ରାଜଲକ୍ଷ୍ମୀ କହିଲେ ‘ମୋ ସ୍ଵାମୀ ମୋ ବେଡରେ ଅନ୍ୟ ସହ ମିଶନ୍ତି, ମୁଁ ଏସବୁ ଦେଖିଲା ପରେ ସେ ମତେ କହିଲେ କି ତୁ ଯଦି ଏସବୁ…’

ବନ୍ଧୁଗଣ, ସୂଚନା ଅନୁଯାୟୀ dehaଜୀବୀ ରୁ ସମାଜସେବୀ ପାଲଟିଥିବା ରାଜଲକ୍ଷ୍ମୀ ନିଜ ଜୀବନ କାହାଣୀ ସମ୍ବନ୍ଧରେ କିଛି କଥା ସେୟାର କରିଛନ୍ତି । ତାଙ୍କ ଜୀବନ ଯେ କେତେ ସଂଘର୍ଷମୟ ତାହା ସେ ମିଡିଆ ଆଗରେ ରାଜ୍ୟବାସୀ ଙ୍କୁ ଜଣାଇଛନ୍ତି । ତେବେ ଆସନ୍ତୁ ଜାଣିନେବା ରାଜଲକ୍ଷ୍ମୀ ଙ୍କର ସଂଘର୍ଷର କାହାଣୀ ସମ୍ବନ୍ଧରେ । ଭଲ ମଣିଷ ହିସାବରେ ରାଜଲକ୍ଷ୍ମୀ ଏବେ ଏକ ଖରାପ ଚରିତ୍ର ହୋଇଗଲେ ।

ଏହାକୁ ନେଇ ରାଜଲକ୍ଷ୍ମୀ କହିଛନ୍ତି ଯେ ସେ ଏହି ମୁକୁଟକୁ ପିନ୍ଧି ଦେଇଛନ୍ତି । ମଶାଣିକୁ ଗଲା ପର୍ଯ୍ୟନ୍ତ ଏହି ରାଣୀ ମହୁମାଛିର ମୁକୁଟଟିକୁ ସେ କାଢି ପାରିବେ ନାହିଁ । ସେ କ’ଣ ବା କରିବେ କାନ୍ଦ ଭିତରେ ମଧ୍ୟ ତାଙ୍କୁ ହସ ଲାଗୁଛି । ସେ ଯେତେବେଳେ ବେପାର ଆରମ୍ଭ କରିଲେ ସେତେବେଳେ ଅଲଗା ଝିଅକୁ ବାହାରୁ ଆଣନ୍ତି ନାହିଁ ।

କିନ୍ତୁ କିଏ ଆସି ରାଜଲକ୍ଷ୍ମୀ ଙ୍କ ରୁମ ମାଗିଲେ ରାଜଲକ୍ଷ୍ମୀ ସେମାନଙ୍କୁ ରୁମ ଦେଇ ସେମାନଙ୍କ ଠାରୁ ପଇସା ରଖି ନିଅନ୍ତି । ଶୋଭନୀୟ ଶିକ୍ଷାଶ୍ରମର ଜଣେ ମହିଳା ଆସିଥିଲେ ନିଜ ଛୋଟ ପୁଅଟିକୁ ନେଇ ରାଜଲକ୍ଷ୍ମୀ ଙ୍କ ପାଖକୁ ଏବଂ କହିଥିଲେ ଯେ ତାଙ୍କୁ କେଉଁ ଆଡକୁ କାମରେ ପଠାଇବାକୁ । ରାଜଲକ୍ଷ୍ମୀ ଉକ୍ତ ମହିଳା ଜଣଙ୍କୁ କହିଥିଲେ ଯେ ଏହି ରାସ୍ତାକୁ ଆଦୌ ଜାଅନି ।

ଶୋଭନୀୟ ଶିକ୍ଷାଶ୍ରମ କୁ ରାଜଲକ୍ଷ୍ମୀ ନେଇ ଯାଇଥିଲେ ସେହି ମହିଳା ଏବଂ ତାଙ୍କ ପୁଅ କୁ କହିଥିଲେ ଯେ ଏଠାରେ ରହିବାକୁ କହିଲେ । ସେଠାରେ ରୋଷେଇ କରି 1000 ଟଙ୍କା ମଧ୍ୟ ଦେବେ ବୋଲି କହିଲେ ଏବଂ ମହିଳାଙ୍କ ପୁଅର ପାଠପଢାକୁ ସଂପୂର୍ଣ୍ଣ ଭାବରେ ସେଠାରେ ଫ୍ରି କରାଇ ଦେଇଥିଲେ ରାଜଲକ୍ଷ୍ମୀ । ରାଜଲକ୍ଷ୍ମୀ ଏହା ମଧ୍ୟ କହିଛନ୍ତି ଯେ ତାଙ୍କର କେହି ସାହା ଭରଷା ନଥିଲେ ଏବଂ ସେ କିଛି ଜାଣିନଥିଲେ ବୋଲି ଏଠିସେଠି 4 ମାସ ବୁଲିବା ପରେ ବେପାର କରିବାକୁ ଲାଗିଲେ ।

କିନ୍ତୁ ମହିଳା ଜଣଙ୍କୁ ଉଚିତ ରାସ୍ତା କୁ ଯିବାଲାଗି ରାଜଲକ୍ଷ୍ମୀ ପରାମର୍ଶ ଦେଇଥିଲେ । ଶୋଭନୀୟ ଶିକ୍ଷାଶ୍ରମରେ 2 ବର୍ଷ ରହିବା ପରେ ଅନ୍ୟତ୍ର କେଉଁଠାରେ ସେହି ମହିଳା କାମ କରୁଛନ୍ତି ବୋଲି ରାଜଲକ୍ଷ୍ମୀ କହିଥିଲେ । ରାଜଲକ୍ଷ୍ମୀ ନିଜ ସ୍ଵାମୀ ଙ୍କୁ ଡିଭୋର୍ସ ଦେଇଛନ୍ତି ଏହା ସମ୍ବନ୍ଧରେ ସେ କହିଛନ୍ତି ଯେ ତାଙ୍କ ସ୍ଵାମୀ ତାଙ୍କ ସହିତ ପ୍ରଥମ ବିବାହ ସମୟରୁ ହିଁ ସବୁବେଳେ ଅନ୍ୟ ଝିଅଙ୍କ ସହିତ ତାଙ୍କ ବେଡରେ ମଧ୍ୟ ଆଣି ସମ୍ପର୍କ ରଖନ୍ତି ।

ତାଙ୍କ ସ୍ଵାମୀ ସମୁଦାୟ 4 ଜଣଙ୍କୁ ବାହା ହୋଇଛନ୍ତି । ତେବେ ଏହିଭଳି ନିଜ ଜୀବନରେ ଘଟିଯାଇଥିବା କିଛି ଘଟଣା ସମ୍ବନ୍ଧରେ କହିଥିଲେ ରାଜଲକ୍ଷ୍ମୀ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *