ନିଜ ରିସେପ୍ସନରେ ସ୍ୱାମୀ ସୋମୁଙ୍କ ସହ ସୁନେଲି କାଞ୍ଜିଭରମ ଶାଢୀରେ ପରୀ ଭଳି ଦିଶୁଛନ୍ତି Mee Puch Puch, ଥରେ ଦେଖିଲେ ଅନେଇ ରହିଯିବେ…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ସୁନେଲି କାଞ୍ଜିବରମ୍ ପାଟରେ ସୁନ୍ଦରୀ ଇତିକା ପୁରା ପରୀ ଭଳି ଦେଖାଯାଉଛି । ତେବେ ନିକଟ ଅତୀତରେ କମେଡି କୁଇନ ଇତିକା ତଥା ମି ପୁଚ୍ ପୁଚ୍ ବିବାହ ବନ୍ଧନରେ ବାନ୍ଧି ହୋଇଯାଇଛନ୍ତି । ତେବେ ସେ ବର୍ତ୍ତମାନ ସମୟରେ ଷଡଙ୍ଗୀ ପରିବାରର ବୋହୁ ହୋଇଯାଇଛନ୍ତି । ତେବେ ଇତିକା ନିଜ ବିବାଘରର ସମସ୍ତ ବିଧିକୁ ଖୁବ ଆଡମ୍ବର ସହକାରେ ପାଳନ କରିଥିଲେ ।

ଯେପରି ସଙ୍ଗୀତ, ମେହେନ୍ଦୀ ଓ ହଳଦୀ ସବୁ ପ୍ରୋଗ୍ରାମରେ ନିଜକୁ ସଜେଇ ଘର ପରିବାର ତଥା ବନ୍ଧୁ ପରିଜନଙ୍କ ସହିତ ବିଭାଘର କାର୍ଯ୍ୟକ୍ରମକୁ ସେଲିବ୍ରେସନ କରିଥିଲେ । ଏହା ସହିତ ନିଜ ବାହାଘର ଖୁସିରେ ମି ପୁଚ୍ ପୁଚ୍ ମୋ ବାହାଘରେ ନାଚିବି ମୁଁ ଗୀତରେ ନାଚି ମଧ୍ୟ ଧୂମ ମଜେଇଦେଇଥିଲେ । ତେବେ ଗତ କାଲି ଇତିକାଙ୍କ ଶାଶୁଘରେ ରିଶେପସନ ପାର୍ଟିର ଆୟୋଜନ ହୋଇଥିଲା ।

ତେବେ ଯେଉଁ ପାର୍ଟିରେ ଇତିକା ବା ସମସ୍ତଙ୍କ ଅତି ପ୍ରିୟର କମେଡି କୁଇନ ମି ପୁଚ୍ ପୁଚ୍ କାଞ୍ଜିବରମ୍ ଶାଢୀ ଲୁକ୍ ରେ ନଜର ଆସିଥିଲେ । ତେବେ ଯେଉଁ ଆଉଟଫିଟରେ ସେ ବହୁତ ହିଁ ସୁନ୍ଦର ଦେଖାଯାଉଥିଲେ । ତେବେ ଇତିକା ନିଜର ସ୍ଵାମୀ ସୋମୁଙ୍କ ସହିତ ସ୍ଟେଜ ଉପରେ ଅନେକ ବନ୍ଧୁପରିବାର ତଥା ସାଙ୍ଗସାଥିଙ୍କ ସହିତ ହସଖୁସି କରିବା ସହ ଫୋଟସୁଟ ମଧ୍ୟ କରୁଥିଲେ । ତେବେ ଇତିକାଙ୍କ ସହିତ ସୋମୁଙ୍କ ସୁନ୍ଦର ଯୋଡି ବର୍ତ୍ତମାନ ସମୟରେ ବହୁ ମାତ୍ରାରେ ଭାଇରାଲ୍ ହେବାରେ ମଧ୍ୟ ଲାଗିଛି ।

ତେବେ ସେପରି ଭାବେ କହିବାକୁ ଗଲେ । ଉଭୟଙ୍କ ଯୋଡି ପୁରା ମେଡ ଫର ଇଚ ଅଦର କହିଲେ ଚଳେ । ତେବେ ଇତିକାଙ୍କ ଶ୍ଵଶୁର ଘର ରିଶେପସନ ପାର୍ଟିରେ କେବଳ ବନ୍ଧୁପରିଜନ କାହିଁକି ଅନେକ ସେଲିବ୍ରେଟି ମଧ୍ୟ ସାମିଲ ହୋଇଥିଲେ । ତେବେ ମି ପୁଚ୍ ପୁଚ୍ ତଥା ତାଙ୍କ ଘର ଓ ଶାଶୁ ଘର ଲୋକ ମଧ୍ୟ କଳା ଜଗତ ସହିତ ହୃଷ୍ଠପୃଷ୍ଠ ଭାବରେ ଜଡିତ । ତେବେ ଇତିକା ତଥା ମି ପୁଚ୍ ପୁଚ୍ ଓ ସୋମୁଙ୍କ ରିଶେପସନ ପାର୍ଟିକୁ ଖୁବ ସୁନ୍ଦର ଭାବରେ ସୁସଜ୍ଜିତ କରଯାଇଥିଲା ।

ଭଳିକି ଭଳି ଫୁଲ ଓ ଆଲୋକର ସମାହାରରେ ରିଶେପସନ ପାର୍ଟିରେ ପୁରାପୁରୀ ଚାରଚାନ୍ଦ ଲାଗିଯାଇଥିଲା । ତେବେ କମେଡି କୁଇନ ଇତିକା ଓ ତାଙ୍କ ଜୀବନସାଥି ସୋମୁଙ୍କ ବୈବାହିକ ଜୀବନ ସବୁବେଳେ ଖୁସିମୟ ରହିଥାଉ । ସେଥିପାଇଁ ଆମ ତରଫରୁ ଅନେକ ଶୁଭେଚ୍ଛା ଓ ଶୁଭକାମନା ଜଣାଉଛୁ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, ଶେୟାର କରିବା ସହ ଇତିକାଙ୍କ ଶାଢୀ ଲୁକ ଆପଣଙ୍କୁ କେମିତି ଲାଗୁଛି କମେଣ୍ଟ କରିକି ଜଣାନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *