ଦେଖନ୍ତୁ Koel Banerjee ଙ୍କ ଦ୍ଵିତୀୟ ବିବାହକୁ ନେଇ କଣ କହିଲେ ଅଭିନେତା Babi Mishra !

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ କଳାକାର ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଓଡିଆ କଳାକାର ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଫିଲ୍ମ ଗୁଡିକ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ତେବେ ଏହା ଛଡା ଏହି କଳାକାର ମାନେ ନିଜ ଲଭ ଅଫେୟାର ଓ ନିଜ ବିବାହ ପାଇଁ ମଧ୍ୟ ଚର୍ଚ୍ଚାରେ ରହିଥାନ୍ତି । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ଓଡିଆ ଇଣ୍ଡଷ୍ଟ୍ରି ସହ ଜଡିତ ଏକ ବଡ ଖବର ସାମ୍ନାକୁ ଆସୁଛି ।

ଏହି ଖବରଟି ସାରା ଓଡିଶାରେ ଚର୍ଚ୍ଚାର ବିଷୟ ପାଲଟିଛି ଓ ଆପଣ ମାନେ ସମସ୍ତେ ଏହି ଖବର ବିଷୟରେ ଜାଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ ତା ହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ ।

ବନ୍ଧୁଗଣ ଆପଣ ମାନେ ସମସ୍ତେ ଓଡିଆ ଅଭିନେତା ବବି ମିଶ୍ର ଓ ଅଭିନେତ୍ରୀ କୋଏଲ ବାନାର୍ଜୀଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଉଭୟ ବବି ଓ କୋଏଲ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ କରି ସୁନାମ ଅର୍ଜନ କରିଛନ୍ତି ଏବଂ ଏହି ଦୁଇଜଣଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି । ବନ୍ଧୁଗଣ ବବି ଓ କୋଏଲ ଦୁହେଁ ପରସ୍ପର ସହ ସୁଟିଙ୍ଗ ସେଟରେ ଭଲ ପାଇ ବିବାହ କରିଥିଲେ ।

ଏହି ଦୁଇଜଣଙ୍କ ଯୋଡିକୁ ମଧ୍ୟ ଓଡିଶା ବାସୀ ବେସ ଭଲ ପାଇବା ଦେଇଥିଲେ । ବିବାହର କିଛି ବର୍ଷ ଭଲରେ କଟି ଥିଲା ହେଲେ ପରବର୍ତ୍ତୀ ସମୟରେ ଦୁଇଜଣଙ୍କ ମଧ୍ୟରେ କଳହ ଲାଗିଥିଲା । କଳହ ଲାଗିବା ପରେ କୋଏଲ ବାନାର୍ଜୀ ଦୁଇ ବର୍ଷ ତଳେ ଓଡିଶା ଛାଡି ଚାଲିଯାଇଥିଲେ । ତେବେ ଗତ ବର୍ଷ ଓକେଲ ନିଜ ବିବାହ ବିଚ୍ଛେଦ କରି ନିଜ ଫ୍ୟାନ୍ସ ମାନଙ୍କୁ ଜଣାଇ ଥିଲେ ।

ଏହା ବିଷୟରେ ଜାଣି ସାରା ଓଡିଶାର ଲୋକ ମାନେ ଆଶ୍ଚର୍ଯ୍ୟ ଚକିତ ହୋଇଯାଇଥିଲେ । ବବି ମିଶ୍ରଙ୍କୁ ଛାଡିବା ପରେ ସେ ଏବେ କଲିକତାରେ ରହି ବଙ୍ଗଳା ଫିଲ୍ମରେ ଅଭିନୟ କରୁଛନ୍ତି । ତେବେ ବବିଙ୍କ ଠାରୁ ଅଲଗା ହେବା ପରେ କୋଏଲ ବାନାର୍ଜୀ ଏବେ ଦ୍ଵିତୀୟ ବିବାହ କରିଛନ୍ତି । ବନ୍ଧୁଗଣ ଆପଣ ମାନଙ୍କୁ ଏହି କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ । ଏହା ଦେଖି ବବି ମିଶ୍ର ବହୁତ ମନ ଦୁଃଖ କରିଥିଲେ ।

ମନ ଦୁଃଖ କରିବା ସହ ବବି କହିଥିଲେ, କୋଏଲ ବାନାର୍ଜୀ ଯାହାଙ୍କ ସହ ରହୁଛନ୍ତି ବହୁତ ଖୁସିରେ ରୁହନ୍ତୁ । ଏହା ସହ ସେ କୋଏଲଙ୍କୁ ବହୁତ ଭଲ ପାନ୍ତି ବୋଲି ମଧ୍ୟ କହିଥିଲେ । କୋଏଲଙ୍କ ନିଜ ପାଖକୁ ଫେରାଇ ଆଣିବା ପାଇଁ ବବି ଅନେକ ଚେଷ୍ଟା କରିଥିଲେ ହେଲେ ନିଜ ସ୍ତ୍ରୀଙ୍କୁ ପାଇ ପାରିଲେ ନାହିଁ । ତା ହେଲେ ଏହି ଖବରଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *