Breaking News: ରାଜ୍ୟରେ ରଜ ପରେ ହେବ Unlock, ଦେଖନ୍ତୁ କେଉଁ ଜିଲା ଖୋଲିବ ଆଗ ?

ଧୀରେ ଧୀରେ ତଳକୁ ଖାସୁଛି କରୋନା ରୋଗୀଙ୍କ ସଂଖ୍ୟା । ଓଡିଶାରେ ରୋଗୀଙ୍କ ଗଣନା ପ୍ରତି ଦିନ ଚାଲିଥିବା ବେଳେ ଆଜି ଦିନରେ ରହିଛି ୫୮୯୬ ଟି କରୋନା ରୋଗୀଙ୍କ ରିପୋର୍ଟ । ତେବେ ଆଜି ପରୀକ୍ଷା କରାଯାଇଥିଲା ୬୮୮୯୬ ।

ଏହି ପଜିଟିଭ ହାର  ରହିଛି ୮.୫୫% ଗତ କାଲୀ ଏହାର ହାର ଥିଲା ୯.୧୦% । ମେ ୫ ତାରିଖରେ ଲକଡାଉନ ବେଳେ ଏହାର  ହାର ଥିଲା ୨୧.୭୭% । ଏହି ଭଳି ଲକ ଡାଉନ ରହିଲେ ୧୬ ତାରିଖରେ ଏହା  ଆହୁରି କମି ଯାଇ ପାରେ ବୋଲି କୁହା ଯାଇଛି । ୧୨ ଟି ଜିଲ୍ଲାରେ ରହିଛି ୦-୪% ପଜିଟିଭ ହାର । ଦୁଇଟି ଜିଲ୍ଲାରେ ୫-୭.୫% ରହିଛି ଓ ଅନ୍ୟ ୧୬ ଟି ଜିଲ୍ଲାରେ ଏହା ୭.୫% ରହିଛି ।

ଏବେ ରାଜ୍ୟରେ ଏହାକୁ ଦେଖିକି ଭେଣ୍ଟିଲେଟର ୬୨% ଓ ଆଇସିୟୁ ୬୩% ଭର୍ତ୍ତି ରହିଛି । ଏହା ହେଉଛି ବିଜୟ ମହାପାତ୍ର ସ୍ୱାସ୍ଥ୍ୟ ନିର୍ଦେଶକ ଙ୍କ ମାତା ମତ । ୧୧ ଟି ଜିଲ୍ଲା ରେଡ ଜୋନ ରେ ଥିବା ବେଳେ ୯ ଟି ଜିଲ୍ଲା ଗ୍ରୀନ ଜୋନ ଓ ୧୦ ଟି ଜିଲ୍ଲା ୟେଲୋ ଜୋନରେ  ଅଛି । ସଂକ୍ରମଣ କମିଲେ ବି ପରଲୋକ ଗମନ କାମୁନି । ରଜ ପରେ ଓଡିଶା କରି ପାରେ ଅନଲକ । ଅନେକ ଲୋକଙ୍କ ମୃ-ତ୍ୟୁ ର ଖବର ଏକ ପଟେ ଅଧିକ ହେବାରେ ଲାଗିଛି ।

ମାତ୍ର ଏହା ଓଡିଶାରେ କମିବା ପରେ ଏହା କୁ କୋହଳ କରେଇ ପାରନ୍ତି ରାଜ୍ୟ ସରକାର । ଅନଲକ ପାଇଁ ଆସିବା ଖବର ରେ ହୁଏ ତ କିଛି ଟା ନିୟମ ବଦଳି ପାରେ । ମାତ୍ର ଯେଉଁ ଜାଗାରେ ଏହା ଅଧିକ ସଂକ୍ରମଣ ଅଧିକା ହେବାରେ ଲାଗିଛି ସେଠାରେ ଏହା କୁ କୋହଳ କରିବା ପାଇଁ ରାଜ୍ୟ ସରକାର ନିସ୍ପତି ନ ନେଇ ପାରନ୍ତି ।

ମାତ୍ର ଯେଉଁ ଜିଲ୍ଲାରେ ଏହା ଖୁବ କମିବାରେ ଲାଗିଛି ସେଠାରେ ଏହାକୁ ଖୁବ ଶୀଘ୍ର ହଟାଇ ଦିଆଯାଇ ପାରେ । ତେବେ ଏହାକୁ ନେଇ ଏବେ ରାଜ୍ୟ ସରକାର କିଛି ମାତ୍ରାରେ ଆଶ୍ଵାସନ ରେ ଅଛି କି ଏହା ରାଜ୍ୟରେ କମି ଯାଇ ପାରେ । ତେଣୁ କିଛି ନିୟମ କୋହଳ ହୋଇ ପାରେ ଏଠି ପାଇଁ । ତେବେ ଏହା ରଜ ସଂକ୍ରାନ୍ତି ପରେ ଏହା କୋହଳ ହେବ ବୋଲି କିଛି ସୂତ୍ରରୁ ଜଣା ପଡିଛି ।

ଓଡିଶା ର କରୋନା ଗ୍ରାଫ ଦର୍ଶାଉଛି ବିଭିନ୍ନ ଜିଲ୍ଲାର ନିମ୍ନଗାମୀ ପଜିଟିଭ ହାର । 12 ଟି ଜିଲ୍ଲାରେ 0-4%, 2 ଟି ଜିଲ୍ଲାରେ ୫-୭.୫ % ଓ ବାକି ୧୬ ଜିଲ୍ଲାରେ ପଜିଟିଭ ହାର ୭.୫ % ରୁ ଅଧିକ ରହିଛି । କରୋନା ମୁକାବିଲାରେ ଆଶ୍ବସ୍ଥିକର ଖବର ଦେଇଛି ପଶ୍ଚିମ ଓଡିଶା ।

ଏଠାରେ ସବୁ ଜିଲ୍ଲାର ପଜିଟିଭ ହାର ୫% ତଳେ ରହିଛି । ଯାଜପୁର ରେ ସର୍ବାଧିକ ୨୨.୨ % ଓ ଦେବଗଡ ରେ ୧.୬% । ୭ ଟି ଜିଲା ଭଦ୍ରକ, ଢେଙ୍କାନାଳ, ଜଗତସିଂହପୁର, ଖୋର୍ଦ୍ଧା, ନୟାଗଡ, ପୁରୀ, ନବରଙ୍ଗପୁର ରେ ପଜିଟିଭ ହାତ ୧୨ % ରୁ ଅଧିକ ରହିଛି । ଏହି ଜିଲ୍ଲା ଗୁଡିକରେ ମୋଟ ୨୬,୪୪୫ ଆକ୍ଟିଭ କେସ ରହିଛି । ଯାହାକି ମୋଟ ଆକ୍ଟିଭ କେସ ରେ ୩୫ % । କରୋନା ମୁକାବିଲାରେ ଏବେ ରାଜ୍ୟରେ ଭିନ୍ନ ଜିଲ୍ଲା ପାଇଁ ବିଭିନ୍ନ ପ୍ରକାର ଚ୍ୟାଲେଞ୍ଜ ରହିବ ।

ଏଥିରେ ଆପଣଙ୍କ ଅମତାମତ ଆମକୁ ନିଶ୍ଚୟ ଜଣାନ୍ତୁ ଓ ଏହାକୁ ସେୟାର କରି ସମସ୍ତଙ୍କୁ ଜଣାଇ ସତର୍କ କରାନ୍ତୁ ଯେପରି ପଜିଟିଭ ହାର କମିବ ଓ ଲକଡାଉନ ହଟିବ। ଆଗକୁ ଆମ ସହିତ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *