ରାଜବୀରକୁ ମାରିବାକୁ କିଏ କରୁଛି ଷଡଯନ୍ତ୍ର ? କିଏ ସେହି ଶତୃ ? ଭିଡିଓ କରି Rajveer ଙ୍କ ମା କଲେ ଏହି ବିସ୍ଫୋରକ ଖୁଲାସା !

ନମସ୍କାର ବନ୍ଧୁଗଣ ତେବେ ରାଜବିର ଙ୍କ ବାପାଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇ ରାଲ ହେଇଥିବା ବେଳେ ତାହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ରାଜବିର ଙ୍କ ମାଆ । ଏବଂ ଭିଡିଓ ରେ କାନ୍ଦି କାନ୍ଦି କରିଛନ୍ତି ନିଜ ଦୁଃଖ ପ୍ରକାଶ । ରାଜବିର ଏକ ବିରଳ ରୋଗରେ ପୀଡ଼ିତ ଥିବା ବେଳେ ତାଙ୍କ ପାଇଁ ୧୬ କୋଟିର ଇଞ୍ଜେସନ ଦରକାର ହେଉଛି । ତେବେ ଯାହା କୌଣସି ଛୋଟିଆ ମୂଲ୍ୟ ନୁହେଁ ପୁରା ୧୬ କୋଟି ଟଙ୍କା ।


ଯାହା କି କେହି ଦେବା ସମ୍ଭବ ନୁହେଁ ତେଣୁକରି ଓଡ଼ିଶା ବାସୀ ତାଙ୍କୁ ସାହାର୍ଯ୍ୟ କରିବା ପାଇଁ ଆଗେଇ ଆସିଛନ୍ତି । ତେବେ ବର୍ତ୍ତମାନ ସୁଦ୍ଧା ୩ କୋଟି ରୁ ଅଧିକ ସଂଗ୍ରହ ହୋଇଥିବା ବେଳେ ଲୋକେ ଲାଗି ପଡିଛନ୍ତି ସଞ୍ଚୟ କରିବାରେ । ମାତ୍ର ଗତ କାଲି ଏମିତି କିଛି ଭିଡିଓ ଭାଇରାଲ୍ ହୋଇଥିଲା ଯେଉଁଥିରେ ରାଜବିର ର ବାପା ଖାଇ ପିଇ ଆରାମରେ ବୁଲୁଥିବା ଦେଖା ଯାଇଥିଲା । ଏହାକୁ ଦେଖି ସମସ୍ତେ ନା ପସନ୍ଦ କରିବା ସହ ଟଙ୍କା ଦେବାପାଇଁ ଧିରେ ଧିରେ ଅମଙ୍ଗ ହୋଇଥିଲେ ।

ଏହାପରେ ରାଜବିର ଙ୍କ ମା ଏକ ଭିଡିଓ ଜାରି କରିଥିଲେ ତେବେ ଯେଉଁଥିରେ ସ୍ପଷ୍ଟ କରିଥିଲେ ଯେ ଏହା ପୁରୁଣା ଭିଡିଓ ଏବଂ ରା ପାଇଁ ନିହାତି ଟଙ୍କା ଆବଶ୍ୟକ ଦୟାକରି ଟଙ୍କା ପଠାଇବା ବନ୍ଦ କରନ୍ତୁ ନାହିଁ । ତେବେ ସେ କାନ୍ଦି କାନ୍ଦି କହିଥିଲେ କି ଏହା ଏକ ଷଡ଼ଯନ୍ତ୍ର ଏବଂ ରାଜବିର କୁ ମାରିବାର ଯୋଜନା ଏଵଂ ଆମକୁ ବଦନାମ କରିବାର ଯୋଜନା ଏହା ।

ତେବେ ବର୍ତ୍ତମାନ ତିନି କୋଟି ରୁ ଅଧିକ ଟଙ୍କା ସଞ୍ଚୟ ହୋଇ ଥିବାରୁ ସେମାନେ ଷଡ଼ଯନ୍ତ୍ର କରି ଏହାକୁ ଡାଉନ କରିବାକୁ ଚାହୁଁଛନ୍ତି । ତେବେ ସେ କହିଛନ୍ତି କି ତେବେ ସେମାନେ ଏତେ ଉଚ୍ଚ ଶିକ୍ଷିତ ନଥିବାରୁ କିଛି ଲୋକ ତାଙ୍କୁ ସାହାଯ୍ୟ କରିବା ବାହାନାରେ ଟଙ୍କା ନେବାକୁ ଚାହୁଁଥିବା କଥା କହିଛନ୍ତି । କେବଳ ହରିୟାଣା ର ଦୁଇ ଜଣ ବ୍ୟକ୍ତି ଏବଂ ଓଡ଼ିଶାର ଦେବବ୍ରତ ସାରଙ୍ଗୀ ମଧ୍ୟ ଏପରି ଟଙ୍କା ମାଗିଥିବା କହିଛନ୍ତି ।


ଦେବବ୍ରତ ସାରଙ୍ଗୀ ତାଙ୍କ ଘଟଣା ର ପ୍ରଚାର ପାଇଁ ମିଡ଼ିଆ ଟଙ୍କା ନେବାକୁ ଚାହୁଁଥିବା କଥା କହିଛନ୍ତି । ତେଣୁ ସେ କହିଛନ୍ତି କି ଏହି ଭିଡିଓ ବିଷୟରେ ସମାଲୋଚନା କରନ୍ତୁ କିନ୍ତୁ ଟଙ୍କା ପଠାଇବା ବନ୍ଦ କରନ୍ତୁ ନାହିଁ ଏହା ଦ୍ୱାରା ଗୋଟିଏ ଜୀଵନ ପଳେଇବ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *