ବର୍ଷରେ ବୁଡ଼ିଲା ରାଜଧାନୀ Bhubaneswar….ଦେଖନ୍ତୁ Video

ବନ୍ଧୁଗଣ ବର୍ତ୍ତମାନର ଡିଜିଟାଲ ଦୁନିଆରେ ଏପରି ସବୁ ଘଟଣା ଘଟୁଛି ଯାହା ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଳଟୁଛି । ତେବେ ଏ ଦୁନିଆରେ ସମସ୍ତ ଲୋକ ସୋସିଆଲ ମିଡିଆ ସହ ଜଡିତ ଅଛନ୍ତି ଆଉ ଏହି ସବୁ ଆଶ୍ଚର୍ଯ୍ୟ ଜନକ ଘଟଣା ଗୁଡିକ ଯେକୌଣସି ସ୍ଥାନରେ ରହି ଦେଖି ପାରୁଛନ୍ତି । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଘଟଣାର ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେବାରେ ଲାଗିଛି ।

ଏହି ଭିଡିଓ ବିଷୟରେ ଜାଣିଲେ ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ବନ୍ଧୁଗଣ ଭାଇରାଲ ହେଉଥିବା ଭିଡିଓରେ ରାସ୍ତା ଘାଟରେ ଉବୁଡୁବୁ ପାଣି ଭର୍ତ୍ତି ହୋଇ ରହିଛି । ରୋଡ ସାଇଡରେ ଥିବା ଏକ ସ୍କୁଟି ସଂପୂର୍ଣ୍ଣ ରୂପେ ପାଣିରେ ବୁଡି ଯାଇଛି ।

ବନ୍ଧୁଗଣ ସେଠାରେ କିଛି ଲୋକ ଆଣ୍ଠୁଏ ଆଣ୍ଠୁଏ ପାଣିରେ ଚଳ ପ୍ରଚଳ କରୁଛନ୍ତି ତାହା ବି ରୋଡ ସାଇଡ ଦେଇ । ରୋଡ ମଝିରେ ପାଣି ଉବୁଡୁବୁ ହେଉଛି । କିଛି ସମୟ ପରେ ସେହି ରାସ୍ତାରେ ଏକ ଟ୍ରାକ୍ଟର ଗାଡିଟି ଆସୁଛି ଟ୍ରାକ୍ଟର ଗାଡିରେ ପାଣିରେ ଅଧା ବୁଡି ଯାଉଛି ଯାହା ଦେଖି ଡ୍ରାଇଭର ବି ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି ।

କିଛି ବାଟ ପାଣିରେ ଯିବା ପରେ ଟ୍ରାକ୍ଟରଟି ରାସ୍ତା ମଝିରେ ଅଟକି ଯାଉଛି ଆଉ ପଛକୁ ଯାଉଛି । ତେବେ ବନ୍ଧୁଗଣ ଏଭଳି ଦୃଶ୍ୟ ଆଜି ରାଜଧାନୀ ଭୁବନେଶ୍ବରରେ ଦେଖିବାକୁ ମିଳିଛି । ଭୁବନେଶ୍ବର କଣ ସତରେ ରାଜଧାନୀ ନା କେବଳ ନାଁକୁ । ଆଜି ସକାଳୁ ରାଜ୍ୟର ଅନେକ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି । ତେବେ ଏହି ବର୍ଷାର ପ୍ରଭାବ ଅନେକ ଜିଲ୍ଲାରେ ଦେଖିବାକୁ ମିଳିଛି ।

ହେଲେ ବନ୍ଧୁଗଣ ରାଜଧାନୀ ଭଳି ସହରରେ ଏଭଳି ଘଟଣା ଘଟିବା ଅତ୍ୟନ୍ତ ଲଜ୍ୟା ଜନକ । ଏଠାରେ ବର୍ଷା ପାଣି ଏତେ ପରିମାଣରେ ଭର୍ତ୍ତି ହୋଇଛି ଯେ, ଗୋଟେ ଦୁଇ ଚକିଆ ଗାଡି ପାଣିରେ ବୁଡି ଯାଇଛି । ଆଉ ବଡ ଗାଡି ଗୁଡିକ ଭୟରେ ରୋଡ କ୍ରଶ କରିପାରୁ ନାହାନ୍ତି । ତେବେ ଏହି ଭିଡିଓକୁ ନେଇ ଏବେ ସବୁ ଆଡେ ଚର୍ଚ୍ଚା ଜୋର ଧରିଛି । ତା ହେଲେ ବନ୍ଧୁଗଣ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *