Jyotish Shastra- ରଜ ସଙ୍କ୍ରାନ୍ତି ପର ଠାରୁ 5 ଟି ରାଶିକୁ ମିଳିବ ବିଡା ବିଡା ଟଙ୍କା, ଦେଖନ୍ତୁ ଏଥିରେ ଆପଣଙ୍କ ରାଶି ଅଛି କି ?

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ପ୍ରତ୍ୟେକ ମନୁଷ୍ୟ ଜୀବନ ରେ ବିଭିନ୍ନ ପ୍ରକାର ପରିବର୍ତ୍ତନ ଆସିଥାଏ । କେତେବେଳେ ମନୁଷ୍ୟ ଜୀବନ ରେ ଦୁଃଖ ଆସିଥାଏ ତ କେତେବେଳେ ଜୀବନ ରେ ସୁଖ ଆସିଥାଏ ।

ଜୀବନ ରେ ଦୁଃଖ ନଥିଲେ କେବେ ସୁଖ ର ଅନୁଭବ ହୋଇନଥାଏ । ତେବେ ବନ୍ଧୁଗଣ ଏହି ସବୁ ପରିବର୍ତ୍ତନ ର କାରଣ ଗ୍ରହ ମାନଙ୍କର ଚଳନ ହେତୁ ହୋଇଥାଏ । କୌଣସି ବ୍ୟକ୍ତି ର ଜୀବନ ରେ ଘଟୁଥିବା ଘଟଣା ପଛରେ ଗ୍ରହ ମାନଙ୍କ ଚଳନ ହିଁ ଦାୟୀ ହୋଇଥାଏ । ତେବେ ଆପଣ ମାନଙ୍କୁ କହି ଦେବାକୁ ଚାହୁଞ୍ଚୁ କି ଆସନ୍ତା ରଜ ସଙ୍କ୍ରାନ୍ତିରେ ସୂର୍ଯ୍ୟ ନିଜର ରାଶି ପରିବର୍ତ୍ତନ କରିବେ । ଯାହା ଦ୍ଵାରା କିଛି ରାଶି ମାନଙ୍କ ଜୀବନରେ ଖୁସି ଆସିବାକୁ ଯାଉଛି । ଏମାନଙ୍କ ଜୀବନରେ ଧନର ଆଗମନ ହେବ ।

1. ବୃଷ ରାଶି- ବନ୍ଧୁଗଣ ଦ୍ଵିତୀୟ ରାଶିଟି ହେଉଛି ‘ବୃଷ ରାଶି’ । ଏହି ରାଶି ଥିବା ବ୍ୟକ୍ତି ମାନଙ୍କୁ ଚାକିରୀ କ୍ଷେତ୍ରରେ ବହୁତ ଉନ୍ନତି ମିଳିବାକୁ ଯାଉଛି । ଏହି ରାଶି ଥିବା ବ୍ୟକ୍ତି ମାନଙ୍କ ରୋଜଗାର ରେ ବୃଦ୍ଧି ହେବାକୁ ଯାଉଛି ଏବଂ ଏହା ସହିତ ବ୍ୟାପାର ଏବଂ ବାଣିଜ୍ୟ କ୍ଷେତ୍ରରେ ମଧ୍ୟ ଏହି ରାଶି ଥିବା ବ୍ୟକ୍ତି ମାନଙ୍କୁ ସଫଳତା ମିଳିବାକୁ ଯାଉଛି ଏବଂ ଏମାନେ ସଫଳତା ର ଚରମ ସୀମା ପ୍ରାପ୍ତ କରିବାକୁ ଯାଉଛନ୍ତି ।

୨. କର୍କଟ ରାଶି- ବନ୍ଧୁଗଣ ପଞ୍ଚମ ରାଶିଟି ହେଉଛି ‘କର୍କଟ ରାଶି’ । ବନ୍ଧୁଗଣ ଆପଣ ଯଦି ଆପଣ ଏହି ରାଶିର ଅନ୍ତର୍ଗତ ବ୍ୟକ୍ତି ଥିବେ, ତେବେ ଆପଣ କୌଣସି ବ୍ୟକ୍ତି ଙ୍କ କଥାରେ ପଡ଼ି ନିଜ ଜୀବନ ର କୌଣସି ଗୁରୁତ୍ତ୍ୱପୂର୍ଣ୍ଣ କ୍ଷେତ୍ରରେ ନିଷ୍ପତ୍ତି ନିଅନ୍ତୁ ନାହିଁ ଏବଂ ସମସ୍ତ କାର୍ଯ୍ୟ ଭାବି ଚିନ୍ତି କରନ୍ତୁ । ରଜ ସଙ୍କ୍ରାନ୍ତି ପର ଠାରୁ ଆପଣଙ୍କ ଅଟକି ଯାଇଥିବା କାର୍ଯ୍ୟ ମଧ୍ୟ ପୂର୍ଣ୍ଣ ହେବାକୁ ଯାଉଛି । ଆପଣଙ୍କୁ ଭାଗ୍ୟ ର ସମ୍ପୂର୍ଣ୍ଣ ସହଯୋଗ ମିଳିବାକୁ ଯାଉଛି । ବନ୍ଧୁଗଣ ସଂକ୍ଷେପରେ ଯଦି କହିବା ତେବେ ଆସନ୍ତା ସମୟ ଏହି ରାଶି ମାନଙ୍କ ଜୀବନ ରେ ଉଜ୍ଜ୍ୱଳତା ଭରି ଦେବ ଏବଂ ଏମାନଙ୍କ ଜୀବନ ରେ ଶୁଭ ସମୟର ଆଗମନ ହେବ ।

3. ସିଂହ ରାଶି- ବନ୍ଧୁଗଣ ପ୍ରଥମ ରାଶିଟି ହେଉଛି ‘ସିଂହ ରାଶି’ । ବ୍ୟାପାର କ୍ଷେତ୍ରରେ ଥିବା ଲୋକ ମାନଙ୍କୁ ଧନ ଅର୍ଜନ କରିବାର ନୂଆ ନୂଆ ଅବସର ପ୍ରାପ୍ତ ହେବ । ବ୍ୟାପାର କ୍ଷେତ୍ରରେ ଆପଣ କୌଣସି ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି । ଚାକିରି କ୍ଷେତ୍ରରେ ଥିବା ଲୋକମାନଙ୍କୁ ପ୍ରମୋଶନ ମିଳିବାର ବହୁତ ସମ୍ଭାବନା ରହିଛି । ବନ୍ଧୁଗଣ ଆପଣ ମାନଙ୍କର ଆର୍ଥିକ ସ୍ଥିତି ଯଦି ଦୁର୍ବଳ ଅଛି ତା ହେଲେ ଆପଣଙ୍କ ଆର୍ଥିକ ସ୍ଥିତି ବହୁତ ଶୀଘ୍ର ମଝବୁତ ହେବାକୁ ଯାଉଛି ।

4. ତୁଳା ରାଶି- ଏହି ରାଶି ର ଯେଉଁ ବ୍ୟକ୍ତି ମାନେ ଚାକିରୀ କରୁଛନ୍ତି ସେମାଙ୍କର ପଦୋନ୍ନତି ହେବ ଏବଂ ସବୁ କାର୍ଯ୍ୟ ରେ ସଫଳତା ମିଳିବ । ଜୀବନ ସାଥି ଙ୍କ ସହ ଖୁବ ମଧୁର ସମୟ କାଟିବେ ଏବଂ ବହୁତ ଖୁସି ରେ ମଧ୍ୟ ରହିବେ ଏବଂ ଏମାନଙ୍କୁ ନିଜର ପରିଶ୍ରମର ଉଚିତ ଫଳ ମଧ୍ୟ ମିଳିବ । ଏହି ରାଶି ର ବ୍ୟକ୍ତି ଙ୍କ ଉପରେ ମହାଦେବ ଙ୍କ କୃପା ଯୋଗୁଁ ସମସ୍ତ ଅଟକି ରହିଥିବା କାମ ସବୁ ସମ୍ପୂର୍ଣ୍ଣ ହେବ ଏବଂ ଚାକିରୀ ଖୋଜୁଥିଲେ ତାହା ମଧ୍ୟ ମିଳିବ । ପରିବାର ରେ ସମସ୍ତେ ଖୁସିରେ ରହିବେ ଓ ଆପଣଙ୍କୁ ଖୁବ ଲାଭର ପ୍ରାପ୍ତି ହେବ ।

5. ମକର ରାଶି- ବନ୍ଧୁଗଣ ଶେଷ ରାଶିଟି ହେଉଛି ‘ମକର ରାଶି’ । ଏହି ରାଶିର ବ୍ୟକ୍ତି ମାନେ ପ୍ରେମ ସମ୍ପର୍କ ହେଉ ଅଥବା ବିବାହିତ ଜୀବନ । ଦୁଇ କ୍ଷେତ୍ରରେ ଏହି ରାଶିର ବ୍ୟକ୍ତି ମାନେ ବହୁତ ଖୁସି ପାଇବାକୁ ଯାଉଛନ୍ତି ଏବଂ ଏମାନଙ୍କ ଜୀବନ ରେ ସୁଖ ସମୃଦ୍ଧି ମଧ୍ୟ ପ୍ରାପ୍ତ ହେବାକୁ ଯାଉଛି । ଏମାନଙ୍କ ପ୍ରେମ ସମ୍ପର୍କ ଦିନକୁ ଦିନ ନିବିଡ଼ ହେବ ଏବଂ ଏମାନଙ୍କ ବିବାହିତ ଜୀବନ ହସଖୁସିରେ ପରିପୂର୍ଣ୍ଣ ହେବ ଏହାସହିତ ଏହି ରାଶିର ବ୍ୟକ୍ତି ମାନଙ୍କୁ ସନ୍ତାନ ଯୋଗ ମଧ୍ୟ ରହିଛି ।

ଆପଣ ମାନଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ନିଶ୍ଚିତ କମେନ୍ଟ ଦିଅନ୍ତୁ । ଏହିପରି ଜ୍ଯୋତିଷ ସମ୍ବନ୍ଧୀୟ ବିବରଣୀ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *