ଜାଗା ଆଗରେ ପାପ, ବଡ ଦାଣ୍ଡରେ ରକ୍ଷକ ସାଜିଥିବା ଭକ୍ଷକ, ଭିଡ ଭିତରେ ଯୁବତୀଙ୍କ ସହ କଲା ଅଶ୍ଳୀଳ ବ୍ୟବହାର, ଭାଇରାଲ ହେଲା ଭିଡିଓ

ବନ୍ଧୁଗଣ, ସୂଚନା ଅନୁଯାୟୀ ଚାଲିଥିଲା ବିଶ୍ଵପ୍ରସିଦ୍ଧ ରଥଯାତ୍ରା, ରଥରେ ବିଜେ ହୋଇଛନ୍ତି ୩ ଠାକୁର । ଏବଂ ବଡ ଦାଣ୍ଡରେ ମହାପ୍ରଭୁଙ୍କ ଦର୍ଶନ ଲାଗି ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଭିଡ । ଅନେକ ଦୂରରୁ ପ୍ରାଏ କେତେ ମାନସିକ ନେଇ କେତେ ଆସିଛନ୍ତି କାଳିଆକୁ ଦର୍ଶନ ପାଇଁ । କାଳିଆର ରଥ ଦଉଡିକୁ ଧରିଦେଲେ ସବୁ ପାପ କାଳେ ପୂଣ୍ୟ ହୋଇଯାଏ । କିନ୍ତୁ ଯେତେବେଳେ ମହାପ୍ରଭୁଙ୍କର ରଥଗଡୁଥିଲା ଠିକ ସେତିକିବେଳେ ଜଗା ଆଗରେ ଜଣେ ଯୁବତୀଙ୍କୁ ଅସଦ ଆଚରଣ କରାଯାଉଥିଲା ।

ତେବେ ଅସଦାଚରଣ କରୁଥିବା ସେହି ଯୁବକ ଜଣକ ହେଉଛନ୍ତି ବଡ ଦାଣ୍ଡରେ ସୁରକ୍ଷା ଯୋଗାଇ ଦେବାକୁ ନିୟୋଜିତ ହୋଇଥିବା ଜଣେ ସୁରକ୍ଷାକର୍ମୀ । ଆଉ ରଥର ଦଉଡିକୁ ଛୁଇଁବା ପାଇଁ ଯେତେବେଳେ ଭିଡ ଲାଗିଥିଲା ସେହି ଭିଡ ଭିତରେ ଯୁବତୀ ଜଣକ କିଛି ବୁଝିବା ଆଗରୁ ପଛ ପଟରୁ ଆସି ଅସଦାଚରଣ କରୁଛନ୍ତି ଏହି ସୁରକ୍ଷାକର୍ମୀ ଜଣକ ।

ଆଉ ଯୁବତୀ ଜଣକ ଯେତେବେଳେ ପଛ ପଟକୁ ଚାହିଁଛନ୍ତି ଆଉ ଠିକ ସେତିକି ବେଳେ ଅତି ଚତୁରତାର ସହିତ ଜଣେ ରକ୍ଷକ କିଭଳି ଭକ୍ଷକ ସାଜି ଲୁଚିଯାଉଛନ୍ତି ତାହା ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ । ପୁରୀ ଭଳି ଆଧ୍ୟାତ୍ମିକ ସହର ଏବଂ ବିଶ୍ଵପ୍ରସିଦ୍ଧ ଭଳି ରଥଯାତ୍ରା ସମୟରେ ଜଣେ ଯୁବତୀଙ୍କୁ ଜାଗା ଆଗରେ ଏଭଳି ଅସଦ ଆଚରଣ କରିଛନ୍ତି ଜଣେ ଯୁବକ ।

ଏବଂ ଏହାର ଭି-ଡି-ଓ ବର୍ତ୍ତମାନ ସୋ-ସି-ଆ-ଲ ମି-ଡି-ଆରେ ବେସ ଭା-ଇ-ରା-ଲ ହେବାକୁ ଲାଗିଅଛି । ଏବଂ ଏହି ଭି-ଡି-ଓ କୁ ଯିଏ ଦେଖୁଛନ୍ତି ସେ ମର୍ମହାତ ହେଉଛନ୍ତି । ତେବେ ଭକ୍ତଙ୍କ ସୁରକ୍ଷା ନିମନ୍ତେ ସରକାର କାହିଁକି ଏତେ ପଦକ୍ଷପ ନେଇଛନ୍ତି । ସି-ସି-ଟି-ଭି ଲଗାଇବା ସହିତ ବହୁତ ସଂଖ୍ୟାରେ ସୁରକ୍ଷାକର୍ମୀ ମଧ୍ୟ ନିୟୋଜିତ କରିଛନ୍ତି । କିନ୍ତୁ ଭକ୍ତଙ୍କ ସୁରକ୍ଷାରେ ନିୟୋଜିତଥିବା ଏହି ରକ୍ଷକ ଯଦି ଭକ୍ଷକ ସାଜେ ଯଦି ଯଦି ସୁରକ୍ଷାକର୍ମୀ ଅସଦାଚରଣ କରନ୍ତି ତେବେ ସୁରକ୍ଷା ଦେବ କିଏ ?

ଆଉ ସବୁଠାରୁ ବଡ କଥା ଜାଗା ସାମ୍ନାରେ ତାହାର ଭକ୍ତଙ୍କୁ ଏହିଭଳି ଅସଦାଚରଣ କରୁଥିବା ସୁରକ୍ଷା କର୍ମୀଙ୍କ ବିରୁଦ୍ଧରେ କ’ଣ ନିଆଯାଉଛି କାର୍ଯ୍ୟନୁଷ୍ଠାନ ତାହାକୁ ସମସ୍ତେ ଅପେକ୍ଷା କରିଛନ୍ତି । ଏହା ସହିତ ସେହି ସୁରକ୍ଷା କର୍ମୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟନୁଷ୍ଠାନ ନେବାକୁ ଦାବି କରିଛନ୍ତି ସାଧାରଣ ଲୋକେ । ତେବେ ବନ୍ଧୁଗଣ ଏହି ଗୁରୁତ୍ଵପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *