କାଳିଆ ଡୁଆରେ ଭୟଙ୍କର କାଣ୍ଡ ! ହଠାତ ହୋଟେଲରୁ ନିଖୋଜ ହେଇଯାଇଥିଲେ ରାଧିକା, ଆଉ ତା’ପରେ ଦେଖିଲା ବେଳକୁ…

ବନ୍ଧୁଗଣ, ସୂଚନା ଅନୁଯାୟୀ ଘରୁ ପୁରୀ ବୁଲିବାକୁ ଏକ ପରିବାର ଆସିଥିଲେ । କାଳିଆ କୁ ଦେଖି କୋଟି ପୂଣ୍ୟ ଅର୍ଜନ କରିଥାନ୍ତେ । ମାତ୍ର ସବୁକିଛି ଅଧା ରହିଗଲା । କାଳିଆ ଧାମରେ ଦ-ଉଷ-କର୍ମ ର ଶିକାର ହୋଇଛନ୍ତି ମଧ୍ୟ ପ୍ରଦେଶ ର ଝିଅ । ମଧ୍ୟ ପ୍ରଦେଶରୁ ଆସିଥିଲେ ଶ୍ରୀକ୍ଷେତ୍ରକୁ ଆଉ ଶ୍ରୀକ୍ଷେତ୍ର ରେ ଯୁବତୀ ଙ୍କୁ ଦ-ଉଷ-କର୍ମ କରିଲେ ଦୁର୍ବୁତ୍ତ । ଖବର ଅନୁଯାୟୀ ଅପ-ଅହର-ଣ କରିଲେ ତାଙ୍କୁ ଅପ-ଅହର-ଣ କରିଲେ ଏହାପରେ ତାଙ୍କ ମୁହଁକୁ ଏସିଡରେ ଜାଳିଦେଲେ ।

ମଧ୍ୟ ପ୍ରଦେଶରୁ ପୁରୀ ବୁଲିବାକୁ ଆସିଥିଲେ । ହୋଟେଲରେ ସେ ପରିବାର ସହିତ ରହିଥିଲେ । ଏହା ପରେ ସକାଳୁ ହୋଟେଲ ରୁ କୁଆଡେ ଗାୟବ ହୋଇଯାଇଥିଲେ ଯୁବତୀ ଜଣଙ୍କ । ମୃ-ତ ଦେହ କୁ ଏତେ ଭୟାନକ ଭାବରେ ଜାଳିଛନ୍ତି ଯେ ଯାହାକୁ ଦେଖାଇ ହେବନାହିଁ । ଛଟପଟ ହୋଇ ବେଳାଭୂମିରେ ହିଁ ଜୀବନ ଚାଲିଯାଇଛି ଯୁବତୀଙ୍କର ।

ପୁରୀ ମେରାଇନ ଥାନା ବାଲିଗୁହାଳେ ବେଳାଭୂମିରୁ ଗତ ୨୬ ତାରିଖରେ ଜଣେ ଯୁବତୀ ଙ୍କର ମୃ-ତ ଦେହ ଉଦ୍ଧାର କରାଯାଇଥିଲା । ଉକ୍ତ ଯୁବତୀ ଜଣଙ୍କ ହେଉଛନ୍ତି ମଧ୍ୟପ୍ରଦେଶ ର ବାସିନ୍ଦା ପ୍ରହଲ୍ଲାଦ କୁସୁଆ ଙ୍କ ଝିଅ ରାଧିକା କୁସୁଆ । ଗତ ୨୩ ତାରିଖରେ ପ୍ରହଲ୍ଲାଦ ତାଙ୍କ ଝିଅ ହୋଟେଲ ରୁ ନିଖୋଜ ହୋଇଯାଇଥିବା ନେଇ ସମୁଦ୍ରକୁଳ ଥାନାରେ ଏତଲା ଦେଇଥିଲେ । ପ୍ରହଲ୍ଲାଦ ତାଙ୍କ ପରିବାର ସହହୀତ ପୁରୀ ବୁଲିବାକୁ ଆସି ପେଣ୍ଠକଟାରେ ଏକ ହୋଟେଲରେ ରହିଥିଲେ ।

ଗତ ୨୩ ତାରିଖ ସକାଳେ ରାଧିକା ହୋଟେଲରୁ କେଉଁଠାକୁ ଚାଲିଯାଇଥିବା ତାଙ୍କ ବାପା ପ୍ରହଲ୍ଲାଦ ଅଭିଯୋଗ କରିଥିଲେ । ତେବେ କେଉଁ ପରିସ୍ଥିତିରେ ରାଧିକା ହୋଟେଲ ଛାଡି ଚାଲିଯାଇଥିଲେ ତଥା ସେ କେମିତି ସମୁଦ୍ରକୁ ଗଲେ ତାହା ଆଦୌ ଜଣାନାହିଁ । ରାଧିକାକୁ ଅପ-ଅହର-ଣ କରି ତାଙ୍କ ସହିତ ଦ-ଉଷ-କର୍ମ କରି ତାଙ୍କୁ ମାରି ଦେଇଥିବା ଅଭିଯୋଗ କରିଛନ୍ତି ବାପା ପ୍ରହଲ୍ଲାଦ । ବର୍ତ୍ତମାନ ପୋଲିସ ସବୁ ଦିଗକୁ ନଜରରେ ରଖି ତଦନ୍ତ ଚଳାଇଛି ।

ରାଧିକା ଙ୍କ ବାପା ଦୁଃଖରେ ଭାଙ୍ଗିପଡି କହିଛନ୍ତି ଯେ ପ୍ରଥମେ ର-ଏପ କରିଛନ୍ତି ତାଙ୍କ ଝିଅ ସହିତ ଏହାପରେ ତାଙ୍କ ସହିତ ଅତ-ୟାଚାର କରି ତାଙ୍କୁ ଜୀବନରୁ ମାରିଦେଇଛନ୍ତି । ପୋଲିସ ଙ୍କୁ ସେ କହିଥିଲେ ଯେ ପୋଷ୍ଟମର୍ଟମ କରିବେ ନାହିଁ ଯେ ପର୍ଯ୍ୟନ୍ତ ପରିବାର ଲୋକେ ନ ପହଞ୍ଚିଛନ୍ତି ମାତ୍ର ସେ କିଛି ଶୁଣିଲେ ନାହିଁ ସେମାନେ ଆସିବା ପୂର୍ବରୁ ରାଧିକା ଙ୍କ ପୋଷ୍ଟମର୍ଟମ କରିସାରିଥିଲେ । ତେବେ ବନ୍ଧୁଗଣ ଏହିଭଳି ଆମାନୁଷିକ ଭଳି କାମ କରିଥିବା ବ୍ୟକ୍ତି ମାନଙ୍କୁ କେଉଁ ଦଣ୍ଡ ଦେବା ଉଚିତ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *