ରାଜଧାନୀ Bhubaneswar ରେ ଉତୁପାତିଆଙ୍କ ଟେରର, ଶୁନଶାନ ରାତିରେ ସୈତାନିଗିରି ର ଭିଡିଓ କଲେ ଭାଇରାଲ, ଏହି ଭାଇରାଲ Video ଦେଖିଲେ ଆପଣଙ୍କୁ ବି ଭୟ ଲାଗିବ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ରାଜଧାନୀ ରେ ର-କ୍ତ ଚ-ରି-ତ୍ର । କ୍ରା-ଇ-ମ ଆ-କ୍ସ-ନ ୱାଲା ରି-ଲ ଭିଡିଓ । କେତେବେଳେ ବ୍ଲା-ଙ୍କ ଫା-ୟ-ରିଂ ତ କେତେବେଳେ ନବାଵ ଷ୍ଟାଇଲ ରେ ଚାଲି । ଏପରିକି ସୁନସାନ ରାତିରେ ସୈ-ତା-ନି-ଗି-ରି ର ଭା-ଇ-ରା-ଲ ଭିଡିଓ । ଏମାନେ ହେଉଛନ୍ତି ଜଣେ କ୍ରି-ମି-ନା-ଲ । ଯାହାର ଗ୍ୟାଙ୍ଗ ର ନାଁ ରହିଛି କେବିଏନ । ଅର୍ଥାତ କୋଇ ଭାଇ ନହିଁ । ଗତ ୨୧ ତାରିଖ ରେ ସିଆରପି ଛକ ରେ ଜଣେ ଯୁବକ ଙ୍କୁ ଆ-କ୍ର-ମ-ଣ ପର ଠାରୁ ସାମ୍ନା କୁ ଆସିଛି ଏହି ଗ୍ୟା-ଙ୍ଗ ।

ଯାହାର ମୁଖ୍ୟ ଦେଉଛନ୍ତି ବୁବୁ ଜେନା ଏବଂ ପାପୁନି । ବୁବୁ ଜେନା ଜଣେ ପୋଲିସ କର୍ମଚାରୀ ଙ୍କ ପୁଅ । ଆଉ ଦକ୍ଷିଣୀ ଷ୍ଟାଇଲ ରେ ପାଟି ରେ ଭୁ-ଜା-ରୀ ଧ-ରି ସ୍ଲୋ ମୋସନ ରେ ଏଣ୍ଟ୍ରି କରୁଥିବା ଯୁବକ ହେଉଛନ୍ତି ରାହୁଲ । ଯାହାକୁ ଗି-ର-ଫ କରିଛି କମିଶନରେଟ ପୋଲିସ । ଏହି ଭା-ଇ-ରା-ଲ ଭିଡିଓ ସାମ୍ନା କୁ ଆସିବା ପରେ ଚାରି ରୁ ଅଧିକ ଙ୍କୁ ପୋ-ଲି-ସ ବା-ନ୍ଧି ସାରିଲାଣି । ତାହା ସହିତ ବହୁ ମା-ର-ଣା-ସ୍ତ୍ର ବି ଜ-ବ-ତ କରିଛି ।

କେବିଏନ ଗ୍ୟା-ଙ୍ଗ ର ଏଭଳି ଆ-ତ-ଙ୍କ-ରା-ଜ ଭିଡିଓ ଏତିକି ରେ ସରି ନାହିଁ । କେଉଁଠାରେ ରାଜରାସ୍ତା ଉପରେ ନା-ଇ-ଟ ପା-ର୍ଟି କରିବାର ଭିଡିଓ ସାମ୍ନା ଆସିଛି ତ ଆଉ ଏକ ଭିଡିଓ ରେ ଦେଖିବାକୁ ମିଳିଛି ମ-ର-ଣା-ତ-ଙ୍କ ଆ-କ୍ର-ମ-ଣ । ତେବେ କମ ବୟସ ରେ ଡ-ନ୍ ହେବାର ନି-ଶା ରେ ଚୁ-ର ଏହି ଯୁବକ ମାନଙ୍କୁ କିଏ ଉସକାଉଛି ? ରାଜଧାନୀ ର ଆ-ଇ-ନ ଶୃଙ୍ଖଳା କୁ ଚ୍ୟା-ଲେ-ଞ୍ଜ ଦେଇ ଏମାନେ କଣ ସାବ୍ୟସ୍ତ କରିବାକୁ ଚାହୁଁଛନ୍ତି ?

ଆଜି ହୁଏତ କ୍ୟାମେରା ସାମ୍ନା କୁ ଆସିଛି ଏହି ଗ୍ୟା-ଙ୍ଗ । କିନ୍ତୁ ଏମାନଙ୍କ ଭଳି ବହୁ ଅ-ପ-ରା-ଧୀ ଅ-ଦୃ-ଶ୍ୟ ରହି କରୁଛନ୍ତି ଅ-ପ-ରା-ଧ । ରାଜଧାନୀ ରେ ବର୍ତ୍ତମାନ ଲଗାତାର ଦୁ-ର୍ଘ-ଟ-ଣା ଘ-ଟି ଚାଲିଛି । ନିକଟରେ ଘ-ଟି-ଥି-ବା ଦୁ-ର୍ଘ-ଟ-ଣା ଏହାର ବଡ଼ ଉଦାହରଣ । ଯେଉଁଥିରେ ଜଣେ ଯୁବକ ନିଜ ପଡ଼ୋଶୀ ଘରେ ପଶି ମାଆ ଓ ଝିଅ ଙ୍କୁ ଛୁ-ରୀ ରେ ଆ-ହ-ତ କରିଛନ୍ତି ।

ଅ-ପ-ରା-ଧ ବର୍ତ୍ତମାନ ଅ-ପ-ରା-ଧୀ ଙ୍କ ନି-ୟ-ନ୍ତ୍ର-ଣ କୁ ଚାଲି ଯାଇଛି । ରାଜଧାନୀ ରେ କୌଣସି ବ୍ୟକ୍ତି ନିଜକୁ ସୁରକ୍ଷିତ ମନେ କରୁ ନାହାନ୍ତି । ସ୍ପଷ୍ଟ ଦିବାଲୋକ ରେ ଚାଲିବା ନିମନ୍ତେ ମଧ୍ୟ ଲୋକ ମାନଙ୍କ ସାହାସ ହେଉନାହିଁ । ତେବେ ଏଭଳି ନିୟମିତ ଦୁ-ର୍ଘ-ଟ-ଣା ଘ-ଟୁ-ଥି-ବା ସ୍ଥାନ କୁ କଣ ସ୍ୱରାଜ୍ୟ କୁହା ଯାଇପାରିବ ? ତେବେ ଆପଣ ମାନେ ଏହି ସମ୍ବନ୍ଧରେ ନିଜର ମାତାମତ କଣ ରଖିବେ ଆମକୁ ନିଶ୍ଚିତ ଭାବରେ ଜଣାଇବେ ।

Leave a Reply

Your email address will not be published. Required fields are marked *