Odisha ର Top 10 ଧନୀ ବ୍ୟକ୍ତି ? ଦେଖନ୍ତୁ ନଂ 1 ରେ କିଏ ?

ବନ୍ଧୁଗଣ ଏହି ଦୁନିଆର ସମସ୍ତ ଲୋକ ଧନୀ ହେବା ପାଇଁ ଦିନ ରାତି କଷ୍ଟ କରିଥାନ୍ତି । ହେଲେ ପରିଶ୍ରମ ସହ ବୁଦ୍ଧିର ଉପଯୋଗ କରିଲେ ଏହି ଦୁନିଆରେ ମଣିଷ ଧନୀ ହୋଇପାରିବ । କେତେଜଣ ନିଜ ଭଲ ଭାଗ୍ୟ ପାଇଁ ମଧ୍ୟ ଧନୀ ହୋଇ ପାରନ୍ତି । ତେବେ ଆଜି ଆମେ ଆପଣ ମାନଙ୍କୁ ଆମ ଓଡିଶାର କିଛି ଟପ୍ ଧନୀ ବ୍ୟକ୍ତିଙ୍କ ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ ।

ଅଜିତ ଜୈନ- ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ଓଡିଶାର ଅଜିତ ଜୈନ । ତାଙ୍କର ମୋଟ ସମ୍ପତ୍ତି ହେଉଛି ୧୪୭୬୦ କୋଟି ଟଙ୍କା ହେଲେ ବର୍ତ୍ତମାନ ସେ ଆମେରିକାରେ ରହୁଛନ୍ତି । ସେ ବେର୍କସିର ହାଥାୱେ କମ୍ପାନୀର ଭାଇସ ଚେୟାର ମ୍ୟାନ ଅଟନ୍ତି ।

ରିତେଶ ଅଗ୍ରୱାଲ- ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛନ୍ତି ଓୟୋ କମ୍ପାନୀର ସିଇଓ ରିତେଶ ଅଗ୍ରୱାଲ । ରିତେଶଙ୍କ ଘର ହେଉଛି ବିଷମକଟକ ରାୟଗଡାରେ । ତାଙ୍କ ମୋଟ ସମ୍ପତ୍ତି ହେଉଛି ୮୧୧୮ କୋଟି ଟଙ୍କା ।

ଶୁଭ୍ରକାନ୍ତ ପଣ୍ଡା- ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି imfa କମ୍ପାନୀର ସିଇଓ ଶୁଭ୍ରକାନ୍ତ ପଣ୍ଡା । ଶୁଭ୍ରକାନ୍ତଙ୍କ ମୋଟ ସମ୍ପତ୍ତି ହେଉଛି ୫୫୩ କୋଟି ସେ ବୈଜନ୍ତି ପଣ୍ଡାଙ୍କ ଭାଇ ଅଟନ୍ତି ।

ମଧୁସୂଦନ ସାହୁ- ଆମ ଲିଷ୍ଟର ଚତୁର୍ଥ ସ୍ଥାନରେ ଅଛନ୍ତି MNC କମ୍ପାନୀର ସେୟାର ହୋଲ୍ଡର ମଧୁସୂଦନ ସାହୁ । ତାଙ୍କର ମୋଟ ସମ୍ପତ୍ତି ହେଉଛି ୫୫୩ କୋଟି ଟଙ୍କା ।

ଦିଲ୍ଲୀପ ରାୟ- ଆମ ଲିଷ୍ଟର ପଞ୍ଚମ ସ୍ଥାନରେ ଅଛନ୍ତି ମେଫେୟାର ହୋଟେଲର ମାଲିକ ଦିଲ୍ଲୀପ ରାୟ । ସେ ପୂର୍ବତ୍ତମ ବିଜେପି କେନ୍ଦ୍ରୀୟ ମନ୍ତ୍ରୀ ଥିଲେ । ତାଙ୍କର ମୋଟ ସମ୍ପତ୍ତି ହେଉଛି ୪୪୩ କୋଟି ଟଙ୍କା ।

ପ୍ରଦୀପ୍ତ ମହାନ୍ତି- ଆମ ଲିଷ୍ଟର ଷଷ୍ଠ ସ୍ଥାନରେ ଅଛନ୍ତି SNM ଗ୍ରୁପର ପ୍ରେସିଡେନ୍ଟ ପ୍ରଦୀପ୍ତ ମହାନ୍ତି । ପ୍ରଦୀପ୍ତଙ୍କ ମୋଟ ସମ୍ପତ୍ତି ହେଉଛି ୩୬୯ କୋଟି ଟଙ୍କା ।

ଇନ୍ଦ୍ରାଣୀ ପଟ୍ଟନାୟକ- ବନ୍ଧୁଗଣ ଆମ ଲିଷ୍ଟର ସପ୍ତମ ସ୍ଥାନରେ ଅଛନ୍ତି ଆଇରନ ଓ ମିନେରାଲ କମ୍ପାନୀ ଗୁଡିକର ମାଳିକିଆଣୀ ଇନ୍ଦ୍ରାଣୀ ପଟ୍ଟନାୟକ । ଇନ୍ଦ୍ରାଣୀ ନବୀନ ପଟ୍ଟନାୟକଙ୍କ ଭାଉଜ ଅଟନ୍ତି । ତାଙ୍କର ମୋଟ ସମ୍ପତ୍ତି ହେଉଛି ୩୩୩ କୋଟି ଟଙ୍କା ।

କମଲ ଜିତ ସିଂହ ଆଲୁୱାଲିଆ- ବନ୍ଧୁଗଣ ଆମ ଲିଷ୍ଟର ଅଷ୍ଟମ ସ୍ଥାନରେ ଅଛନ୍ତି ଓଡିଶାର ବିଶିଷ୍ଠ ଧନୀ ବ୍ୟକ୍ତି କମଲ ଜିତ ସିଂହ ଆଲୁୱାଲିଆ । କମଲ ଜିତଙ୍କ ମୋଟ ସମ୍ପତ୍ତି ହେଉଛି ୩୧୦ କୋଟି ଟଙ୍କା ।

ବୈଜନ୍ତି ପଣ୍ଡା- ବନ୍ଧୁଗଣ ଆମ ଲିଷ୍ଟର ନବମ ସ୍ଥାନରେ ଅଛନ୍ତି ରାଜନୀତିଜ୍ଞ ଓ imfa କମ୍ପାନୀର ଭାଇସ ଚେୟାରମ୍ୟାନ ବୈଜନ୍ତି ପଣ୍ଡା । ବୈଜନ୍ତିଙ୍କ ମୋଟ ସମ୍ପତ୍ତି ହେଉଛି ୮୦ କୋଟି ଟଙ୍କା ।

ନବୀନ ପଟ୍ଟନାୟକ- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନଙ୍କ ମୋଟ ସମ୍ପତ୍ତି ହେଉଛି ୬୩ କୋଟି ଟଙ୍କା ।

Leave a Reply

Your email address will not be published. Required fields are marked *