deha ଆଉ ଘରକୁ ଭଡା ଦେଇ ଅର୍ଚ୍ଚନା କରିଥିଲା ଶଙ୍ଖ ମଲ ମଲ ରାଜ ଉଆସ…ଘର ଭିତରର ଦୃଶ୍ୟ ଦେଖିଲେ ଆଖି ଖୋସି ହେଇଯିବ…

ବନ୍ଧୁଗଣ, ସୂଚନା ଅନୁଯାୟୀ ଆପଣ ମାନେ ସମସ୍ତେ ଅର୍ଚ୍ଚନା ନାଗ ଏବଂ ତାଙ୍କ ସ୍ଵାମୀ ଜଗବନ୍ଧୁ ଚାନ୍ଦ ଙ୍କ କଳା କାରନାମା କୁ ନିଶ୍ଚିତ ଭାବରେ ଜାଣିଥିବେ । ଭଡା ଭଡା ରେ ରାଜପ୍ରସାଦ, କେତେବେଳେ ଘରକୁ ଭଡାରେ ଲଗାଇ ତ ଆଉ କେତେବେଳେ ଦେହକୁ ଭଡାରେ ଲଗାଇ ଅର୍ଚ୍ଚନା ରୋଜଗାର କରୁଥିଲେ ପୁଳାପୁଳା ଟଙ୍କା, ବସ୍ତା ବସ୍ତା ଟଙ୍କା, ଆଉ ସେହି ଭଡା ଟଙ୍କା ରେ ଶଙ୍ଖ ମଲମଲ ରାଜ ଉଆସ କରିଥିଲେ । ଭଡା ଟଙ୍କାରେ ଘର ତଥା ରାତି ମଧ୍ୟ ରଙ୍ଗୀନ ହେଉଥିଲା ।

ତେବେ ଅର୍ଚ୍ଚନା ଙ୍କ ଘର ଦିନରେ ଭଡା ଲାଗୁଥିଲା ଏବଂ ତାହାର ଦାମ ଥିଲା ୨୦ ହଜାର ଟଙ୍କା । ଅର୍ଚ୍ଚନା ତଥା ତାଙ୍କ ସାଙ୍ଗସାଥି ମାନେ ରାତିରେ ଭଡା ଲାଗୁଥିଲେ । ଆଉ ତାହାର ଦାମ ୫୦ ହଜାରରୁ ୧ ଲକ୍ଷ ଟଙ୍କା ବୋଲି ଚର୍ଚ୍ଚା କରାଯାଉଅଛି । ଏହି ଘରକୁ ଭଡା ନେଉଥିଲେ ସିନେମା ପ୍ରଯୋଜକ ମାନେ । ଏବଂ ଏହି ଘରେ ସିନେମା ଏବଂ ସିରିୟଲ ସୁ-ଟି-ଙ୍ଗ ହେଉଥିଲା ।

ସବୁଠାରୁ ବଡ କଥା ହେଉଛି ଘର ବାବଦକୁ ସେ ଯେଉଁ ଟଙ୍କା ନେଉଥିଲେ ସେଥିରେ ନଥିଲା ବିଜୁଳି ବିଲ । ବିଜୁଳି ବିଲ ଅଲଗା ଦେଉଥିଲେ ସିନେମା ପ୍ରଯୋଜକ । ଆଉ ସେହି ସମୟରେ ଯଦି ମନ ଦିଆନିଆ ହେଲା ତଥା ଭାବର ଆଦାନ ପ୍ରଦାନ ହେଲା ତେବେ ସେ ରାତି ରଙ୍ଗୀନ ହେଉଥିଲା । ମାତ୍ର ଆଉଟିକେ ଅଧିକା କଷ୍ଟରେ ଅଧିକା ପଇସାରେ ତଥା ଅଧିକା ଭଡା ରେ ।

ଆଉ ଏହାପରେ ରାତିପାହି ସକାଳ ହେଲା ବେଳକୁ ଲୋକେ କୁହନ୍ତି ଯେ ରାତିରେ ଯାଇ ଆଣିଲା । ଏହାପରେ ବଢି ବଢି ଚାଲିଲା ମିଛ ସାମ୍ରାଜ୍ୟ । ଆଉ ଏଥିପାଇଁ ଅର୍ଚ୍ଚନା ଏତେ କମ ସମୟ ମଧ୍ୟରେ କୋଟି କୋଟି ଟଙ୍କା ରୋଜଗାର କରି ପାରିଲେ । ଅମାପ ସମ୍ପତ୍ତି ର ଅଧିକାରୀ ମଧ୍ୟ ହୋଇପାରିଲେ । ମାତ୍ର ଏ କଥା କୁ କେହି ମଧ୍ୟ ସହଜରେ ଗ୍ରହଣ କରି ପାରୁ ନାହାଁନ୍ତି ।

ସମସ୍ତଙ୍କର ସେହି ପେନଡ୍ରାଇଭରେ ଥିବା ଫଟୋ ଏବଂ ଭିଡିଓ ଉପରେ ନଜର ଯେଉଁ ପେନଡ୍ରାଇଭ କୁ ପୋଲିସ ଅର୍ଚ୍ଚନା ଙ୍କ ଠାରୁ ଜବତ କରିଛି । ସେହି ପେନ ଡ୍ରାଇଭ ରେ କେଉଁ ସବୁ ପ୍ରଭାବଶାଳୀ ଲୋକଙ୍କର ଫଟୋଚିତ୍ର ରହିଛି ସେ ସବୁକୁ ଜାଣିବା ନିମନ୍ତେ ଲୋକ ଙ୍କ ମଧ୍ୟରେ ଆଗ୍ରହ ବଢି ଗଲାଣି । ଏହା ବର୍ତ୍ତମାନ ଦେଖିବାକୁ ବାକି ରହିଲା ଯେ ଏହିସବୁ ଚିତ୍ର ତଥା ଭିଡିଓ କେବେ ସାମ୍ନା କୁ ଆସୁଛି ? ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *