Odia Gk Questions- ଏମିତ କେଉଁ ଶବ୍ଦ ଅଛି ଯାହାକୁ ଆମେ ଲେଖିପାରିବା କିନ୍ତୁ କହି ପାରିବା ନାହିଁ ? କେବଳ ବୁଦ୍ଧିମାନ ହିଁ କହି ପାରିବେ…

ବନ୍ଧୁଗଣ, ଆଜି ଆମ୍ଭେ ଆପଣଙ୍କୁ ଗୁରୁତ୍ଵପୂର୍ଣ୍ଣ ପ୍ରଶ୍ନ ଉତ୍ତର ସମ୍ବନ୍ଧରେ କହିବାକୁ ଯାଉଅଛୁ । ଏହା ଆପଣଙ୍କ ପାଇଁ ବେସ ଲାଭଦାୟକ ସାବ୍ୟସ୍ଥ ହେବ । ବିଶେଷ କରି ଏହା ଛାତ୍ର ଛାତ୍ରୀ ଙ୍କ ନିମନ୍ତେ ଅତ୍ୟନ୍ତ ମହତ୍ବପୂର୍ଣ୍ଣ ଅଟେ । ତେବେ ଆସନ୍ତୁ ଜାଣିନେବା ବିଶେଷ ପ୍ରଶ୍ନ ଉତ୍ତର ସମ୍ବନ୍ଧରେ ସଂପୂର୍ଣ୍ଣ ବିବରଣୀ ।

୧;- ଏଭଳି କେଉଁ ଜାଗା ରହିଛି ଯେଉଁଠାକୁ ଯିବା ନିମନ୍ତେ ଲୋକେ ମରିଥାନ୍ତି ?

ଉତ୍ତର;- ମଶାଣି ।

୨;- ଏଭଳି କେଉଁ ଜିନିଷ ଅଛି ଯାହାକୁ ବାନ୍ଧିବା ପରେ ମଧ୍ୟ ଚାଲିଥାଏ ?

ଉତ୍ତର;- ଘଡି ।

୩;- ଏଭଳି କେଉଁ ଜିନିଷ ଅଛି ଯାହାକୁ ସଂପୂର୍ଣ୍ଣ ଭାବାତରେ କେଉଁ ସ୍ଥାନକୁ ମଧ୍ୟ ନେଇଯାଅ କିନ୍ତୁ ତାହାର ମୂଲ୍ୟ ବଦଳିନଥାଏ ?

ଉତ୍ତର;- ନୋଟ ।

୪;- ଆମ୍ଭେ ସବୁ ଜାଗାରେ ବିଜେତା ମାନିଥାଉ ମାତ୍ର ଏଭଳି କେଉଁ ଜାଗା ଅଛି ଯେଉଁଠାରେ ପରାଜୟ ମାନିଥାଉ ?

ଉତ୍ତର;- ଫୁଲର ଦୋକାନରେ ।

୫;- ଏଭଳି କେଉଁ ଜିନିଷ ରହିଛି ଯାହା ଗରମ ହେବା ମାତ୍ରେ ଜମିଯାଇଥାଏ ?

ଉତ୍ତର;- ଅଣ୍ଡା ।

୬;- ଭାରତର କେଉଁ ସହର ଅଛି ଯାହା ପାଣିରେ ଡୁବି ରହିଥାଏ ?

ଉତ୍ତର;- ଦ୍ଵାରକା ନଗରୀ ।

୭;- ତାହା କେଉଁ ପଶୁ ଅଟେ ଯିଏ କ୍ଷୀର ଏବଂ ଅଣ୍ଡା ଉଭୟ ଦେଇଥାଏ ?

ଉତ୍ତର;- PLATYPUS ।

୮;- କେଉଁ ପଶୁ କେବଳ ଭାରତରେ ହିଁ ଦେଖିବାକୁ ମିଳିଥାଏ ?

ଉତ୍ତର;- ଘଡିଆଳ ।

୯;- ଏକ ଗାଈ ର ବୟସ କେତେ ହୋଇଥାଏ ?

ଉତ୍ତର;- ୧୬ ବର୍ଷ ପର୍ଯ୍ୟନ୍ତ ।

୧୦;- ତାଜମହା ଭାରତର କେଉଁ ସହରରେ ସ୍ଥିତ ଅଛି ?

ଉତ୍ତର;- ଆଗ୍ରା ।

୧୧;- ମହାତ୍ମା ଗାନ୍ଧୀ କେତେ ଦିନ ପର୍ଯ୍ୟନ୍ତ ଜୀବିତ ରହିଥିଲେ ?

ଉତ୍ତର;- ୭୮ ବର୍ଷ ୩ ମାସ ୨୮ ଦିନ ପର୍ଯ୍ୟନ୍ତ ।

୧୨;- ହପ୍ତା ରେ କେତେ ଦିନ ହୋଇଥାଏ ?

ଉତ୍ତର;- ୭ ଦିନ ।

୧୩;- କେଉଁ ଦେଶରେ ଲୋକେ ସବୁଠାରୁ ଅଧିକ ଚାହା ସେବନ କରିଥାନ୍ତି ?

ଉତ୍ତର;- ଭାରତ ଦେଶରେ ।

୧୪;- ସବୁଠାରୁ କମ ଭୂକମ୍ପ କେଉଁ ଦେଶରେ ଆସିଥାଏ ?

ଉତ୍ତର;- ଭାରତ ଦେଶରେ ।

୧୫;- ଦୁନିଆର ସବୁଠାରୁ ମହଙ୍ଗା ପଶୁ କିଏ ?

ଉତ୍ତର;- ରେଶ ର ଘୋଡା ।

୧୬;- କୁତୁବ ମିନାର ଏବଂ ତାଜମହଲ ମଧ୍ୟରୁ ସବୁଠାରୁ ଉଚ୍ଚ କିଏ ?

ଉତ୍ତର;- ତାଜ ମହଲ ।

୧୭;- କିଏ କହିଥିଲେ ଦେଶର ପୂଜା ହିଁ ଭଗବାନ ରାମ ଙ୍କ ପୂଜା ଅଟେ ?

ଉତ୍ତର;- ମଦନ ଲାଲ ଗିଗରା ।

୧୮;- ସଂପୂର୍ଣ୍ଣ ଦୁନିଆରେ ସମୁଦାଯ କେତୋଟି ଭାଷା କୁହାଯାଇଥାଏ ?

ଉତ୍ତର;- ୬୫୦୦ ଭାଷା ।

୧୯;- କେଉଁ ଜଙ୍ଗଲି ପଶୁର ଶରୀରରେ ସବୁଠାରୁ ଅଧିକ ରକ୍ତ ରହିଥାଏ ?

ଉତ୍ତର;- ହାତୀ ର ।

Leave a Reply

Your email address will not be published. Required fields are marked *