ସବୁଠୁ ବଡ ଖବର ! ରଦ୍ଦ ହେବ ଏହି ଲୋକମାନଙ୍କ Ration Card, ଗଣିବେ 10 ହଜାର ଫାଇନ, ଶୀଘ୍ର ଦେଖନ୍ତୁ…

ବନ୍ଧୁଗଣ କେନ୍ଦ୍ର ସରକାର ଓ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗରିବ ଲୋକ ମାନଙ୍କ ପାଇଁ ରାସନ କାର୍ଡ ବ୍ୟବସ୍ଥା କରିଛନ୍ତି । ରାସନ କାର୍ଡ ଥିଲେ ଲୋକ ମାନେ କମ ଦରରେ ଗହମ ଓ ଚାଉଳ ଆଦି ପାଇ ପାରୁଛନ୍ତି । ତେବେ ବର୍ତ୍ତମାନ ରାସନ କାର୍ଡକୁ ନେଇ ଏକ ବଡ ଖବର ସାମ୍ନାକୁ ଆସୁଛି । ବନ୍ଧୁଗଣ ରାସନ କାର୍ଡ ଯୋଜନାରେ ଅନେକ ଅଯୋଗ୍ୟ ହିତାଧିକାରୀ ମାନେ ଭରପୁର ଲାଭ ଉଠେଇବା ନେଇ ଅଭିଯୋଗ ହୋଇ ଆସୁଛି ।

ସାଧାରଣତଃ ଏହି ଯୋଜନା ଗରିବ ଲୋକଙ୍କ ପାଇଁ ହୋଇଥିବା ବେଳେ କିଛି ରୋଜଗାର କ୍ଷମ ବ୍ୟକ୍ତି ଏହି ଯୋଜନାର ଲାଭ ଉଠାଇ ସରକାରଙ୍କୁ ଚକମା ଦେଉଛନ୍ତି । ଏହି ଯୋଜନା ଗରିବ ଲୋକଙ୍କ କଲ୍ୟାଣ ପାଇଁ ହୋଇଥିବା ବେଳେ କିଛି ଲୋକ ଏହାର ଭରପୁର ଫାଇଦା ଉଠାଉ ଛନ୍ତି । ଗତ କିଛି ମାସ ହେବ କିଛି ରାଜ୍ୟରେ ଅନେକ ଅଯୋଗ୍ୟ ଲୋକ ମାନଙ୍କୁ ମାଗଣା ରାସନ ସାମଗ୍ରୀ ମିଳୁଥିବା ନେଇ ଅଭିଯୋଗ ହୋଇଛି ।

ସେମାନଙ୍କୁ ରାସନ କାର୍ଡ ମାଧ୍ୟମରେ ସମସ୍ତ ରାସନ ସୁବିଧା ମିଳୁଛି । ବନ୍ଧୁଗଣ ଏଥିପାଇଁ ରାଜ୍ୟ ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି । ଏହି ଅଯୋଗ୍ୟ ଲୋକଙ୍କର ରାସନ କାର୍ଡ ରଦ୍ଦ କରିବା ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଏବେ ସମସ୍ତ ରାସନ କାର୍ଡ ଧାରୀଙ୍କର ଯାଞ୍ଚ ହେବ ଆଉ ଅଯୋଗ୍ୟ ରାସନ କାର୍ଡ ଧାରୀଙ୍କ କାର୍ଡ ଆସନ୍ତା ମେ 31 ସୁଦ୍ଧା ରଦ୍ଦ କରିଦିଆଯିବ ବୋଲି ସୂଚନା ମିଳିଛି ।

ଏହାକୁ ନେଇ ରାଜ୍ୟ ସରକାର ନବୀନ ପଟ୍ଟନାୟକ ସମସ୍ତ ଜିଲ୍ଲାର ଡିଏମଙ୍କୁ ସୂଚନା ଦେଇଛନ୍ତି । ଯେଉଁ ଲୋକ ମାନଙ୍କର ମାସିକ ଦରମା 1000ରୁ ଅଧିକ ଅଛି ସେମାନଙ୍କ ରାସନ କାର୍ଡକୁ ରଦ୍ଦ କରିବା ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି । କେବଳ ଏତିକି ନୁହେଁ ବନ୍ଧୁଗଣ ଯେଉଁ ମାନଙ୍କ ଘରେ ଚାରି ଚକିଆ ଜାନ ଅଛି ଆଉ ଯେଉଁ ମାନେ କରଜଦାତା ଅଟନ୍ତି ସେମାନଙ୍କର ରାସନ କାର୍ଡ ରଦ୍ଦ ହେବ ।

ଉତ୍ତର ପ୍ରଦେଶ ସରକାର ଯୋଗୀ ଆଦିତ୍ୟ ନାଥ ରାସନ କାର୍ଡ ରଦ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ଦ୍ଵାରା ଯେଉଁ ମାନେ ଅଯୋଗ୍ୟ ସେମାନେ ଏହି ସୁବିଧାର ଲାଭ ଉଠାଇ ପାରିବେ ନାହିଁ । ତା ହେଲେ ବନ୍ଧୁଗଣ ଏହି ଖବରଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *