ରାବଣ ମହିଳାଙ୍କ ବିଷୟରେ ଏମିତି ୩ଟି କଥା କହିଥିଲା ଯାହାକୁ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ

ରାବଣ ରାମାୟଣର ଏକ ପ୍ରମୁଖ ଚରିତ୍ର ଅଟେ । ରାବଣ ଲଙ୍କାର ରାଜା ଥିଲା ଓ ସେ ନିଜର ଦଶଟି ମୁଣ୍ଡ କାରଣରୁ ବି ଜଣା ଯାଉଥିଲା । ଶାସ୍ତ୍ର ଅନୁସାରେ ରାବଣ ମହା ପଣ୍ଡିତ ଏବଂ ମାହାଜ୍ଞାନୀ ଥିଲା । ଯାହାକୁ ସବୁ କଥାର ଜ୍ଞାନ ଥିଲା । ରାବଣ ଏତେ ଜ୍ଞାନୀ ଥିଲା କି ତାକୁ ପ୍ରଥମରୁ ହିଁ ଜଣା ପଡି ଯାଉଥିଲା କି ଆଗକୁ କଣ ହେବାର ଅଛି । ସେ ରାକ୍ଷସ ଥିଲେ ମଧ୍ୟ ମାତା ସୀତାଙ୍କ ଅପହରଣ ସେ ନିଜର ମର୍ଯ୍ୟାଦା ଭିତରେ ରହି କରିଥିଲା ।

Image courtesy: Google

ନିଜ ଛାଇ ମଧ୍ୟ ମାତା ସୀତା ଙ୍କ ଉପରେ ପଡିବାକୁ ଦେଇ ନଥିଲା କିନ୍ତୁ ରାବଣ ମହିଳାମାନଙ୍କ ବିଷୟରେ ଏମିତି ୩ ଟି କଥା କହିଥିଲା ଯାହାକୁ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେଇଯିବେ । ଏହି ୩ ଟି କଥା ଜାଣିବା ଆପଣଙ୍କ ପାଇଁ ବହୁତ ଜରୁରୀ ଅଟେ ।

Image courtesy: Google

୧. ରାବଣ ପ୍ରାଣ ତ୍ୟାଗ କରିବା ପୂର୍ବରୁ ସ୍ତ୍ରୀଙ୍କ ବିଷୟରେ କହିଥିଲା କି ସ୍ତ୍ରୀ ଲକ୍ଷ୍ମୀ ସ୍ୱରୂପ ହୋଇଥାନ୍ତି, ସବୁବେଳେ ଏମାନଙ୍କର ସମ୍ମାନ କରିବା ଉଚିତ । ଏମାନଙ୍କ ମନ ବହୁତ କୋମଳ ହୋଇଥାଏ । କିନ୍ତୁ ଏମାନେ ଶାଶୁଘରେ ସବୁ କଥାକୁ ଆଡଜଷ୍ଟ କରି କୌଣସି ନିର୍ଣ୍ଣୟ ନେଇଥାନ୍ତି ।

୨. ରାବଣ ଏହା ମଧ୍ୟ କହିଥିଲା କି ସ୍ତ୍ରୀ ଙ୍କ ପେଟରେ କୌଣସି କଥା ହଜମ ହୋଇ ନଥାଏ । ଆପଣ ତାଙ୍କର ସମ୍ପର୍କୀୟ ହୋଇଥାନ୍ତୁ ନା କାହିଁକି ସେ ଆପଣଙ୍କ ରାଜକୁ ମନ ଭିତରେ ରଖି ପାରନ୍ତି ନାହିଁ ଓ ବାହାରେ ପ୍ରକାଶ କରି ଦିଅନ୍ତି ।

Image courtesy: Google

୩. ଏମାନେ ବହୁତ ସହଜରେ ଅନ୍ୟମାନଙ୍କ କଥାରେ ଆସି ଯାଆନ୍ତି ଓ କାହାର ବି ଜାଲ ରେ ଫସି ଯାଆନ୍ତି ସେ କୌଣସି ସ୍ତ୍ରୀ ଜାଲରେ ହେଉ ବା କୌଣସି ପୁରୁଷ ଜାଲରେ ହେଉ । ଏମିତିରେ ଅନ୍ୟମାନଙ୍କ କଥାରେ ଆସି ସ୍ତ୍ରୀମାନେ ନିଜ ଘର ର ବିନାଶ କରି ବସନ୍ତି, ତେଣୁ ସ୍ତ୍ରୀ ମାନଙ୍କୁ କାହା କଥାରେ ବି ଫସିବା ଉଚିତ ନୁହେଁ, ଯାହା ଦ୍ଵାରା ସେମାନଙ୍କ ଘର ବର୍ବାଦ ହେଇଯିବ । ଆପଣଙ୍କୁ ଆମର ଏହି ଆର୍ଟିକିଲ ଟି ପସନ୍ଦ ଆସିଥିଲେ ଏହାକୁ ଅନ୍ୟମାନଙ୍କ ସହିତ ଶେୟାର କରନ୍ତୁ ଓ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *