ଆଜି ବହୁତ ବଦଳି ଯାଇଛନ୍ତି ବଜାରଙ୍ଗୀ ଭାଇଜାନ ର ମୁନ୍ନୀ, ଦେଖା ଯାଆନ୍ତି ବହୁତ ସୁନ୍ଦର

ଆଜି ଆମର ବଲିଉଡ ସୁନ୍ଦରତା ଓ ଆକଟିଂରେ ସବୁଠୁ ଆଗରେ ଅଛି । ଏଥିରେ ବାଲ୍ୟ କଳାକାର ମାନେ ମଧ୍ୟ କାହା ଠାରୁ କମ ନୁହନ୍ତି । ଏମାନଙ୍କ ଆକ୍ଟିଙ୍ଗକୁ ବି ଦର୍ଶକ ବହୁତ ପସନ୍ଦ କରନ୍ତି । ଯେଉଁ କାରଣରୁ ଆଜି ଏମାନଙ୍କର ବି ବହୁତ ଫ୍ୟାନ୍ସ ଅଛନ୍ତି । କିନ୍ତୁ ଆଜି ଆମେ ଆପଣଙ୍କୁ ବଜରଙ୍ଗୀ ଭାଇଜାନ ଫିଲ୍ମରେ କାମ କରି ସାରିଥିବା ମୁନ୍ନୀ ବିଷୟରେ କହିବୁ । ତାଙ୍କ ଆକଟିଂକୁ ଦର୍ଶକ ବହୁତ ପସନ୍ଦ କରିଥିଲେ । ମୁନ୍ନୀ ଏହି ଫିଲ୍ମରେ ଏକ ପାକିସ୍ଥାନୀ ଝିଅ ଚରିତ୍ରରେ ନଜର ଆସିଥିଲେ ଯିଏ କିଛି କହିପାରେ ନାହିଁ ।

Image courtesy: Google

ଏହି ଫିଲ୍ମ 17 ଜୁଲାଇ 2015 ରେ ରିଲିଜ ହୋଇଥିଲା । ମୁନ୍ନୀ ବିଷୟରେ ତ ସମସ୍ତେ ଜାଣିଛନ୍ତି କିନ୍ତୁ ଏହି ମୁନ୍ନୀ ଏବେ ବହୁତ ବଡ ହୋଇ ଯାଇଛନ୍ତି ଓ ଏହା ସହିତ ବହୁତ ସୁନ୍ଦର ମଧ୍ୟ ହୋଇ ଯାଇଛନ୍ତି । ବଜରଙ୍ଗୀ ଭାଇଜାନରେ ମୁନ୍ନୀ ରୋଲରେ ଅଭିନୟ କରିଥିବା ଏହି ଝିଅର ନାମ ହର୍ଶାଲୀ ମଲ୍ହୋତ୍ରା ଅଟେ ଓ ତାଙ୍କର ଜନ୍ମ 3 ଜୁନ 2008 ରେ ମୁମ୍ବାଇରେ ହୋଇଥିଲା ।

Image courtesy: Google

ହର୍ଶାଲୀ ମଲ୍ହୋତ୍ରା ବଲିଉଡର ଦବଙ୍ଗ ସଲମାନ ଖାନ ଓ କରିନା କପୁରଙ୍କ ସହିତ ଏହି ଫିଲ୍ମ କରିଥିଲେ । ଏହି ଫିଲ୍ମରେ ଦର୍ଶକଙ୍କୁ ସମସ୍ତଙ୍କର ଅଭିନୟ ବହୁତ ପସନ୍ଦ ଆସିଥିଲା । ଯେଉଁ କାରଣରୁ ଏହି ଫିଲ୍ମ ସୁପର ଡୁପର ହିଟ ପ୍ରମାଣିତ ହୋଇଥିଲା । ଏହି ଫିଲ୍ମ କାରଣରୁ ହର୍ଶାଲୀ ମଲ୍ହୋତ୍ରାଙ୍କୁ ବହୁତ ଲୋକପ୍ରିୟତା ମିଳିଥିଲା ।

Image courtesy: Google

ଏବେ ହର୍ଶାଲୀ ମଲ୍ହୋତ୍ରା ବି ସୋସିଆଲ ମିଡିଆରେ ବହୁତ ଆକ୍ଟିଭ ରୁହନ୍ତି ଓ ସବୁବେଳେ ନିଜର ନୂଆ ନୂଆ ଫଟୋ ସୋସିଆଲ ମିଡିଆଲରେ ଶେୟାର କରିଥାନ୍ତି । ହର୍ଶାଲୀ ମଲ୍ହୋତ୍ରା ବହୁତ କ୍ୟୁଟ ନଜର ଆସନ୍ତି । କିନ୍ତୁ ବର୍ତ୍ତମାନ ସେ ନିଜର ପାଠ ପଢା ଉପରେ ଧ୍ୟାନ ଦେଉଛନ୍ତି । ଯେଉଁ କାରଣରୁ ସେ ବର୍ତ୍ତମାନ ଫିଲ୍ମ ଠାରୁ ଦୂରରେ ଅଛନ୍ତି ।

ତେବେ ବନ୍ଧୁମାନେ ଆପଣଙ୍କ ହିସାବରେ ହର୍ଶାଲୀ ମଲ୍ହୋତ୍ରା ବଲିଉଡରେ ନିଜର ଏକ ଅଲଗା ପରିଚୟ କରି ପାରିବେ ନା ନାହିଁ ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ଓ ମନୋରଞ୍ଜନ ଦୁନିଆର ସବୁ ଖବର ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *