Archana ଙ୍କ ଗ୍ରାହକଙ୍କ ଲିଷ୍ଟ ଦେଖି ବଡ ବଡ ପୋଲିସ ଅଧିକାରୀ ବି ଛାନିଆ ! ମାଗୁଛନ୍ତି ଛୁଟି…ଦେଖନ୍ତୁ ଏହି Special Report

ବନ୍ଧୁଗଣ, ସୂଚନା ଅନୁଯାୟୀ ସିଣ୍ଡିକେଟ ର ମାଲିକାଣୀ ଅର୍ଚ୍ଚନା ଏବେ ଜେଲରେ । ବର୍ତ୍ତମାନ ତାଙ୍କ ଗ୍ରହକଙ୍କ ନାମ ସାମ୍ନା କୁ ଆସିବ ତ ? ବିଜେଡି ଙ୍କ ବଡ ବଡ ନେତା ଙ୍କ ସହିତ ଥିଲା ଅର୍ଚ୍ଚନା ଙ୍କ ସମ୍ପର୍କ । ବଡ ବଡ ନାମ ଶୁଣି ପୋଲିସ ମଧ୍ୟ ଚାପରେ । ବଡ ଅଧିକାରୀ ବର୍ତ୍ତମାନ କୁଆଡେ ଛୁଟି ମାଗୁଛନ୍ତି ଏହି ମାମଲାରୁ ଦୂରେଇ ରହିବାକୁ ଚାହୁଁଛନ୍ତି । ଅର୍ଚ୍ଚନା ନାଗ ପାୱାରଫୁଲ ଲୋକ ମାନଙ୍କ ପାୱାରରେ ଚଳାଉ ଥିଲେ ସେକ-ସ ରଆ-କେଟ ।

ବଡ ବଡ ନେତା ତଥା ମନ୍ତ୍ରୀ ଙ୍କ ସହିତ ଥିଲା ଅର୍ଚ୍ଚନା ଙ୍କର ଉଠିବା ବସିବା । ରାଜ୍ୟ ବାହାର ଅତିଥି ଙ୍କୁ ମଧ୍ୟ କରାଯାଉଥିଲା ଟାର୍ଗେଟ । କିନ୍ତୁ ଅର୍ଚ୍ଚନା ଙ୍କ ଗିରଫ ପରେ ସମସ୍ତଙ୍କ ମନରେ ବର୍ତ୍ତମାନ ଛନକା ପଶିଛି । ଗ୍ରହକଙ୍କ ତାଲିକା ପ୍ରଘଟ ହେଲେ କୁଆଡେ ଥରି ଉଠିବ ଓଡିଶା ରାଜନୀତିର ମେରୁଦଣ୍ଡ । ନିରପେକ୍ଷ ତଦନ୍ତ ର ଭାର ଯାହା ଉପରେ ସେମାନେ ମଧ୍ୟ ଚାପରେ ଚେପା ।

ଭୁବନେଶ୍ବରର କିଛି ବରିଷ୍ଠ ଥାନା ଅଧିକାରୀ ଛୁଟି ରେ ଥିବା ବେଳେ ଆଉ କିଛି ବରିଷ୍ଠ ଅଧିକାରୀ କୁଆଡେ ଛୁଟି ରେ ଯିବା ପାଇଁ ଚେଷ୍ଟା ଚଳାଇଛନ୍ତି । ସାଧାରଣତ ସବୁ ଘଟଣାରେ ପ୍ରଥମେ ମିଡିଆ ଏହାପରେ ପୋଲିସ ପହଞ୍ଚି ଥାଏ । ମାତ୍ର ଏହି ଘଟଣା ରେ ବ୍ୟତିକ୍ରମ ଦେଖିବାକୁ ମିଳିଥିଲା । ତେବେ କିଛି ଏଭଳି କହି ସାସାକ ଦଳ କୁ ଟାର୍ଗେଟ କରିଛି ବିଜେପି ।

ବିଜେପି ନେତା ବାବୁ ସିଂ କହିଛନ୍ତି ଯେ ଏହି ଘଟଣା ରେ ପୋଲିସ ବର୍ତ୍ତମାନ ନୀରବ କାହିଁକି ରହିଛି ? ଅନେକ ସୂତ୍ରରୁ ଶୁଣିବାକୁ ମିଳିଛି ଯେ ଏଥିରେ ଅନେକ ବଡ ବଡିଆ ଲୋକଙ୍କର ହାତ ଅଛି । ତେବେ ଯେଉଁମାନେ ଅଛନ୍ତି ସେମାନେ ଆସି ସ୍ପଷ୍ଟୀକାରଣ ଦିଅନ୍ତୁ ଯେ କିଏ ଫସିଛନ୍ତି ? ଜଗବନ୍ଧୁ ନିଜ ଫେସବୁକ ଆକାଉଣ୍ଟ ରେ ବିଜେପିର କର୍ମକର୍ତ୍ତା ବୋଲି ପକାଇଛନ୍ତି ।

ତେବେ ଖବର ଅନୁସାରେ ପାଖାପାଖି ୨୫ ଜଣ ବିଧାୟକ ଏବଂ ମନ୍ତ୍ରୀ ସେହି ଘରକୁ ଯାଇଛନ୍ତି । ଅର୍ଚ୍ଚନା ଙ୍କ ସ୍ଵାମୀ ବିଜେଡି ରେ ସମ୍ପୃକ୍ତି ଥିବାବେଳେ ଶାସକ ଦଳ ବର୍ତ୍ତମାନ ଚିନ୍ତା ରେ ପଡିଛି । ବର୍ତ୍ତମାନ ପ୍ରଶ୍ନ ହେଉଛି ଯେ ଏହି ରଆ-କେଟରେ ସମ୍ପୃକ୍ତ ସମସ୍ତ ବ୍ୟକ୍ତି ଙ୍କ ନାଁ ସାମ୍ନା କୁ ଆସିପାରିବ କି ? କାହିଁକି ଏହି ମାମଲାରୁ ଦୂରେଇ ରହିବାକୁ ଚାହୁଁଛନ୍ତି ପୋଲିସ ବାବୁ ସେ ନେଇ ପ୍ରଶ୍ନ ଉଠୁଛି । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *