“ଦୟା କରନ୍ତୁ ! ଆପଣଙ୍କ ଟଙ୍କାଏ ଲେଖାଏଁ ସାହାଯ୍ୟ ବି ମୋ ସ୍ବାମୀଙ୍କୁ ବଞ୍ଚେଇଦେବ” ବିକଳ ହେଇ ଅଭିଷେକଙ୍କ ପତ୍ନୀ ସୋସିଆଲ ମିଡିଆରେ ଏମିତି କଲେ ଆକୁଳ ନିବେଦନ, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ବର୍ତ୍ତମାନ କରୋନା ମ-ହା-ମା-ରୀ ଦ୍ଵାରା ଭାରତ ଓ ଅନ୍ୟାନ୍ୟ ଦେଶ ଗୁଡିକ ରେ ମଧ୍ୟ ମୃ-ତ୍ୟୁ ର ତାଣ୍ଡବ ଦେଖିବାକୁ ମିଳୁଛି । ଏହିପରି ସମୟ ରେ ଅର୍ଥ ଅଭାବ ରୁ ଜଣେ କରୋନା ରୋଗୀ ମୃ-ତ୍ୟୁ ସହିତ ଲ-ଢେ-ଇ କରୁଥିବାର ଚିତ୍ର ବର୍ତ୍ତମାନ ସାମ୍ନା କୁ ଆସିଛି ।

କରୋନା ରେ ଗୁରୁତର ଭାବରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ଅଭିଷେକ ମହାପାତ୍ର ଙ୍କ ପାଇଁ ବର୍ତ୍ତମାନ ଅର୍ଥ ବାଧକ ସାଜିଛି । ଅଭିଷେକ ଙ୍କ ଚିକିତ୍ସା ପାଇଁ ବର୍ତ୍ତମାନ ବହୁତ ପରିମାଣ ରେ ଅର୍ଥ ର ଆବଶ୍ୟକ ରହିଛି । ଏହି ସମୟ ରେ ତାଙ୍କ ପତ୍ନୀ କହିଛନ୍ତି ଯଦି ସାଢ଼େ ୪କୋଟି ଓଡିଶା ବାସୀ ତାଙ୍କୁ ଟଙ୍କାଟିଏ ଲେଖାଏଁ ମଧ୍ୟ ସାହାଯ୍ୟ କରିବେ ତେବେ ତାଙ୍କ ପତି ବଂଚିଯିବେ ବୋଲି ସମସ୍ତ ଙ୍କୁ ପାର୍ଥନା କରି କହିଛନ୍ତି ।

ଅଭଷେକ ଙ୍କ ଚିକିତ୍ସା ପାଇଁ ପୂର୍ବ ରୁ ତାଙ୍କ ପତ୍ନୀ ସୋସିଆଲ ମିଡ଼ିଆ ରେ ସମସ୍ତ ଙ୍କୁ କିଛି ଅର୍ଥ ସାହାଯ୍ୟ କରିବା ପାଇଁ କହିଥିଲେ । ବର୍ତ୍ତମାନ ତାଙ୍କ ପାଖରେ କିଛି ପରିମାଣ ର ସହାୟତା ରାଶି ମଧ୍ୟ ପହଁଚିସାରିଛି । କିନ୍ତୁ ତାଙ୍କୁ ନିଜର ପତି ଙ୍କ ଚିକିତ୍ସା ପାଇଁ ଆହୁରି ମଧ୍ୟ ଅର୍ଥ ଆବଶ୍ୟକ ବୋଲି କହିଛନ୍ତି । ଅଭିଷେକ ଙ୍କ ବିବାହ ର ୮ ଦିନ ପରେ ହିଁ ସେ କରୋନା ରେ ଆକ୍ରାନ୍ତ ହୋଇଥିଲେ ।

ପୂର୍ବ ରୁ ସେ ଅଭିଷେକ ଙ୍କ ଚିକିତ୍ସା ପାଇଁ ନିଜ ପାଖରେ ଥିବା ସମସ୍ତ ଟଙ୍କା କୁ ଖର୍ଚ୍ଚ କରିସାରିଛନ୍ତି । ଏବେ ତାଙ୍କର ଚିକିତ୍ସା ପାଇଁ ତାଙ୍କୁ କୋଲକାତା କୁ ସ୍ଥାନାନ୍ତର କରିବାକୁ ପଡିବ ବୋଲି ଡାକ୍ତର ମାନେ କହିଛନ୍ତି ।

ଅଭିଷେକ ଙ୍କୁ ବାୟୁ ମାର୍ଗ ରେ କୋଲକାତା ନେବା ପାଇଁ ପ୍ରାୟ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେବା ସହିତ ସେ କୋଲକାତା ରେ ଯେଉଁ ହସ୍ପିଟାଲରେ ଚିକିତ୍ସା ହେବେ ସେହି ହସ୍ପିଟାଲରେ ମଧ୍ୟ ଏକ କୋଟି ରୁ ଅଧିକ ଟଙ୍କା ଖର୍ଚ୍ଚ ହେବ ।

ତାଙ୍କ ମାଆ ମଧ୍ୟ କହିଛନ୍ତି ଯେ ଏପର୍ଯ୍ୟନ୍ତ ବାହାରୁ କୌଣସି ସହାୟତା ରାଶି ତାଙ୍କ ପାଖରେ ପହଂଚି ନାହିଁ କେବଳ ତାଙ୍କ ସମ୍ପର୍କୀୟ ଓ ବନ୍ଧୁବାନ୍ଧବ ମାନେ କିଛି ଟଙ୍କା ତାଙ୍କୁ ସାହାଯ୍ୟ କରିଛନ୍ତି ।

କିନ୍ତୁ ସେତିକି ଟଙ୍କା ଚିକିତ୍ସା ପାଇଁ ଯଥେଷ୍ଟ ନୁହେଁ । ଏତେ ଗୁଡିଏ ଟଙ୍କା ତାଙ୍କ ପାଇଁ ସ୍ୱପ୍ନ ସଦୃଶ ଅଟେ । ତେଣୁ ତାଙ୍କ ପତି ଙ୍କୁ ବଞ୍ଚାଇବା ପାଇଁ କେବଳ ଗୋଟିଏ ଟଙ୍କା ସମସ୍ତ ଓଡିଶା ବାସୀ ଦାନ କରିବାକୁ ତାଙ୍କ ପତ୍ନୀ ମିଡ଼ିଆ ରେ ଆକୁଳ ପ୍ରାର୍ଥନା କରିଛନ୍ତି ।

ତେବେ ବନ୍ଧୁଗଣ ଆପଣ ମାନେ ଏହାକୁ ଅଧିକ ରୁ ଅଧିକ ମାତ୍ରାରେ ଶେୟାର କରନ୍ତୁ ଯାହା ଦ୍ଵାରା ତାଙ୍କୁ କିଛି ସାହାର୍ଯ୍ୟ ମିଳି ପାରିବ ଓ ସେ ନିଜ ସ୍ଵାମୀ ଙ୍କୁ ଫେରି ପାଇବେ । ଆଶା କରୁଛି ଆପଣ ମାନେ ନିଶ୍ଚୟ ଏଥିରେ ନିଜର ସହଯୋଗ ଦେବେ । ଧନ୍ୟବାଦ

Leave a Reply

Your email address will not be published. Required fields are marked *