ସଉକରେ ଝରଣା ମଝିରେ କରୁଥିଲେ Pre Wedding Photoshoot, ହଠାତ ମାଡ଼ି ଆସିଲା ପାଣି ଆଉ ତାପରେ ଯାହା ହେଲା ନା…ଦେଖନ୍ତୁ Video

ବନ୍ଧୁଗଣ ବର୍ତ୍ତମାନର ସମୟରେ ହେଉଛି ଟ୍ରେଣ୍ଡିଙ୍ଗ ଯୁଗ । ଏହି ଯୁଗରେ ଜଣେ ଅନ୍ୟକୁ ଦେଖି ତା ପଛରେ ଦଉଡି ଥାଏ । କିଏ କଣ କରିଲା ତାକୁ ଦେଖି ଆରମ୍ଭ ହୁଏ ଆଉ ଏକ ନୂଆ ଟ୍ରେଣ୍ଡ । ବେଳେବେଳେ ଏମିତି ଟ୍ରେଣ୍ଡ ଘା-ତ-କ ମଧ୍ୟ ସାଜିଥାଏ ହେଲେ ଲୋକମାନେ ପଛ ଘୁଞ୍ଚା ଦେଇ ନଥାନ୍ତି । ତେବେ ଏପରି କିଛି ଘ-ଟ-ଣା ଏବେ ବହୁତ ଘ-ଟୁ-ଛି ଓ ଏହି ଘଟଣାର ଭିଡିଓ ଗୁଡିକ ସୋ-ସି-ଆ-ଲ ମି-ଡି-ଆରେ ଭା-ଇ-ରା-ଲ ହେଉଛି । ଆଜିର ମଡର୍ନ ଯୁଗରେ ଫଟୋ ସୁ-ଟ-ର କ୍ରେଜ ସମସ୍ତଙ୍କୁ ଦିବାନା କରିଛି ।

ବିବାହ ପୂର୍ବରୁ ପୁଅ ଝିଅଙ୍କ ଦେଖା ସାକ୍ଷାତ କେବେ ଠାରୁ ଉଠି ଗଲାଣି । ଏବେ କାର ଟ୍ରେଣ୍ଡ ହେଉଛି ପ୍ରି ୱେଡିଙ୍ଗ ଫ-ଟୋ ସୁ-ଟ । ଏମିତି କି ପ୍ରେମୀ ଯୁଗଳ ମାନଙ୍କୁ ପ୍ରି ୱେଡିଙ୍ଗ ଓ ପୋ-ଷ୍ଟ ୱେଡିଙ୍ଗ ଫଟୋ ସୁ-ଟ-ରେ ନି-ଶା ଘା-ରି-ଛି । ତେବେ ଏହି ଫଟୋ ସୁ-ଟ-ର ଏକ ଭ-ୟ-ଙ୍କ-ର ଦୃଶ୍ୟ ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ ଯାହା ବିଷୟରେ ଜାଣିଲେ ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ ।

ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ବନ୍ଧୁଗଣ ଫଟୋ ସୁ-ଟ କରିବା ପାଇଁ ଏକ ଯୋ-ଡି ଝରଣା ମଝିକୁ ଯାଇଥିଲେ ହେଲେ ଝରଣା ମଝିରେ ଏମିତି ଫ-ସି-ଲେ ଶେଷରେ ସେମାନଙ୍କୁ ମୁଣ୍ଡ ନୂଆଇ ବସିବାକୁ ପଡିଲା । ଫଟୋ ସୁ-ଟ-ର ନି-ଶା ଏତେ ଥିଲା ଯେ, ସେମାନେ ନିଜ ଜୀବନକୁ ବାଜି ପକାଇବା ପାଇଁ ପଛେଇଲେ ନାହିଁ । ସୋ-ସି-ଆ-ଲ ମି-ଡି-ଆ-ରେ ବର୍ତ୍ତମାନ ଏହି ଭିଡିଓଟି ବହୁତ ଭା-ଇ-ରା-ଲ ହେଉଛି ।

ଏହି ଭିଡିଓଟି ହେଉଛି ସୁଦୂର ରାଜସ୍ଥାନର ।   ରାଜସ୍ଥାନର ଚିତୋରଗଡ ସହରର ଏକ ଯୋଡି ବିବାହ ପୂର୍ବରୁ ନିଜ ପ୍ରି ୱେଡିଙ୍ଗ ଫଟୋ ସୁ-ଟ କରିବା ପାଇଁ ରାବତବାଗା ସହରର ଏକ ସୁନ୍ଦର ଝରଣା ପାଖକୁ ଯାଇଥିଲେ । ତେବେ ଏହି ଫଟୋ ସୁ-ଟ ନି-ଶା ଶେଷରେ ତାଙ୍କୁ ମ-ହ-ଙ୍ଗା ପଡିଲା । ଫଟୋ ସୁ-ଟ କରିବାକୁ ଆସିଥିଲେ ନିଜ ପାଇଁ ନିଜ ପରିବାର ପାଇଁ ହେଲେ ତାଙ୍କ ସହ ଏମିତି ଘ-ଟି-ଲା ଯେ ଏବେ ସୋ-ସି-ଆ-ଲ ମି-ଡି-ଆ-ରେ ତାଙ୍କ ଭିଡିଓ ଭା-ଇ-ରା-ଲ ହେଉଛି ।

ସୂଚନା ଅନୁଯାଇ କୋଟାର ଆଶିଷ ଗୁପ୍ତା ନିଜ ପାର୍ଟନର ଶୀଖାଙ୍କ ସହ ଏହି ସ୍ଥାନକୁ ଫଟୋ ସୁ-ଟ ପାଇଁ ଆସିଥିଲେ ହେଲେ ସେହି ସମୟରେ ରାଣା ପ୍ରତାପ ସାଗର ଡ୍ୟାମର ଗେଟ ଖୋଲା ଯାଇଥିଲା ଫଳରେ ଝରଣାର ଜଳ ସ୍ରୋ-ତ ବଢି ଯାଇଥିଲା । ସେହି ସମୟରେ ଦୁଇ ଯୋଡିଙ୍କ ସହ ଏକ କ୍ୟାମେରା ମ୍ୟାନ ଓ ଆଉ ଜଣେ ଯୁବତୀ ସେହି ସ୍ଥାନରେ ଫ-ସି ରହିଗଲେ ।

ବହୁତ କଷ୍ଟରେ କ୍ୟାମେରା ମ୍ୟାନ ପାଣି ଭିତରୁ ବାହାରି ପୋଲିସକୁ ଫୋନ କରିଥିଲେ ଯାହା ଫଳରେ ପୋଲିସ ଆସି ସେମାନଙ୍କୁ ଉଧାର କରିଥିଲା । ତା ହେଲେ ବନ୍ଧୁଗଣ ଏହି ଘ-ଟ-ଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *