Aditya Das ଙ୍କ ମା’ଙ୍କ ଚାଞ୍ଚଲ୍ୟକର ବୟାନ ! ‘ବିକାଶ ହିଁ ମୋ ପୁଅ ଆଦିତ୍ୟକୁ ମାରିଛି, ଆଉ ଏବେ ତା ଆଶ୍ରମକୁ ତଳିତଳାନ୍ତ କରିବା ପାଇଁ ସେ…’

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ମୋ ପୁଅ ବିକାଶକୁ ଆଦିତ୍ୟ ମ-ଆରିଛି । ତେବେ ହଁ ବନ୍ଧୁଗଣ ବହୁ ଚର୍ଚିତ ମାନବପ୍ରେମୀ ଆଦିତ୍ୟଙ୍କର ହତୟଆ ମାମଲାରେ ପୁଣି ଆସିଲା ଏକ ନୂଆ ମୋଡ । ତେବେ କିଛି ମାସ ତଳୁ ଦବିଯାଇଥିବା ଘଟଣା ଉପରେ ପୁଣି କିଛି ମନ୍ତବ୍ୟ ରଖିଛନ୍ତି ବିକାଶଙ୍କ ମା’ । ତେବେ ବିକାଶଙ୍କ ମା’ ଙ୍କ କହିବା ଅନୁଯାଇ ମୋ ପୁଅ ଜଣେ ସମାଜସେବକ ଭାବରେ ନିଜ ଜୀବନର ବହୁ ମୂଲ୍ୟ ସମୟକୁ ସେଠାରେ ଦେଇଥାଏ ।

ତେଣୁ ସେ ଗୋଟିଏ ଆଶ୍ରମ କରି ସେଠାରେ ବହୁ ଲୋକଙ୍କ ମଧ୍ୟ ସେବା ଯତ୍ନ କରିଥାଏ । ହେଲେ ମୋ ପୁଅ ଆଦିତ୍ୟ ବହୁ ଅଳ୍ପ ବର୍ଷ ବୟସରୁ ମରିଗଲା । ତା’ ମ-ରି-ବା ପଛର ଅସଲ କାରଣ ଆଜି ପର୍ଯ୍ୟନ୍ତ ଠିକ ଭାବରେ କ୍ର-ଆଇ- ବ୍ରାଞ୍ଚ ଟିମ ଖୋଜି ପାରିଲାନାହିଁ । ତେବେ ମୁଁ ଯାହା ଉପରେ ସ-ନ୍ଦେ-ହ କରୁଥିଲି । ହେଲେ କିଛି ମଧ୍ୟ କହିପାରୁ ନାହିଁ । ହେଲେ ଆଜି ସଂପୂର୍ଣ୍ଣ ଭାବରେ ନିର୍ବିକାର ହୋଇ ଗଣ ମାଧ୍ୟମ ନିକଟରେ ଆଦିତ୍ୟଙ୍କ ମା’ ମୁହଁ ଖୋଲି କହିଛନ୍ତି ।

ଯେ ମୋ ପୁଅ ଆଦିତ୍ୟକୁ ବିକାଶ ହିଁ ମ-ରି-ଛି । ହେଲେ ବହୁ ଦିନରୁ ବିକାଶ ଉପରେ ମୋର ସ-ନ୍ଦେ-ହ ରହୁଥିଲା । ହେଲେ ସେଭଳି କିଛି ଠୋସ ପ୍ରମାଣ ଦେଖିନଥିଲି କି ପାଇପାରି ନଥିଲି । ହେଲେ ମୁଁ ଯେତେବେଳେ ଜାଣିବାକୁ ପାଉଛି । ମୋ ପୁଅ ଆଦିତ୍ୟ ଚାଲିଗଲା ପରେ ବିକାଶ ତ’ ଆଶ୍ରମର ଜିନିଷ ଉପରେ କବ୍ଜା କରିବାକୁ ଆରମ୍ଭ କରିଦେଇଛି । ଆଗରୁ ମଧ୍ୟ ଆଦିତ୍ୟ ଥିବା ସମୟରେ ଲୁଚାଇ ଛପାଇ ଏପରି ଚ-ଓରା କାରବାର କରିଥାଏ ।

ସେତେବେଳେ ମୋ ମୁଣ୍ଡରେ ସେପରି କିଛି ବୁଦ୍ଧି ପଶିବାଥିଲା । ହେଲେ ମୋ ପୁଅ ଆଦିତ୍ୟ ଗଲା ପରେ ବିକାଶ ଯେଉଁ କରୁଛି । ମୁଁ ଆଜି ଗଣ ମଧ୍ୟମ ନିକଟରେ ହିଁ କହୁଛି । ଲୋକପ୍ରେମୀ ଆଦିତ୍ଯ ମୋ ପୁଅକୁ ବିକାଶ ହିଁ ମ-ଆ-ରି-ଛି । ଆଉ ମୋ ପୁଅ ଆଦିତ୍ଯ ତ ନାହିଁ ବିକାଶ ତା’ ଆଶ୍ରମକୁ ତଳିତଳାନ୍ତ କରିବାକୁ ମଧ୍ୟ ବସିଛି ।

ମୋ ପୁଅ ଯଦି ଠିକ ବାଟରେ ରହିଥିଲା, ତାକୁ ନିଶ୍ଚୟ ନ୍ୟାୟ ମିଳିବ । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ନୂଆ ନୂଆ ପୋଷ୍ଟ ପଢିବାକୁ ଚାହୁଁଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *