିଛି ତ ବରବାଦ କରିଦେଲ । ମାତ୍ର ଗୋଇଠା ମାରି ବିଷ୍ଣୁ କରିଲେ ଲାଭ କ’ଣ ?

ବାପା ମା’ ଙ୍କର ଇଜ୍ଜତ ମହତ ସବୁ ତ ନେଇଗଲ, ବର୍ତ୍ତମାନ ଭୁଲ ମାଗିଲେ ଆଉ କ’ଣ ହେବ ? ମାତ୍ର ବର୍ତ୍ତମାନ ଉଭୟ ମଡ୍ରାସ ପଳାଇଛନ୍ତି, ତେବେ ମୁଁ ଅନୁରୋଧ କରୁଛି ଯେ ବାବୁସାନ ତୁମ୍ଭେ ପଳାଇ ଆସ ଏବଂ ନିଜ ସ୍ତ୍ରୀ କୁ ତୁମ୍ଭେ ଭୁଲ ମାଗ ।

ମାତ୍ର ସୋ-ସି-ଆ-ଲ ମି-ଡି-ଆରେ ଭୁଲ ମାଗିଲେ କିଏ ଭଲ କହୁଛି ତ ଆଉ କିଏ ଖରାପ କହୁଛନ୍ତି, ମାତ୍ର ଆମର ପରକଥାରେ ଶୁଣିବାର କିଛି ଆବଶ୍ୟକ ନାହିଁ ଏଣୁ ତୁମେ ଶୀଘ୍ର ଆସି ନିଜ ସ୍ତ୍ରୀ କୁ ଭୁଲ ମାଗି ଆପଣାଇ ନେଇ ବାପା ମା’ ପାଖରେ ରହି ସ୍ତ୍ରୀ କୁ ଆଉ ପିଲାଙ୍କୁ ଦେଖିବା ଉଚିତ । ତେବେ ଏହିଭଳି କହିଛନ୍ତି ମଧୁମିତା ରଥ । ବନ୍ଧୁଗଣ ଏହି ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *