ପ୍ରଥମ ଥର ଦେଖନ୍ତୁ ଆନି ଭବନ, MIhir Das ନିଜ ସ୍ତ୍ରୀଙ୍କ ନାମରେ ରଖିଥିଲେ ଏହାର ନାମ, ଆଜି ସେହି Ani ଭବନରେ ଛିଣ୍ଡି ପଡିଛି ଦୁଃଖର ପାହାଡ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ବରିଷ୍ଠ କଳାକାର ମିହିର ଦାସ ଥିଲେ ଜଣେ ଓଡିଆ ସିନେମାର ଆଗ ଧାଡିର କଳାକାର । ଯାହାଙ୍କ କଳାର ତଥା ଅଭିନୟର ଯାଦୁଗରୀ ସମସ୍ତଙ୍କୁ ମତୁଆଲା କରିଦେଉଥିଲା । ତେବେ କଳାକାର ହିସାବରେ ମିହିର ଦାସ ଯେତେ ସୁନାମ ଅର୍ଜନ କରିଥିଲେ । ଭଲ ହୃଦୟର ଲୋକଟି ବୋଲି ସମସ୍ତଙ୍କ ମୁହଁରୁ ମିହିର ଦାସଙ୍କ ପାଇଁ ଶୁଣିବାକୁ ମିଳୁଥିଲା । ତେବେ ମିହିର ଦାସ ମଧ୍ୟ ନିଜ ସ୍ତ୍ରୀଙ୍କୁ ବହୁତ ଅଧିକ ଭଲ ପାଉଥିଲେ ।

ତେବେ ତାଙ୍କ ନିଜର ସ୍ଵପ୍ନର ମହଲ ତଥା ନିଜ ଘରକୁ ମଧ୍ୟ ନିଜ ସ୍ତ୍ରୀଙ୍କ ନାମରେ ନାମିତ କରିଥିଲେ । ଯେହେତୁ ମିହିର ଦାସଙ୍କର ସ୍ତ୍ରୀଙ୍କର ନାମ ଆନୀ ଥିଲା । ତେବେ ମିହିର ଦାସ ମଧ୍ୟ ତାଙ୍କ ଘରର ନାମ ଆନୀ ମହଲ ବୋଲି ରଖିଦେଇଥିଲେ । ତେବେ ସେହି ଆନୀ ମହଲକୁ ହସଖୁସି କରିବା ପାଇଁ କେତେ ଲୋକ ଧାଇଁ ଆସୁଥିଲେ ।

ସେଠାରେ ମିହିର ଦାସ, ତାଙ୍କ ପତ୍ନୀ ଆନୀ ଓ ତାଙ୍କ ୨  ପୁଅ ଅମ୍ଳାନ ଓ ଅକ୍ଲାନ୍ତଙ୍କ ସହ ଦେଖା ସାକ୍ଷାତ କରି ହସ ମଜା ମସ୍ତି କରିବାକୁ ସମସ୍ତେ ଭଲ ପାଉଥିଲେ । ହେଲେ ବର୍ତ୍ତମାନ ସମୟରେ ସେହି ଆନୀ ମହଲକୁ କାହା ନଜର ଲାଗିଗଲା କେଜାଣି ? ଯେଉଁ କାରଣରୁ ଆନୀ ମହଲ ସେହିପରି ଛିଡା ହୋଇ ରହିଛି ସତ କିନ୍ତୁ ଆଗ ଭଳି ଆଉ ଘରର ଶୋଭା ବଢାଇବାକୁ ଲୋକ ସେପରି ନାହାନ୍ତି ।

ତେବେ ଯେଉଁ ମଣିଷ ନିଜ ପାରିଶ୍ରମିକ ଟଙ୍କାରେ ନିଜ ପାଇଁ ତଥା ନିଜ ପରିବାର ପାଇଁ ଘରଟି ତୋଳାଇ ଥିଲେ । ସେହି ମହାନ ଅଭିନେତା ମିହିର ଦାସ ଆଉ ଆମ ସମସ୍ତଙ୍କ ଗହଣରେ ନାହାନ୍ତି । କି ଆନୀ ଭବନ ଭାବରେ ଯାହା ନାମରେ ଘରଟି ହୋଇଥିଲା । ତେବେ ମିହିର ଦାସଙ୍କ ଧର୍ମପତ୍ନୀ ମଧ୍ୟ ଆଉ ନାହାନ୍ତି । ତେବେ ଘରର ଗେଲ୍ହା ସାନ ପୁଅ ମଧ୍ୟ ଅକ୍ଲାନ୍ତ ଯାହାକୁ ମିହିର ଦାସ ବହୁତ ଅଧିକ ଭଲ ପାଉଥିଲେ ।

ସେ ମଧ୍ୟ ଏହି ଦୁନିଆରେ ନାହିଁ । ତେବେ ଘରଟି ଦିନେ ଯେପରି ହସଖୁସି ଲୋକଙ୍କ ମାହୋଲରେ ଆନନ୍ଦର କୋଳାହଳ ପୂର୍ଣ୍ଣ ଆନନ୍ଦିତ ହୋଇ ଉଠୁଥିଲା । ସେହି ଘର ଆଜି ପୁରା ନିଶବ୍ଦ ପୁରା ସୁନସାନ ହୋଇପଡିଛି । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ନୂଆ ନୂଆ ପୋଷ୍ଟ ପଢିବାକୁ ଚାହୁଁଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *