ଏବେ ଫ୍ଲପ ହେବାରେ ଲାଗିଛନ୍ତି ଦମଦାର ଶତକ ମାରି ଇତିହାସ ରଚିଥିବା Surjya Kumar Yadav, ବିଗାଡି ଦେଲା କି ଅଧିକ ଆଡଭାର୍ଟଇଜ ?

ଫଲ୍ପ ହେବାରେ ଲାଗିଛନ୍ତି ସୂର୍ଯ୍ୟକୁମାର ଯାଦଭ । ଅଧିକ ବିଜ୍ଞାପନ ସୂର୍ଯ୍ୟକୁମାରଙ୍କୁ ବିଗାଡି ଦେଲା । ତେବେ ଅଧିକ ହାଇଲାଇଟ ହୋଇଯିବା ପରେ ସୂର୍ଯ୍ୟକୁମାର ଖେଳରେ ଅବହେଲା କରୁଛନ୍ତି । ତେବେ ସୂର୍ଯ୍ୟକୁମାର ଯାଦଭ ହେଉଛନ୍ତି t-20 କ୍ରିକେଟ ଜଗତର ଧୂଆଁଧାର ବ୍ୟାଟ୍ସମ୍ୟାନ । ତେବେ ସୂର୍ଯ୍ୟଙ୍କର ଜବରଦସ୍ତ ବ୍ୟାଟିଂ ପାଇଁ 360 ଡିଗ୍ରୀର ମାନ୍ୟତା ମଧ୍ୟ ମିଳିଛି । କାରଣ ମଇଦାନକୁ ଯେତେବେଳେ ସୂର୍ଯ୍ୟକୁମାର ଆସିଥାନ୍ତି ।

ତେବେ 4 ଦିଗକୁ ସଟ ମାରି ଖେଳରେ ଜଲ୍ବା ଦେଖାଇଥାନ୍ତି । ତେବେ ସୂର୍ଯ୍ୟକୁମାରଙ୍କ ଆଗରେ ଯେତେ ଭଲ ବୋଲର ଥାଉ ନା କାହିଁକି ସୂର୍ଯ୍ୟକୁମାର ବ୍ୟାଟିଂ ଦ୍ଵାରା ଛକା ଓ ଚଉକା ବର୍ଷଣ କରିଥାନ୍ତି । ତେବେ ଏତେ ସବୁ ସଫଳତା ହାସଲ କରିସାରିଲା ପରେ ସୂର୍ଯ୍ୟକୁମାର ଯାଦଭଙ୍କର ଆଉ ଆଗ ଭଳି ଖେଳ ପଦର୍ଶନ ରହୁନାହିଁ ବୋଲି ଚର୍ଚା ଉଠୁଛି । ତେବେ ସୂର୍ଯ୍ୟ କୁମାର ଆଉ ଆଗ ଭଳି ଜବରଦସ୍ତ ଅନ୍ଦାଜରେ ଖେଳୁ ନାହାନ୍ତି ବୋଲି କୁହାଯାଉଛି ।

ତେବେ ତାଙ୍କର ଖେଳ ବର୍ତ୍ତମାନ ସମୟରେ ପୂରାପୂରି ଫ୍ଲପ ହେବାର ଦେଖାଯାଉଛି । ତେବେ ସୂର୍ଯ୍ୟଙ୍କର ଆଗ ଭଳି ଖେଳ ଭଲ ରହୁନଥିବାରୁ ଅନେକ ଲୋକଙ୍କ ମୁହଁରୁ ଅନେକ କଥା ଚର୍ଚା ହେବାରେ ଲାଗିଛି । ତେବେ କିଏ କହୁଛି ଅଧିକ ହାଇଲାଇଟ ହୋଇଯିବା ପରେ ସୂର୍ଯ୍ୟକୁମାର ଖେଳକୁ ଖାମଖିଆଲ ହୋଇ ଖେଳୁଛନ୍ତି । ତେବେ ଅପର ପକ୍ଷରେ କିଏ କହୁଛି ସୂର୍ଯ୍ୟଙ୍କୁ ଅଧିକ ବିଜ୍ଞାପନ ବିଗାଡି ଦେଉଛି ।

ତେବେ ଅଧିକ ବିଜ୍ଞାପନ କରିବା କାରଣରୁ ସେ ଶୁଟିଙ୍ଗରେ ବହୁ ସମୟ ବୀଜୀ ରହି ଖେଳ ପ୍ରତି ଅଧିକ ଧ୍ୟାନ ଦେଉନାହାନ୍ତି । ତେବେ ବହୁ ଖେଳାଳୀ ଅଛନ୍ତି କି ଯେଉଁ ମାନେ ଅଧିକ ହାଇଲାଇଟ ହୋଇ ଅଧିକ ଆଡ୍ ପାଇଁ ଚନ୍ସ ପାଇଗଲା ପରେ ଖେଳ ଦୁନିଆରେ ଆଉ ଭଲ ପଦର୍ଶନ ପ୍ରାୟତଃ ସମୟରେ ଦେଖାଇ ପାରନ୍ତି ମାହିଁ । ତେବେ ସେହି ଲିଷ୍ଟକୁ ଆଉ ସୂର୍ଯ୍ୟ ଚାଲିଯାଉଛନ୍ତି କି ଅନେକଙ୍କର କହିବା ରହୁଛି ।

ତେବେ ଏପରି କହିବାର ଅର୍ଥ ହେଉଛି । ନ୍ୟୁଜିଲାଣ୍ଡର ୱାନ ସିରିଜ ଠୁ ନେଇ 20-20 ରେ ମଧ୍ୟ ସୂର୍ଯ୍ୟଙ୍କର ବ୍ୟାଟିଂ ଭଲ ନଥିଲା । ତେବେ ସୂର୍ଯ୍ୟଙ୍କର ଏପରି ଭାବରେ ଖେଳ ଯୋଗୁ ସୂର୍ଯ୍ୟଙ୍କର କ୍ରିକେଟ ପ୍ରତି ଅବହେଲାକୁ ସ୍ପଷ୍ଠ ବାରି ହୋଇଯାଉଛି । ତେବେ ଏଥିପାଇଁ ବହୁଙ୍କ ମତରେ ସୂର୍ଯ୍ୟ ଖେଳ ଅଭ୍ଯାସ ଛାଡି ଆଡ୍ ପାଇଁ ଅଧିକ ସମୟ ଦେଉଛନ୍ତି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *