‘ମୋ ସାଙ୍ଗ ସହ ଶୋଇଥିଲା ମୋ ସ୍ତ୍ରୀ, ମୁଁ ଯେତେବେଳେ ଏସବୁ ଦେଖିଦେଲି ଦୁହିଁଙ୍କୁ ଟାଣି ଆଣି ନିର୍ଦ୍ଧୁମ…’

ବନ୍ଧୁଗଣ, ସୂଚନା ଅନୁଯାୟୀ ବାଲେଶ୍ଵର ଜିଲ୍ଲା ସ୍ଵର ଅଞ୍ଚଳରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି । ଖନ୍ତାପଡା ଥାନା ବଡ ଗାଁ ଅଞ୍ଚଳର ସୁଧାକର ମଳିକ ସେହି ଅଞ୍ଚଳର ନିଜ ବନ୍ଧୁ ସୌମ୍ୟ ରଞ୍ଜନ ମଳିକଙ୍କ ସ୍ତ୍ରୀ କୁ ଦୁଇମାସ ତଳେ ନେଇ ସ୍ଵର ଅଞ୍ଚଳରେ ଏକ ଘର ଭଡା ନେଇ ରହୁଥିଲେ । ମାତ୍ର ଆଜି ସୁଧାକର ନେଇ ଆସିଥିବା ସେହି ସାଙ୍ଗର ସ୍ତ୍ରୀ କୁ ସାଙ୍ଗରେ ଧରି ବ୍ୟାଙ୍ଗଲୋର ଯିବାକୁ ବାହାରିଥିଲେ ।

ଆଉ ସେତିକି ବେଳେ କୌଣସି ସୂତ୍ରରେ ଖବର ପାଇଯାଇଥିଲା ବନ୍ଧୁ ସୌମ୍ୟ ରଞ୍ଜନ । ଆଉ ସେ ସିଧା ପହଞ୍ଚିଥିଲା ସେହି ଭଡାଘରେ । ଯେଉଁଠାରେ ତାଙ୍କ ବନ୍ଧୁ ସ୍ତ୍ରୀ କୁ ନେଇ ରଖିଥିଲେ । ସ୍ଵାମୀ ଜଣକ ସ୍ତ୍ରୀ ଏବଂ ବନ୍ଧୁ ଙ୍କୁ ଏକା ସହିତ ଧରିଦେଲେ । ଏହା ପରେ ନିର୍ଦ୍ଧୂମ ମ-ଆଡ ମ-ଆରିଲେ । ହାତଗୋଡ ବାନ୍ଧି ଧୂମ ପ-ଇଟିଲେ । ପୂର୍ବରୁ ସ୍ତ୍ରୀ ନିଖୋଜ ଥିବା ନେଇ ସୌମ୍ୟ ରଞ୍ଜନ ଖନ୍ତାପଡା ଥାନାରେ ଅଭିଯୋଗ କରିଥିଲେ ।

ଆଉ ଦୁଇମାସ କାଳ ଶାନ୍ତିରେ ଶୋଇନଥିଲେ ସବୁବେଳେ ଖୋଜୁଥିଲେ ସ୍ତ୍ରୀ ଗଲା କୁଆଡେ, ସେ କେବେ ମଧ୍ୟ ଭାବିପାରି ନଥିଲେ ଯେ ଯେଉଁ ସାଙ୍ଗ ବସୁଥିଲା, ଖାଉଥିଲା, ଉଠୁଥିଲା ସେହି ସାଙ୍ଗ, ସାଙ୍ଗ ସହିତ ଏହିଭଳି ବିଶ୍ଵାସଘାତକ କରିବ । ଆଉ ସ୍ତ୍ରୀ କୁ ମଧ୍ୟ ମାନିବାକୁ ପଡିବ ସ୍ତ୍ରୀ ଜଣକ ସ୍ଵାମୀ ଙ୍କ ହାତ ସାତ ଜନ୍ମ ପାଇଁ ଧରିଥିଲା ଆଉ ଜାଣିଥିଲା ସେ ତା’ ସାଙ୍ଗ, ମାତ୍ର ତଥାପି ସାଙ୍ଗ ସହିତ ଫେରାର ହୋଇଗଲା ।

ଏହାକୁ ସହି ପାରି ନଥିଲେ ସାଙ୍ଗ । ପୋଲିସ ନିଖୋଜ ସୌମ୍ୟ ରଞ୍ଜନଙ୍କ ସ୍ତ୍ରୀ ଙ୍କର କୌଣସି ପତା ପାଉନଥିବା ବେଳେ ସୌମ୍ୟ ରଞ୍ଜନ ସେମାନଙ୍କୁ ଘୋଷାଡ଼ି ଘୋଷାଡ଼ି ଏକ ଅଟୋରେ ନେଇ ଖନ୍ତାପଡା ଥାନାରେ ଜିମା ଦେଇଛନ୍ତି । ସ୍ତ୍ରୀ ଙ୍କ ଘରଲୋକ କହିଛନ୍ତି ଯେ ଦୁଇ ମାସ ହେବ ନିଖୋଜ ହୋଇଥିଲେ । ଖୋଜାଖୋଜି ମଧ୍ୟ ବହୁତ ହୋଇଥିଲା ଥାନା ରେ ଫଟୋ ମଧ୍ୟ ଦିଆ ହୋଇଥିଲା ।

ପୋଲିସ ଆଶ୍ଵାସନା ଦେଇଥିଲେ ଯେ ଆମେ ଖୋଜିକି କାଢିବୁ । ମାତ୍ର ଖବର ପାଇଲେ ଯେ ରାତିରେ କେଉଁ ହୋଟେଲରେ 3 ରୁ 4 ଦିନ ହେବ ରହିଥିଲେ ଏବଂ ବାହାରକୁ ଯିବାର ପ୍ଲାନିଂ ମଧ୍ୟ ରହିଥିଲା ଉଭୟଙ୍କର । ସବୁର ଖବର ପାଇ ଧାଇଁ ଗଲେ ସ୍ତ୍ରୀ ଏବଂ ସାଙ୍ଗ ପାଖକୁ ସ୍ଵାମୀ ଏବଂ ତାଙ୍କୁ ଧରି ଥାନାକୁ ନେଇଗଲେ । ଏଭଳି ସାଙ୍ଗ ଏବଂ ସ୍ତ୍ରୀ ଥିବା ଯାହା ନ ରହିବା ତାହା ଅଟେ । ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *