ବିବାହକୁ ନେଇ ଏବେ ଖୁବ୍ ଚର୍ଚ୍ଚାରେ ଲଭ୍ ବାର୍ଡ Rahul ଓ Athiya, ଜାଣନ୍ତୁ କିଏ ପଢ଼ିଛନ୍ତି ଅଧିକ ? ଆଥିୟା ନା ରାହୁଲ ?

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ନିକଟ ଅତୀତରେ ଭାରତୀୟ ଦଳର କ୍ରିକେଟର kl ରାହୁଲଙ୍କ ସହ ବଲିଉଡ ଅଭିନେତ୍ରୀ ଆଥୀୟାଙ୍କର ବିବାହ ହୋଇଛି । ତେବେ ଏମାନଙ୍କ ବିବାହ ପୂର୍ବରୁ ଉଭୟ ଉଭୟଙ୍କୁ ବହୁ ଆଗରୁ ହିଁ ପ୍ରେମ କରି ଡେଟ କରୁଥିଲେ । ତେବେ ଅନେକ ବଲିଉଡ ଅଭିନେତ୍ରୀଙ୍କ ସହ କ୍ରିକେଟର ମାନଙ୍କ ଲଭ ଷ୍ଟୋରି ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛି ।  ତେବେ ଏମାନଙ୍କର ପ୍ରେମ ଠାରୁ ନେଇ ବିବାହ ପର୍ଯ୍ୟନ୍ତ ବହୁ ଚର୍ଚାରେ ରହି ଆସିଛି ।

ତେବେ ଏହି ଲଭ ବାର୍ଡଙ୍କ ବିବାହରେ ମିଳିଥିବା ଦାମୀ ଦାମୀ ଉପହାର ପାଇଁ ମଧ୍ୟ ସେମାନେ ଚର୍ଚାର ପରିସରକୁ ଆସିଥିଲେ । ତେବେ କ୍ରିକେଟର ରାହୁଲ ଓ ଅଭିନେତ୍ରୀ ଆଥୀୟାଙ୍କ ମଧ୍ୟରୁ କିଏ କେତେ ପାଠ ପଢିଛି ଚାଲନ୍ତୁ ଜାଣିନେବା । ତେବେ ୧୯୯୨ ମଶୋହା ନଭେମ୍ବର ୫ ତାରିଖରେ ବଲିଉଡ ଅଭିନେତ୍ରୀ ଆଥୀୟା ଶେଠୀ ମୁମ୍ବାଇରେ ଜନ୍ମ ଲାଭ କରିଥିଲେ । ତେବେ ମୁମ୍ବାଇ ସ୍ଥିତ କାଥେଡ୍ରାଳ ଓ ଜନକରିୟ  ସ୍କୁଲ ଓ ବମ୍ବେର ଆମେରିକୀୟ ସ୍କୁଲରେ ପାଠ ପଢୀଥିଲେ ।

ତେବେ ଆଥୀୟା ଚଳଚିତ୍ର ନିର୍ମାଣ ଲିଭାରାଳ ଆର୍ଟ ପାଠରେ ମଧ୍ୟ ସ୍ନାତକ ହାସଲ କରିଛନ୍ତି । ତେବେ ଅଭିନେତ୍ରୀ ଆଥୀୟା ଶେଠୀ ବଲିଉଡରେ ଡେବ୍ଯୁ କରିବା ପୂର୍ବରୁ ହିଁ ନ୍ୟୁୟର୍କରେ ଥିବା ଫିଲ୍ମ ଏକାଡେମୀ ଚଳଚିତ୍ର ନିର୍ମାଣର କୌଶଳ ବିଷୟରେ ଜାଣିଯାଇଥିଲେ । ତେବେ ଲୋକେଶ ରାହୁଲ ବା kl ରାହୁଲ ୧୯୯୨ ମସିହା ଏପ୍ରିଲ ୧୮ ମସିହାରେ ବଙ୍ଗୋଲୋରରେ ଜନ୍ମ ଗ୍ରହଣ କରିଥିଲେ । ତେବେ ସେଠାରେ ସେ ଇଙ୍ଗ୍ରାଞ୍ଜୀ ମାଧ୍ଯମିକ NITK ସ୍କୁଲରେ ପାଠ ପଢୀଥିଲେ ।

ତାପରେ ପ୍ରି ୟୁନିଭର୍ସସିଟି ପାଇଁ ସେଣ୍ଟଆଲୋଇସ କଲେଜରେ ଆଡମିସନ ନେଇଥିଲେ । ତେବେ ବିଦ୍ୟାଳୟ ପାଠ ସମାପନ ପରେ ସେ ବାଂଲୋରର ଯଏନ ବିଶ୍ଵବିଦ୍ୟାଳୟରେ ବାଣିଜ୍ୟରେ ସ୍ନାତକ ଡିଗ୍ରୀ କରିଥିଲେ । ତେବେ ଉଭୟ ରାହୁଲ ଓ ଆଥୀୟାଙ୍କର ପାରିବାରିକ ପୃଷ୍ଠଭୂମୀ ସଂପୂର୍ଣ୍ଣ ଭାବରେ ଅଲଗା ଥିଲା । ତେବେ ଆଥୀୟା ଶେଠୀ ହେଉଛନ୍ତି ବଲିଉଡର ପ୍ରସିଦ୍ଧ ଅଭିନେତା ସୁନୀଲ ଶେଠୀଙ୍କର ଲାଡଲି ଝିଅ ଏବଂ ଆଥୀୟାଙ୍କ ମା ଜଣେ ଫାଶନ ଡିଜାଇନର ।

ତେବେ ଅପର ପକ୍ଷରେ କର୍ଣ୍ଣାଟକର ନେସନାଲ ଇନଷ୍ଟିଟ୍ଯୁଟ ଅଫ ଟେକନିକାଲର ପ୍ରଫେସର ତଥା ପୂର୍ବତନ ନିର୍ଦ୍ଧେଶକ ଭାବରେ କାର୍ଯ୍ୟ କରି ଆସିଛନ୍ତି । ରାହୁଲଙ୍କ ମା ବଙ୍ଗୋଲୋର ବିଶ୍ଵବିଦ୍ୟାଳୟର ପ୍ରଫେସର ଅଟନ୍ତି । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ରହିବା ପାଇଁ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *