Rahul ଙ୍କୁ ନେଇ ଆସିଲା ବଡ ଖବର, ଜ୍ବରରେ କମ୍ପୁଛନ୍ତି ରାହୁଲ ହେଲେ ତାଙ୍କର…କିପରି ଅଛି ରାହୁଲଙ୍କ ସ୍ବାସ୍ଥ୍ୟବସ୍ଥା, ଦେଖନ୍ତୁ ଏହି Video

ବନ୍ଧୁଗଣ, ସୂଚନା ଅନୁଯାୟୀ ରାହୁଲ ଙ୍କୁ ନେଇ ଆସିଛି ବଡ ଖବର । ବିଳାସପୁର ଆପୋଲ ହସ୍ପିଟାଲ ରେ ରାହୁଲ ର ସ୍ୱାସ୍ଥ୍ୟବସ୍ଥା ବର୍ତ୍ତମାନ ସ୍ଥିର ଅଛି । ସେ ସ୍ଵାଭାବିକ ଭାବରେ ନିଶ୍ଵାସ ପ୍ରଶ୍ଵାସ ନେଉଛି । ବ୍ଲଡ଼ପ୍ରେସର, ସୁଗାର ନର୍ମାଲ ଥିବା ବେଳେ ହୃଦସ୍ପନ୍ଦନ ମଧ୍ୟ ସଠିକ ଭାବରେ ଚାଲୁଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଅଛି । ତେବେ ହସ୍ପିଟାଲ ବେଡ ରୁ ରାହୁଲ ର କିଛି ଫଟୋ ବର୍ତ୍ତମାନ ମି-ଡି-ଆ ସାମ୍ନା କୁ ଆସିଛି ।

ଏଥିରେ ରାହୁଲ ର ଚିକିତ୍ସ୍ୟା ଚାଲିଥିବା ଦେଖିବାକୁ ମିଳିଛି । ଏହା ସହିତ ସବୁଠାରୁ ବଡ କଥା ହେଉଛି ରାହୁଲ ଶରୀରରେ ଏବେ ଟିକିଏ ସାମାନ୍ୟ ଜ୍ଵର ଆସିଛି । ଏବଂ ଏହି ଜ୍ଵର ଆସିବା ପରେ ସମସ୍ତେ ଟିକିଏ ବ୍ୟତିବ୍ୟସ୍ତ ହୋଇଥିଲେ । ଏବଂ ଏହାପରେ ପୁଣି ଥରେ ରାହୁଲ ର ଚିକିତ୍ସ୍ୟା କୁ ତ୍ୱରାନ୍ୱିତ କରାଯାଇଥିଲା । ଏହାପରେ ଜଣାପଡିଥିଲା ଯେ ରାହୁଲ ଶରୀରରେ ସାମାନ୍ୟ ଜ୍ଵର ଥିଲେ ମଧ୍ୟ ସେ ଦ୍ଵାଭାବିକ ଭାବରେ ନିଶ୍ଵାସପ୍ରଶ୍ଵାସ ନେଇ ପାରୁଛି ।

ଏହା ସହିତ ବ୍ଲଡ଼ପ୍ରେସର ସୁଗାର ନର୍ମାଲ ଥିବା ବେଳେ ହୃଦସ୍ପନ୍ଦନ ଠିକ ଭାବରେ ଚାଲୁଅଛି । ଏହା ସହିତ ରାହୁଲ ଖୁବ ଶୀଘ୍ର ହସ୍ପିଟାଲ ରୁ ଡିଶ୍ଚାର୍ଜ ହେବ ବୋଲି ଆଶା ପ୍ରକାଶ କରିଛନ୍ତି ହସ୍ପିଟାଲ ରେ ଚିକିତ୍ସ୍ୟା କରୁଥିବା ବିଶେଷଜ୍ଞ ଡାକ୍ତର ମାନେ । ମାତ୍ର ବର୍ତ୍ତମାନ ସବୁଠାରୁ ବଡ କଥା ହେଲା ଯେ ଅପରେସନ ରାହୁଲ ତ ସଫଳ ହେଲା । କିନ୍ତୁ ବର୍ତ୍ତମାନ ରାହୁଲ କିଭଳି ସୁସ୍ଥ ହୋଇ ନିଜ ଘରକୁ ଫେରିବ ତାହା ଉପରେ ସମସ୍ତଙ୍କ ନଜର ।

ରାହୁଲ ଙ୍କ ଯଥାଶୀଘ୍ର ସୁସ୍ଥ ହୋଇ ହସ୍ପିଟାଲ କୁ ଘରକୁ ଫେରିବାକୁ ସଭିଏଁ ଚାହିଁ ବସିଛନ୍ତି ଏବଂ ଏହାକୁ ନେଇ ସଭିଏଁ ଭଗବାନ ଙ୍କ ନିକଟରେ ପ୍ରାର୍ଥନା ମଧ୍ୟ କରୁଛନ୍ତି । ତେବେ ରାହୁଲ ୮୦ ଫୁଟ ବୋରୱେଲ ରେ ଫସି ମୃ-ତ୍ୟୁ ସହିତ ସଂଘର୍ଷ କରୁଥିବା ସମୟରେ ଜିଲ୍ଲା ପ୍ରଶାସନ ସମେତ ଉଦ୍ଧାରକାରୀ ଟିମ ଙ୍କ ନିରନ୍ତର ଚେଷ୍ଟା ଏବଂ ଲୋକ ମାନଙ୍କ ପ୍ରାର୍ଥନା କାରଣରୁ ରାହୁଲ ଆଜି ୫ ଦିନ ପରେ ବାହାରକୁ ବାହାରି ଆସିପାରିଛନ୍ତି ।

ରାହୁଲ ଙ୍କ ମାତା ପିତା ତଥା ପରିବାର ସଦସ୍ୟ ମଧ୍ୟ ରାହୁଲ ଙ୍କୁ ନେଇ ବହୁତ ଚିନ୍ତିତ ଥିଲେ । ବର୍ତ୍ତମାନ ସେମାନଙ୍କୁ ସାନ୍ତ୍ଵନା ମିଳିଥିଲେ ମଧ୍ୟ ରାହୁଲ ଙ୍କ ଘରକୁ ଫେରିବାକୁ ସମସ୍ତେ ଚାହିଁ ବସିଛନ୍ତି । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *